ଅଶୋକ ପଣ୍ଡା-ବୁନୁ ଜେନାଙ୍କ ବିରୋଧରେ ବିଦ୍ରୋହ !

ଭୁବନେଶ୍ୱର: ଓଡ଼ିଶା ରୂପାନ୍ତରଣର ମଙ୍ଗ ଧରିଥିବା ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଭୁବନେଶ୍ୱର ବିଜେଡି ପକ୍ଷରୁ ନିକଟରେ ସମ୍ବର୍ଦ୍ଧିତ କରାଯାଇଥିଲା । ନବୀନ ନିବାସରେ ଶ୍ରୀ ପାଣ୍ଡିଆନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସଂଗଠନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା । ବିଏମସି କର୍ପୋରେଟରମାନଙ୍କୁ ଏକାଠି କରିବାର ଦାୟିତ୍ୱ ନେଇଥିଲେ ମେୟର ସୁଲୋଚନା ଦାସ । ମେୟରଙ୍କ ନିର୍ଦ୍ଦେଶରେ ତାଙ୍କ ବ୍ୟକ୍ତିଗତ ସହାୟକ ଦଳୀୟ କର୍ପୋରେଟରମାନଙ୍କୁ ଫୋନ୍ କରି ନବୀନ ନିବାସ ଆସିବାର ସମୟ ଜଣାଇଥିଲେ … Continue reading ଅଶୋକ ପଣ୍ଡା-ବୁନୁ ଜେନାଙ୍କ ବିରୋଧରେ ବିଦ୍ରୋହ !