କିଏ ସେହି ପ୍ରଭାବଶାଳୀ ବ୍ୟକ୍ତି?

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଜମି ଲୁଟେରା । କିଛି ମାଫିଆ ନିରୀହ ଲୋକଙ୍କୁ ଡରାଇ ଧମକାଇ ସେମାନଙ୍କ ଜମି ହାତଉଥିବା ବେଳେ ଆଉ କିଛି ସରକାରୀ ଜମିକୁ ସିଧାସଳଖ ଲୁଟି ନେଉଛନ୍ତି । ସରକାରୀ ବାବୁଙ୍କୁ ହାତ କରି ସରକାରୀ ଜମିକୁ ଲୁଟିବାରେ ଏମାନେ କୁଆଡ଼େ ସିଦ୍ଧହସ୍ତ । ବର୍ଷ ବର୍ଷ ଧରି ସମସ୍ତଙ୍କ ଦୃଷ୍ଟି ଆଢ଼ୁଆଳରେ ଏଭଳି କାରନାମା ଚାଲୁଥିବା ବେଳେ ଏକ ସାଂଘାତିକ ମାମଲା ଲୋକଲୋଚନକୁ ଆସିଛି । ୫ ଏକର ଜଙ୍ଗଲ କିସମର … Continue reading କିଏ ସେହି ପ୍ରଭାବଶାଳୀ ବ୍ୟକ୍ତି?