Sunday, May 24, 2026 11:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୂର୍ଯ୍ୟନଗର, ବମିଖାଲ, ପୁରୀ ଆକ୍ରାନ୍ତଙ୍କ ବାହାର ରାଜ୍ୟ ଲିଙ୍କ୍

by Our Correspondent
04 Apr, 2020- 09:36 PM
in Latest News, News
1 min read
0
ସୂର୍ଯ୍ୟନଗର, ବମିଖାଲ, ପୁରୀ ଆକ୍ରାନ୍ତଙ୍କ ବାହାର ରାଜ୍ୟ ଲିଙ୍କ୍

– ଦଳବେହେରା ପରିବାରର ଜଣେ ସଦସ୍ୟ କୋଲକତା ଯାଇଥିଲେ
– ବମିଖାଲ ତିନି ଆକ୍ରାନ୍ତଙ୍କ ବାପା ଭୋପାଳରେ ଆକ୍ରାନ୍ତ
– ପୁରୀ ଜିଲ୍ଲାର ଆକ୍ରାନ୍ତ ବ୍ୟକ୍ତି ଗୌତମନଗର ଅଞ୍ଚଳର ପୋଷ୍ଟମ୍ୟାନ୍

ଭୁବନେଶ୍ୱର: ପଞ୍ଚମ କରୋନା ଆକ୍ରାନ୍ତ ସୂର୍ଯ୍ୟନଗରର ପ୍ରଦୀପ୍ତ ଦଳବେହେରାଙ୍କ ବାହାର ରାଜ୍ୟ ଲିଙ୍କ୍ ର ଖୁଲାସା ହୋଇଛି । ନିକଟରେ ତାଙ୍କ ପରିବାରର ଜଣେ ସଦସ୍ୟ କୋଲକତା ଯାଇ ୪ ଦିନ ରହିଥିଲେ । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ପ୍ରେସ୍ ମିଟ୍ କରି ଏହା ଜଣାଇଛନ୍ତି । ପ୍ରଦୀପ୍ତ ଦଳବେହେରା, ତାଙ୍କ ଝିଅ, ପତ୍ନୀ ଏବଂ ତାଙ୍କ ଘରେ ଭଡ଼ାରେ ରହୁଥିବା ୫ ଜଣ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ସୂଚନାଯୋଗ୍ୟ, କରୋନାରେ ଆକ୍ରାନ୍ତ ସୂର୍ଯ୍ୟନଗରର ପ୍ରଦୀପ୍ତ ଦଳବେହେରାଙ୍କର ବାହାର ଦେଶ କିମ୍ବା ରାଜ୍ୟର ଲିଙ୍କ୍ ନ ଥିବା ଜଣାଇଥିଲେ । ଯାହାକି ସରକାର ଓ ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଥିଲା । ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଦୃଢ଼ୀଭୂତ ହୋଇଥିଲା । ମାତ୍ର ଏବେ ତାଙ୍କର ବାହାର ରାଜ୍ୟ ଲିଙ୍କ୍ ଜଣାପଡ଼ିଛି ।
ସେହିଭଳି ବମିଖାଲ ୩ କରୋନା ଆକ୍ରାନ୍ତଙ୍କ ଅନ୍ୟ ରାଜ୍ୟ ଲିଙ୍କ୍ ମିଳିଛି । ବମିଖାଲର ଏହି ତିନି ଭାଇଙ୍କ ବାପା ଭୋପାଳରେ ରୁହନ୍ତି । ସେଠାରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବାପାଙ୍କ ସଂସ୍ପର୍ଶରେ ଏହି ତିନି ଭାଇ ଆସିଛନ୍ତି ।
ପୁରୀ ଜିଲ୍ଲାରୁ ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟ ନିକଟରେ ଦିଲ୍ଲୀ ଯାଇଥିଲେ । ସଂପୃକ୍ତ ବ୍ୟକ୍ତି ଭୁବନେଶ୍ୱର ବିଜେବି ନଗର ସବ୍ ପୋଷ୍ଟ ଅଫିସରେ ପୋଷ୍ଟମ୍ୟାନ୍ ଭାବେ କାର୍ଯ୍ୟ କରୁଛନ୍ତି । ପୋଷ୍ଟ ମ୍ୟାନ୍ ହୋଇଥିବାରୁ ଏହି ଲକ୍ ଡାଉନ୍ ସମୟରେ ମଧ୍ୟ କୋର୍ଟ ଏବଂ ଗୌତମନଗର ଅଞ୍ଚଳରେ ଚିଠି ବାଣ୍ଟିଛନ୍ତି ।
ତେଣୁ ସଂପୃକ୍ତ ବ୍ୟକ୍ତି(ପୋଷ୍ଟମ୍ୟାନ)ଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବାକୁ ବିଏମସି କମିଶନର ଅନୁରୋଧ କରିଛନ୍ତି । ୧୦୪ ନମ୍ବରରେ ଡାଏଲ୍ କରି ପଞ୍ଜିକରଣ କରନ୍ତୁ ଏବଂ ନିଜେ ହୋମ୍ କ୍ୱାରେଣ୍ଟାଇନ୍ ରେ ରହନ୍ତୁ ବୋଲି କମିଶନର ପରାମର୍ଶ ଦେଇଛନ୍ତି ।
Previous Post

କରୋନା ଆକ୍ରାନ୍ତଙ୍କ ଗାଁ ଦାନଗହିର ସଟ୍ ଡାଉନ୍

Next Post

ଜିଲ୍ଲାପାଳ,ଏସପିଙ୍କୁ ଲେଖିଲେ ପାଣ୍ଡିଆନ୍: ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ, ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ଟ୍ରେସିଂ କର

Next Post
ଜିଲ୍ଲାପାଳ,ଏସପିଙ୍କୁ ଲେଖିଲେ ପାଣ୍ଡିଆନ୍: ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ, ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ଟ୍ରେସିଂ କର

ଜିଲ୍ଲାପାଳ,ଏସପିଙ୍କୁ ଲେଖିଲେ ପାଣ୍ଡିଆନ୍: ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ, ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ଟ୍ରେସିଂ କର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA