ଲୋକଙ୍କ ଜୀବନ ସାଙ୍ଗରେ ଖେଳନ୍ତୁନି ମ୍ୟାଡାମ୍ !

Spread the loveଭୁବନେଶ୍ୱର: *ଲକ୍ ଡାଉନ୍ ରୁ ମୁକ୍ତି ପାଇ ଟ୍ରେନ୍ ରେ ଦିଲ୍ଲୀରୁ ପ୍ରଥମ ଥର ଫେରିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଷ୍ଟେସନ୍ ରେ ସମର୍ଥକଙ୍କଠାରୁ ଗେଣ୍ଡୁମାଳ ପିନ୍ଧି ଗମାତ କଲେ । ବାନ୍ଧବୀଙ୍କ ସହ ସେଲଫି ଉଠାଇଲେ । ତାଙ୍କ ଘର ପର୍ଯ୍ୟନ୍ତ ଗହଳି ଲାଗିଲା । *ଦିନକ ପରେ ନିଜ ଘରେ ଜଣେ ଅନୁଗତଙ୍କର ବାର୍ଥ ଡ଼େ ପାର୍ଟି କଲେ । କେକ୍ ଖୁଆଇ ଦେଲେ । *୪/୫ ଦିନ ପରେ ପଳାସପଲ୍ଲୀରେ … Continue reading ଲୋକଙ୍କ ଜୀବନ ସାଙ୍ଗରେ ଖେଳନ୍ତୁନି ମ୍ୟାଡାମ୍ !