ମୁଣ୍ଡରୁ ତୁଣ୍ଡ; ଶସ୍ତା ହେଲେ ଦାମ ରାଉତ

ଭୁବନେଶ୍ୱର: ନିଜକୁ ୪୦ ବର୍ଷର ଅଭିଜ୍ଞ ରାଜନେତା ବୋଲାଉଥିବା ଡାକ୍ତର ଦାମୋଦର ରାଉତଙ୍କଠାରୁ ଲୋକଙ୍କ ଆକର୍ଷଣ ତୁଟିଲାଣି । ଯେଉଁ ତୁଣ୍ଡରେ ସେ ଲୋକଙ୍କ ମନକୁ ଛୁଉୁଁଥିଲେ ସେହି ତୁଣ୍ଡ ତାଙ୍କ ପାଇଁ...

ବୈଜୟନ୍ତଙ୍କ ଟୁଇଟ୍ କୁ ନେଇ ପ୍ରତିକ୍ରିୟା; ରାଷ୍ଟ୍ରନାୟକଙ୍କୁ ଏ କି ସମ୍ମାନ?

ଭୁବନେଶ୍ୱର: ମହାନ୍ ରାଷ୍ଟ୍ରନେତା ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସାରା ଦେଶ ଶୋକରେ ବୁଡ଼ିଥିବା ବେଳେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏକ ଟୁଇଟ୍ ଅନେକଙ୍କୁ ଆଘାତ ଦେଇଛି । ଖାଲି ରାଜ୍ୟ...

ଅଟଳଜୀଙ୍କୁ ଅଶ୍ରୁପୂର୍ଣ୍ଣ ବିଦାୟ

ନୂଆଦିଲ୍ଲୀ: ବିଦାୟ ନେଇଗଲେ ଯୁଗ ପୁରୁଷ ଅଟଳ ବିହାରୀ ବାଜପେୟୀ । ରାଷ୍ଟ୍ରୀୟ ପୂର୍ଣ୍ଣ ମର୍ଯ୍ୟାଦା ସହ ଆଜି ଅପରାହ୍ନରେ ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ହଜାର...

୭ ଦିନିଆ ରାଷ୍ଟ୍ରୀୟ ଶୋକ, କାଲି ଛୁଟି ଘୋଷଣା

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକରେ ସମଗ୍ର ଦେଶ ଶୋକରେ ବୁଡ଼ିଯାଇଛି । ଓଡ଼ିଶାର କୋଣ ଅନୁକୋଣ ଆଜି ବାଜପେୟୀଙ୍କୁ ଝୁରୁଛି । ସ୍ୱର୍ଗତ ବାଜପେୟୀଙ୍କ ସମ୍ମାନାର୍ଥେ ଆସନ୍ତକାଲିକୁ ରାଜ୍ୟ...

ବାଜପେୟୀ ଆଉ ନାହାନ୍ତି

ନୂଆଦିଲ୍ଲୀ: ମହାନ୍ ଜନନେତା, ରାଷ୍ଟ୍ରନାୟକ, ଭାରତର ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଉ ଇହ ଜଗତରେ ନାହାନ୍ତି । ୯୩ ବର୍ଷ ବୟସରେ ସେ ଆଖି ବୁଜି ଦେଇଛନ୍ତି...

ବାଜପେୟୀଙ୍କ ଅବସ୍ଥା ବୁଝିବାକୁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଏମସ୍ ରେ ବିଶିଷ୍ଟ ବ୍ୟକ୍ତିଙ୍କ ଭିଡ଼ ଲାଗି ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ବାଜପେୟୀ ସଙ୍କଟାପନ୍ନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି । ଏମସ୍ ରେ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମ୍ ରେ ରଖାଯାଇଛି । ତାଙ୍କ ଅବସ୍ଥା ଅପରିବର୍ତ୍ତିତ(ରିମେନସ୍ ଟୁ ବି...

ନିରଞ୍ଜନଙ୍କ ଜୁମ୍ବୋ ଟିମ୍

ଭୁବନେଶ୍ୱର: ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପିସିସିର ନୂଆ ଟିମ୍ ଘୋଷିତ ହୋଇଛି । ଏଥିରେ ୧୪ ଜଣ ଉପସଭାପତି, ୨୪ ଜଣ ସାଧାରଣ ସମ୍ପାଦକ,୯୯ ଜଣ ସମ୍ପାଦକ ଅଛନ୍ତି । କିଶୋର ଚନ୍ଦ୍ର...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ

- କ୍ୟାପିଟାଲ୍ ହସ୍ପିଟାଲ୍ ରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ - ୭୦ ଲକ୍ଷ ପରିବାରର ୩.୫ କୋଟି ଲୋକ ଉପକୃତ ହେବେ ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ।...

ବର୍ଷା ସତର୍କତା: ସ୍ୱାଧୀନତା ଦିବସ ପରେଡ଼କୁ ଛାତ୍ରଛାତ୍ରୀ ମନା

ଭୁବନେଶ୍ୱର: ଆସନ୍ତାକାଲି ସ୍ୱାଧୀନତା ଦିବସ ପରେଡ୍ ରେ ଭାଗନେବେନି ଛାତ୍ରଛାତ୍ରୀ । ପରେଡ୍ ରେ ଭାଗ ନେବାକୁ ସେମାନଙ୍କୁ ବାରଣ କରାଯାଇଛି । ସମ୍ଭାବ୍ୟ ବର୍ଷା ଓ ବଜ୍ରପାତକୁ ଦୃଷ୍ଟିରେ ରଖି ରାଜ୍ୟ...

ସଲାସୁତୁରା ରାଜନୀତି! ଫାଇଦାରେ ବିଜେଡ଼ି, ଅଡୁଆରେ ବିଜେପି

ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପରବର୍ତ୍ତୀ ଓଡ଼ିଶା ରାଜନୀତିରେ ଏବେ ତମ୍ବିତୋଫାନ । ବିଜେଡ଼ି ଓ ବିଜେପି ଭିତରେ ତଥାକଥିତ ସଲାସୁତୁରାକୁ ନେଇ କଂଗ୍ରେସ କମ୍ପମାନ କରୁଛି । ପିସିସି ସଭାପତି ନିରଞ୍ଜନ...

ସୋମନାଥ ଚାଟାର୍ଜୀଙ୍କ ପରଲୋକ

କୋଲକତା: ବୟୋବୃଦ୍ଧ ରାଜନେତା ତଥା ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କର ଆଜି ସକାଳେ ପରଲୋକ ଘଟିଛି । କୋଲକତାର ଏକ ଘରୋଇ ହସ୍ପିଟାଲ୍ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି...

‘ହାତ’ ଧରିଲେ ସାମ୍ବାଦିକ ସତ୍ୟ ପ୍ରକାଶ

ପିସିସି ମିଡ଼ିଆ ସେଲ୍ ମୁଖ୍ୟ ଦାୟିତ୍ୱ ଭୁବନେଶ୍ୱର: ଓଡ଼ିଶାର ଜଣାଶୁଣା ସାମ୍ବାଦିକ ତଥା ଟିଭି ଫେସ୍ ସତ୍ୟ ପ୍ରକାଶ ନାୟକ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି । ସକାଳ ୧୦.୩୦ ମିନିଟ୍ ରେ ରାମ...

ବୈଜୟନ୍ତଙ୍କ ପାଇଁ ବିଜେପି ବାଟ ବନ୍ଦ !

ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ବିଜେପି ଚକ୍କର ମଉଳିବାକୁ ଯାଉଛି । ଅଗଷ୍ଟ ୧୦ ପୂର୍ବରୁ ସେ ବିଜେପିରେ ମିଶିବାକୁ କ୍ଷେତ୍ର ପ୍ରସ୍ତୁତ ସରିଥିଲା । ଭୁବନେଶ୍ୱର କି କେନ୍ଦ୍ରାପଡ଼ା ନୁହେଁ, ସିଧା ଦିଲ୍ଲୀରେ...

ନବୀନଙ୍କୁ ମୋଦି, ନୀତୀଶଙ୍କ ଧନ୍ୟବାଦ

ଭୁବନେଶ୍ୱର: ସମର୍ଥନ ପାଇଲା ପରେ ଧନ୍ୟବାଦ । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମୁଖ୍ୟମନ୍ତ୍ରୀଙ୍କୁ ଟେଲିଫୋନ୍ କରି...

ହରିବଂଶ ଜିତିଲେ, ସପକ୍ଷରେ ୧୨୫ ଭୋଟ

ନୂଆଦିଲ୍ଲୀ: ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । କଂଗ୍ରେସର ବି.କେ.ହରିପ୍ରସାଦଙ୍କୁ ସେ ୨୦ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ସମୁଦାୟ ୨୩୨ ଭୋଟ...

ମୁୁମ୍ବାଇରେ ଶିଳ୍ପହସ୍ତୀଙ୍କ ସହ ନବୀନଙ୍କ ୱାନ୍ ଟୁ ୱାନ୍

ଭୁବନେଶ୍ୱର: ଓଡ଼ିଶାକୁ ପୁଞ୍ଜି ନିବେଶକଙ୍କୁ ନିମନ୍ତ୍ରଣ କରିବାକୁ ମୁମ୍ବାଇ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ ଭାରତୀୟ ଶିଳ୍ପସଂସ୍ଥାର ବହୁ ବଡ ବଡ ହସ୍ତୀଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଇନଭେଷ୍ଟର୍ସ...

ନିବେଶକଙ୍କୁ ନବୀନ ଦେଲେ ନିର୍ଭର ପ୍ରତିଶ୍ରୁତି

ପୁଞ୍ଜି ନିବେଶ ପାଇଁ ୱାନ୍ ଟୁ ୱାନ୍, ରୋଡ୍ ସୋ’ ମୁମ୍ବାଇ: ପୁଞ୍ଜି ନିବେଶ ପାଇଁ ଓଡ଼ିଶା ପ୍ରକୃଷ୍ଟ ସ୍ଥାନ । ଏଠାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଆଗ୍ରହୀ ନିବେଶକଙ୍କୁ ରାଜ୍ୟ ସରକାର...

କରୁଣାନିଧି ଆଉ ନାହାନ୍ତି

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ ଏମ.କରୁଣାନିଧିଙ୍କ ପରଲୋକ ହୋଇଯାଇଛି । ଚେନ୍ନାଇର କାବେରୀ ହସ୍ପିଟାଲ୍ ରେ ଚିକିତ୍ସାଧୀନ କରୁଣାନିଧି ଆଜି ସଂଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।...