ଓଏମସି ଖଣିରେ ସାଂସଦ ପ୍ରତିନିଧିଙ୍କ ଦାଦାଗିରି!

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାର କୋଇଡାସ୍ଥିତ ଓଏମସିର ଖଣ୍ଡାଧାର କୁରୁମିତ୍ର ମାଇନସ୍ ରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପ୍ରତିନିଧି ସାଜିଥିବା ବାଗୁନ୍ ଗାଗରାଇଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଅନେକ ସାଂଘାତିକ ତଥ୍ୟ ହସ୍ତଗତ ହୋଇଛି । ସାଂସଦଙ୍କ ନାଁ ନେଇ ବିଜେପିର ଏହି ସ୍ଥାନୀୟ ନେତା ଖଣି ଟ୍ରାନସପୋର୍ଟିଂ କାରବାର ନିଜ ଦଖଲକୁ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ବର୍ତ୍ତମାନର ବ୍ୟବସ୍ଥାରେ ଥିବା ଟ୍ରାନସପୋର୍ଟିଂ ନିୟୋଜନ ସଂସ୍ଥାଗୁଡ଼ିକର ଅପସାରଣ ପାଇଁ ସେ କଳବଳ କୌଶଳ ଖଟାଇଛନ୍ତି … Continue reading ଓଏମସି ଖଣିରେ ସାଂସଦ ପ୍ରତିନିଧିଙ୍କ ଦାଦାଗିରି!