Tuesday, May 12, 2026 12:00 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଇଣ୍ଡିଆ ଟୁଡେ ସର୍ଭେ: ନବୀନ ନମ୍ବର ୱାନ୍, ଲୋକପ୍ରିୟତାର ଶୀର୍ଷରେ

by Our Correspondent
28 Sep, 2018- 11:50 PM
in Latest News, News
1 min read
0
ଇଣ୍ଡିଆ ଟୁଡେ ସର୍ଭେ: ନବୀନ ନମ୍ବର ୱାନ୍, ଲୋକପ୍ରିୟତାର ଶୀର୍ଷରେ
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ବି ନମ୍ବର ୱାନ୍ । ଲୋକପ୍ରିୟତାର ଶୀର୍ଷରେ । ବିରୋଧୀ ଦଳର ପ୍ରତିଦ୍ୱନ୍ଦୀଙ୍କଠାରୁ ସେ ଯଥେଷ୍ଟ ଆଗରେ । ସାଧାରଣ ନିର୍ବାଚନ ପୂର୍ବରୁ ଇଣ୍ଡିଆ ଟୁଡ଼େ ପକ୍ଷରୁ ହୋଇଥିବା ଏକ ଜନମତ ସର୍ଭେରୁ ଏହା ଜଣାପଡ଼ିଛି । ସେହିଭଳି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଏକ ନମ୍ବର ପସନ୍ଦରେ ଅଛନ୍ତି । ତାଙ୍କ ପଛରେ ସଂଖ୍ୟାଗରିଷ୍ଠ ଓଡ଼ିଶାବାସୀଙ୍କ ସମର୍ଥନ ରହିଛି ।
ଇଣ୍ଡିଆ ଟୁଡେ ସର୍ଭେରେ ଓଡ଼ିଶାର ୫୯ ପ୍ରତିଶତ ଲୋକ ନବୀନ ପଟ୍ଟନାୟକଙ୍କୁ ପୁର୍ନବାର ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସପକ୍ଷରେ ମାତ୍ର ୨୧ ପ୍ରତିଶତ ଲୋକଙ୍କ ସମର୍ଥନ ରହିଛି । ଏହି ସର୍ଭେରେ ସାମିଲ କରାଯାଇଥିବା ଲୋକଙ୍କ ମଧ୍ୟରୁ ୪୪ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରା ପ୍ରତି ସନ୍ତୋଷବ୍ୟକ୍ତ କରିଛନ୍ତି । ରାଜ୍ୟର ବିକାଶମୂଳକ କାର୍ଯ୍ୟକୁ ସେମାନେ ସମର୍ଥନ କରିଛନ୍ତି । ୧୯ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ରାଜ୍ୟର ୫୪ ପ୍ରତିଶତ ଲୋକ ନରେନ୍ଦ୍ର ମୋଦୀଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରିଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ମାତ୍ର ୨୧ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି ।
ଓଡ଼ିଶାରେ ସାଧାରଣ ଲୋକଙ୍କ ଉପରେ ରାଫେଲ୍ ଦୁର୍ନୀତି ପ୍ରସଙ୍ଗର ସେଭଳି ପ୍ରଭାବ ନାହିଁ । ୭୬ ପ୍ରତିଶତ ଲୋକ ଏ ଡିଲ୍ ସମ୍ପର୍କରେ ଜାଣନ୍ତି ନାହିଁ । ଯେଉଁମାନେ ଜାଣନ୍ତି ସେମାନଙ୍କ ମଧ୍ୟରୁ ୭୯ ପ୍ରତିଶତ ଲୋକ ରାଫେଲ୍ ବିମାନର ମୂଲ୍ୟ ସର୍ବ ସାଧାରଣରେ ପ୍ରକାଶ ପାଇବା ଉଚିତ୍ ନୁହେଁ ବୋଲି ମତ ଦେଇଛନ୍ତି ।
ରାଜ୍ୟର ୨୧ଟି ଲୋକସଭା ସଂସଦୀୟ କ୍ଷେତ୍ରରେ ୮,୨୩୨ ଲୋକଙ୍କ ମତାମତ ନେଇ ଇଣ୍ଡିଆ ଟୁଡେ ନିକଟରେ ଏହି ସର୍ଭେ କରିଥିଲା ।
Previous Post

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ଓକିଲ; କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

Next Post

ସାମ୍ବାଦିକଙ୍କୁ ପୁଲିସ ମାଡ଼ର ଜୋରଦାର ପ୍ରତିବାଦ

Next Post
ସାମ୍ବାଦିକଙ୍କୁ ପୁଲିସ ମାଡ଼ର ଜୋରଦାର ପ୍ରତିବାଦ

ସାମ୍ବାଦିକଙ୍କୁ ପୁଲିସ ମାଡ଼ର ଜୋରଦାର ପ୍ରତିବାଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA