Tuesday, June 23, 2026 11:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଟ୍ କୁ ଟାଇମସ ‘ଆୱାର୍ଡସ ଏସିଆ’ ୨୦୨୦ ପୁରସ୍କାର

by Our Correspondent
17 Nov, 2020- 11:54 PM
in Latest News, News
1 min read
0
କିଟ୍ କୁ ଟାଇମସ ‘ଆୱାର୍ଡସ ଏସିଆ’ ୨୦୨୦ ପୁରସ୍କାର

ଭୁବନେଶ୍ୱର: ବିଶ୍ୱସ୍ତରରେ କିଟ୍ ବିଶ୍ଵବିଦ୍ୟାଳୟକୁ ମିଳିଛି ଆଉ ଏକ ସମ୍ମାନଜନକ ପୁରସ୍କାର। ମଙ୍ଗଳବାର ଟାଇମସ ହାଇଅର ଏଜୁକେସନ ପକ୍ଷରୁ ‘ଆୱାର୍ଡସ ଏସିଆ ୨୦୨୦ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ସମଗ୍ର ଏସିଆରେ ଏକମାତ୍ର ଅନୁଷ୍ଠାନ ଭାବେ କିଟ୍ ବିଶ୍ୱବିଦ୍ୟାଳୟ ଏହି ଗୌରବର ଅଧିକାରୀ ହୋଇଛି। କିଟ୍ ବିଶ୍ଵବିଦ୍ୟାଳୟକୁ ବର୍ଷର ‘ଶ୍ରେଷ୍ଠ କାର୍ଯ୍ୟସ୍ଥଳ’ (ୱାର୍କପ୍ଲେସ ଅଫ ଦି ଇଅର) ମାନ୍ୟତା ଦେଇଛି ଟାଇମସ ହାଇଅର ଏଜୁକେସନ। ଚଳିତ ବର୍ଷ ଚୟନ କରାଯାଇଥିବା ‘ୱାର୍କପ୍ଲେସ ଅଫ ଦି ଇଅର’ କାଟେଗୋରୀରେ ସମଗ୍ର ଏସିଆ ମହାଦେଶରେ ଭାରତରୁ କିଟ୍ କେବଳ ଓ ଏକମାତ୍ର ଅନୁଷ୍ଠାନ ଭାବେ ମନୋନୀତ ହୋଇଛି।

କିଟର ସମସ୍ତ କର୍ମଚାରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ ଏହାର ଶ୍ରେୟ ପ୍ରତିଷ୍ଠାତା ଅଚ୍ୟୁତ ସମନ୍ତଙ୍କୁ ଦେଇଛନ୍ତି। ଶ୍ରୀ ସାମନ୍ତଙ୍କ ଦୂରଦୃଷ୍ଟି ଯୋଗୁଁ ଏହା ସମ୍ଭବ ହୋଇ ପାରିଛି ବୋଲି କର୍ମଚାରୀ ଓ ଛାତ୍ରଛାତ୍ରୀ କହିଛନ୍ତି। କିଟ୍ ପ୍ରତିଷ୍ଠା ହେବା ଦିନଠାରୁ କିଟରେ ଅଧ୍ୟାପକ ଓ କର୍ମଚାରୀଙ୍କୁ ସ୍ଵାଧୀନ ଭାବେ କାର୍ଯ୍ୟ ସମ୍ପାଦନା କରିବାର ପରମ୍ପରା ସୃଷ୍ଟି କରାଯାଇଛି। ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏଠାରେ ଉଭୟ ଅଧ୍ୟାପକ ଓ ପ୍ରଶାସନିକ କର୍ମଚାରୀମାନଙ୍କୁ ସେମାନଙ୍କ ଆର୍ଥିକ ଓ ପ୍ରଶାସନିକ କାର୍ଯ୍ୟନ୍ୱୟନ କ୍ଷେତ୍ରରେ ସ୍ଵାଧୀନତାକୁ ଗୁରୁତ୍ଵ ଦେଇ ଆସିଛନ୍ତି ବୋଲି କିଟ୍ ପକ୍ଷରୁ ଜାରି ପ୍ରେସ୍ ବିବୃତ୍ତିରେ କୁହାଯାଇଛି ।

ଏଥିରେ କୁହାଯାଇଛି ଯେ ପ୍ରତିଷ୍ଠାତା ଭାବେ ଶ୍ରୀ ସାମନ୍ତ କେବଳ କର୍ମଚାରୀମାନେ ଯେଭଳି ଭାବ ଭାବେ କାର୍ଯ୍ୟ ସମ୍ପାଦନ କରି ପାରିବେ ସେଥିପାଇଁ ସର୍ବଦା ଉତ୍ସାହିତ କରିଥାନ୍ତି। ଏହାଛଡା ଏହି ଅନୁଷ୍ଠାନରେ ପରିବାରବାଦର କୌଣସି ସୁଯୋଗ ଶ୍ରୀ ସାମନ୍ତ ଦେଇ ନାହାନ୍ତି। ଫଳରେ କିଟରେ କାର୍ଯ୍ୟ ସମ୍ପାଦନ କରିବାର ଏକ ଭଲ ବାତାବରଣ ସୃଷ୍ଟି ହୋଇ ପାରିଛି ଓ କିଟ୍ ବିଶ୍ଵରେ ସୁନାମ ଅର୍ଜନ କରି ପାରିଛି। ଏହି ସର୍ବେକ୍ଷଣରେ ବିଶ୍ଵର ବହୁ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ, ଗବେଷକ ଓ ସ୍ଥାନୀୟ ଲୋକଙ୍କ ମତାମତକୁ ଟାଇମସ ହାଇଅର ଏଜୁକେସନ ଚୟନ କମିଟିର ବିଚାରପତିଙ୍କ ଦ୍ଵାରା ପୁଙ୍ଖାନୁପୁଙ୍ଖ ବିବେଚନା କରାଯିବା ପରେ ଏହି ପୁରସ୍କାର ପାଇଁ କିଟକୁ ଚୟନ କରାଯାଇଛି। ଏହା ଓଡିଶା ତଥା ଭାରତ ପାଇଁ ଏକ ଗୌରବର ବିଷୟ ।

Previous Post

ଶ୍ରୀମନ୍ଦିର ବନ୍ଦ ଯୋଗୁଁ ହୁଣ୍ଡି ଖାଲି, ୧୫୪ କୋଟିର ବଜେଟ୍ ଅନୁମୋଦନ

Next Post

ହାଇକୋର୍ଟ କ୍ଷୁବ୍ଧ, ଡିଜିପିଙ୍କୁ ଭର୍ତ୍ସନା

Next Post
ହାଇକୋର୍ଟ କ୍ଷୁବ୍ଧ, ଡିଜିପିଙ୍କୁ ଭର୍ତ୍ସନା

ହାଇକୋର୍ଟ କ୍ଷୁବ୍ଧ, ଡିଜିପିଙ୍କୁ ଭର୍ତ୍ସନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA