Thursday, May 21, 2026 04:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଜି ୧୫୦୩ ପଜିଟିଭ୍, ୭ ମୃତ

by Our Correspondent
27 Jul, 2020- 11:39 AM
in Latest News, News
1 min read
0
ଆଜି ୧୫୦୩ ପଜିଟିଭ୍, ୭ ମୃତ
ଭୁୁବନେଶ୍ୱର: ଦ୍ୱିତୀୟ ଥର ପାଇଁ ରାଜ୍ୟରେ ଗୋଟିଏ ଦିନରେ ୧୫୦୦ ଅତିକ୍ରମ କରିଛି କରୋନା । ଆଜି ୨୮ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୫୦୩ ପଜିଟିଭ୍ । ଏହାପୂର୍ବରୁ ଗତ ୨୪ ତାରିଖରେ ସର୍ବାଧିକ ୧୫୯୪ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଜି ଚିହ୍ନଟ ୧୫୦୩ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୧ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୯୧, ଖୋର୍ଦ୍ଧା ଜିଲ୍ଲାରୁ ୨୨୩ ଏବଂ କଟକ ଜିଲ୍ଲାରୁ ୧୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ୮୯୨କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୬ ହଜାର ୭୯୩ ଜଣ ସୁସ୍ଥ ହୋଇଛନ୍ତି । ଏଷବ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୯୧୮ ।
ସେହିଭଳି ରାଜ୍ୟରେ ଆଉ ୭ ଜଣଙ୍କର ଜୀବନ ନେଇଛି କରୋନା । ଗଞ୍ଜାମରୁ ୩ ଜଣ ଏବଂ ଖୋର୍ଦ୍ଧା, କଟକ, ମାଲକାନଗିରି, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୪୭ କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ସର୍ବାଧିକ ୮୨ ଜଣ ଏବଂ ଖୋର୍ଦ୍ଧାରୁ ୧୮ ଜଣଙ୍କର ଜୀବନ ନେଲାଣି କରୋନା ।
ସେପଟେ ଦେଶରେ ଗତ ୨୪ ଘଣ୍ଟାରେ ଆକ୍ରାନ୍ତ ହୋଇଛନ୍ତି ୪୯ ହଜାର ୯୩୧ । ୭୦୮ ଜଣ ମୃତ୍ୟୁବରଣ କରିଛନ୍ତି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩ ଏବଂ ମୃତ୍ୟୁସଂଖ୍ୟା ୩୨ ହଜାର ୭୭୧ କୁ ବୃଦ୍ଧି ପାଇଛି ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୧, ବାଲେଶ୍ୱର-୧୯, ବରଗଡ଼-୨୩, ଭଦ୍ରକ-୨୫, ବଲାଙ୍ଗୀର-୨୧, ବୌଦ୍ଧ-୧, କଟକ-୧୩୬, ଢ଼େଙ୍କାନାଳ-୩୨, ଗଜପତି-୭୩, ଗଞ୍ଜାମ-୪୯୧, ଜଗତସିଂହପୁର-୬, ଯାଜପୁର-୫୧, ଝାରସୁଗୁଡ଼ା-୧୦, କଳାହାଣ୍ଡି-୧୦, କନ୍ଧମାଳ-୭୩, କେନ୍ଦ୍ରାପଡ଼ା-୯, କେଉଁଝର-୪୩, ଖୋର୍ଦ୍ଧା-୨୨୩, କୋରାପୁଟ-୩୪, ମାଲକାନଗିରି-୩୪, ମୟୁରଭଞ୍ଜ-୨୮, ନବରଙ୍ଗପୁର-୨, ନୟାଗଡ଼-୮, ପୁରୀ-୪, ରାୟଗଡ଼ା-୬୮, ସମ୍ବଲପୁର-୧୭, ସୋନପୁର-୪, ସୁନ୍ଦରଗଡ଼-୫୭ ।
Previous Post

କରୋନା ମୃତକଙ୍କ ପିଲାଙ୍କ ପାଇଁ ‘କିଟ୍’ ରେ ମାଗଣା ପଢ଼ିବାର ସୁଯୋଗ

Next Post

ଆର.କେ. ଶର୍ମା ହେଲେ କୃଷି ଉତ୍ପାଦନ କମିଶନର, ଅନୁ ଗର୍ଗଙ୍କୁ ଜଳସମ୍ପଦ

Next Post
ଆର.କେ. ଶର୍ମା ହେଲେ କୃଷି ଉତ୍ପାଦନ କମିଶନର, ଅନୁ ଗର୍ଗଙ୍କୁ ଜଳସମ୍ପଦ

ଆର.କେ. ଶର୍ମା ହେଲେ କୃଷି ଉତ୍ପାଦନ କମିଶନର, ଅନୁ ଗର୍ଗଙ୍କୁ ଜଳସମ୍ପଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA