ମାଲିକ ଜାଣିଲେନି, ଜାଗା ବିକ୍ରୀ ହୋଇଗଲା !

ନ୍ୟାୟ ଭିକ୍ଷାରେ ୮୩ ବର୍ଷୀୟ ବଙ୍ଗୀୟ ବୃଦ୍ଧ ଭୁବନେଶ୍ୱର: ରାଜଧାନୀରେ ପର ଜାଗା ଉପରେ ଆଖି ପକାଇ ତାକୁ କଳେ ବଳେ କୌଶଳେ ହାତେଇବା ଏକ ବ୍ୟବସାୟ ପାଲଟିଲାଣି । ଏଥିପାଇଁ ଦଲାଲ୍ ବା ମାଫିଆ ଗୋଷ୍ଠୀ ସକ୍ରିୟ ହୋଇଛନ୍ତି । କିଛି ବିଲଡର ଏହି ମାଫିଆଙ୍କୁ ହାତରେ ରଖି ତାଙ୍କର ବେପାର ବଢ଼ାଉଛନ୍ତି । ଖୋଦ୍ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଅସାଧୁ ବାବୁମାନଙ୍କର ସଲାସୁତୁରାରେ ଏହି କାରବାର ଖୁଲମ୍ ଖୋଲା ଚାଲିଛି । ମାଫିଆଙ୍କ ଲୋଲୁପ … Continue reading ମାଲିକ ଜାଣିଲେନି, ଜାଗା ବିକ୍ରୀ ହୋଇଗଲା !