Thursday, May 21, 2026 10:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୩୦ ହଜାର ଟପିଲା କରୋନା; ଗଞ୍ଜାମରେ କମୁଛି, ଖୋର୍ଦ୍ଧାରେ କମୁନି

by Our Correspondent
30 Jul, 2020- 11:22 AM
in Latest News, News
1 min read
0
୩୦ ହଜାର ଟପିଲା କରୋନା; ଗଞ୍ଜାମରେ କମୁଛି, ଖୋର୍ଦ୍ଧାରେ କମୁନି

ରାଜ୍ୟରୁ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା

ଭୁୁବନେଶ୍ୱର: ଅସମ୍ଭାଳ ହୋଇପଡ଼ିଥିବା ଗଞ୍ଜାମରେ କରୋନା ସଂକ୍ରମଣ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ତେବେ ଖୋର୍ଦ୍ଧା ଜିଲ୍ଲାରେ ବିଶେଷକରି ଭୁବନେଶ୍ୱର ସ୍ଥିତି ସୁଧୁରିନାହିଁ । ଆଜି ଚିହ୍ନଟ ୧୨୦୩ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୫୦ ଆକ୍ରାନ୍ତ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି ୨୨୦ ଆକ୍ରାନ୍ତ ।
ଜୁଲାଇ ୨୩ ତାରିଖରେ ଗଞ୍ଜାମରୁ ୫୪୦ ଓ ଖୋର୍ଦ୍ଧାରୁ ୧୩୭, ୨୪ ତାରିଖରେ ଗଞ୍ଜାମରୁ ୭୩୨ ଓ ଖୋର୍ଦ୍ଧାରୁ ୩୨୦, ୨୫ ତାରିଖରେ ଗଞ୍ଜାମରୁ ୫୬୦ ଓ ଖୋର୍ଦ୍ଧାରୁ ୧୭୪, ୨୬ ତାରିଖରେ ଗଞ୍ଜାମରୁ ୪୮୪ ଓ ଖୋର୍ଦ୍ଧାରୁ ୧୮୭, ୨୭ ତାରିଖରେ ଗଞ୍ଜାମରୁ ୪୯୧ ଓ ଖୋର୍ଦ୍ଧାରୁ ୨୨୩, ୨୮ ତାରିଖରେ ଗଞ୍ଜାମରୁ ୩୩୨ ଓ ଖୋର୍ଦ୍ଧାରୁ ୩୧୨ ଏବଂ ଜୁଲାଇ ୨୯ ତାରିଖରେ ଗଞ୍ଜାମରୁ ୨୪୫ ଓ ଖୋର୍ଦ୍ଧାରୁ ୧୯୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ଆଜି ଚିହ୍ନଟ ୧୨୦୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୫୮ କ୍ୱାରେଣ୍ଟାଇନ୍ ଏବଂ ୪୪୫ ଲୋକାଲ୍ କଣ୍ଟାକ୍ଟ କେସ୍ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ପାର୍ କରିଛି । ମୋଟ ୩୦, ୩୭୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୮, ୯୩୮ ସୁସ୍ଥ ହୋଇସାରିଛନ୍ତି । ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୨୩୫ ।
ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା । ଗଞ୍ଜାମ ଜିଲ୍ଲାରୁ ୪, ଖୋର୍ଦ୍ଧା ଜିଲ୍ଲାରୁ ୨ ଏବଂ ନୟାଗଡ଼, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୬୯ କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୯୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୧ ଜଣଙ୍କର ମୃତ୍ୟୁ ହେଲାଣି ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୧୫, ବାଲେଶ୍ୱର-୨୦, ବରଗଡ଼-୧୨, ଭଦ୍ରକ-୫୩, ବଲାଙ୍ଗୀର-୬, କଟକ-୯୭, ଦେବଗଡ଼-୮, ଢ଼େଙ୍କାନାଳ-୩, ଗଜପତି-୭୨, ଗଞ୍ଜାମ-୨୫୦, ଜଗତସିଂହପୁର-୮, ଯାଜପୁର-୪୬, କଳାହାଣ୍ଡି-୪, କନ୍ଧମାଳ-୧୪, କେନ୍ଦ୍ରାପଡ଼ା-୧୪, କେଉଁଝର-୧୧, ଖୋର୍ଦ୍ଧା-୨୨୦, କୋରାପୁଟ-୬୬, ମାଲକାନଗିରି-୬୫, ମୟୁରଭଞ୍ଜ-୧୬, ନବରଙ୍ଗପୁର-୪, ନୟାଗଡ଼-୨୪, ପୁରୀ-୯, ରାୟଗଡ଼ା-୪୫, ସମ୍ବଲପୁର-୪୦, ସୋନପୁର-୪, ସୁନ୍ଦରଗଡ଼-୭୪ ।
Previous Post

କିସ୍ ମାଟ୍ରିକ୍ ସଫଳତା ହାର ୯୮%, ଯୋଗେଶ କାଡରାକା ଟପ୍ପର

Next Post

କରୋନାରେ ମୃତ ୨ ସାମ୍ବାଦିକଙ୍କ ପରିବାର ପିଛା ୧୫ ଲକ୍ଷ ମଂଜୁର କଲେ ମୁଖ୍ୟମନ୍ତ୍ରୀ

Next Post
କରୋନାରେ ମୃତ ୨ ସାମ୍ବାଦିକଙ୍କ ପରିବାର ପିଛା ୧୫ ଲକ୍ଷ ମଂଜୁର କଲେ ମୁଖ୍ୟମନ୍ତ୍ରୀ

କରୋନାରେ ମୃତ ୨ ସାମ୍ବାଦିକଙ୍କ ପରିବାର ପିଛା ୧୫ ଲକ୍ଷ ମଂଜୁର କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA