Our Correspondent

ବିଜେଡିର କାଲି ବିଧାନସଭା ଘେରାଉ

ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ଆଇନ ରାଜ୍ୟ ସ୍ୱାର୍ଥ ବିରୋଧୀ ହୋଇଥିବାରୁ ଏହାର ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ ତରଫରୁ ବିଧାନସଭା ସମ୍ମୁଖରେ ସେପ୍ଟେମ୍ୱର ୨୮ ତାରିଖରେ ହେବାକୁ ଯାଉଥିବା ବିଶାଳ ଗଣବିକ୍ଷୋଭରେ ସମସ୍ତ ରାଜ୍ୟବାସୀଙ୍କୁ ସାମିଲ ହେବାକୁ ଦଳ ତରଫରୁ...

Read more

୩୦ରୁ ଖୋଲିବ ଗୁଣ୍ଡିଚା ମନ୍ଦିର

ପୁରୀ : ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମନ୍ଦିରର ବିଭିନ୍ନ ନୀତି ନିର୍ଦ୍ଧାରଣ ସହ ଏକାଧିକ ପ୍ରସ୍ତାବ ଉପରେ ଆଲୋଚନା ଓ ନିଷ୍ପତ୍ତି ହୋଇଛି। ଆସନ୍ତା ସେପ୍ଟେମ୍ବର...

Read more

୨ ବର୍ଷ ୩ ମାସରେ ୪୬,୫୭୫ ସରକାରୀ ନିଯୁକ୍ତି

ଭୁବନେଶ୍ୱର: ସରକାରୀ ଚାକିରି କେବଳ ଏକ କର୍ମସଂସ୍ଥାନ ବା ଆର୍ଥିକ ସୁରକ୍ଷାର ମାଧ୍ୟମ ନୁହେଁ, ବରଂ ଏହା ରାଜ୍ୟ ଓ ସମାଜ ପ୍ରତି ନିଜର ଦାୟିତ୍ୱ ନିର୍ବାହ କରିବାର ଏକ ପବିତ୍ର ଅବସର । ଆଜି ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା...

Read more

ବେଦାନ୍ତ କରିବ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା

ଭୁବନେଶ୍ୱର: ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡ଼ିଶାରେ ପ୍ରସ୍ତାବିତ ୧ ଲକ୍ଷ କୋଟି ଟଙ୍କାର ଆଲୁମିନିୟମ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶାରେ ବେଦାନ୍ତର ବିଭିନ୍ନ...

Read more

ପୃଥ୍ୱୀରାଜଙ୍କ ରଚିତ ‘ଉଠିବକି ଜାତିର କଙ୍କାଳ’ କବିତା ସଂକଳନ ଉନ୍ମୋଚିତ

ଭୁବନେଶ୍ୱର: ଓଡ଼ିଆ ଭାଷାକୁ ଜ୍ଞାନ, ଦକ୍ଷତା, ନବସୃଜନ ଓ ସୁଯୋଗର ଭାଷା ଭାବେ ବିକଶିତ କରିବା ପାଇଁ ସମସ୍ତଙ୍କ ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। କେବଳ ଓଡ଼ିଆ କହିବା ନୁହେଁ, ଏହି ଭାଷାରେ...

Read more

୨୭ ଲକ୍ଷ ୫୦ ହଜାର ଭୋଟର ସଫା

ଭୁବନେଶ୍ୱର: ଭାରତର ନିର୍ବାଚନ କମିସନଙ୍କ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ(ଏସଆଇଆର)ରେ ହୋଇଥିବା କାରସାଦି ଆଉ ଲୁଚି ନାହିଁ । ଦେଶର ୧୩ କୋଟି ଭୋଟରଙ୍କ ଅଧିକାର ଛଡ଼ାଇ ନିଆଯାଇଥିବାର ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି । ଯେଉଁଥିରେ ଅଛନ୍ତି ଓଡ଼ିଶାର ୨୭ ଲକ୍ଷ...

Read more

‘ଜ୍ଞାନେଶ ହଟାଓ’ ଅଭିଯାନରେ ନବୀନ

'ଏସଆଇଆରର ପୁନଃସମୀକ୍ଷା ହେଉ' ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ "ଭୋଟ ଚୋରି"' କେଳେଙ୍କାରୀକୁ ନେଇ ସାରା ଦେଶ ହୁଲସ୍ତୁଲ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାଙ୍କୁ 'ଦେଶଦ୍ରୋହୀ' ଆଖ୍ୟା ଦେଇ ଇସ୍ତଫା ଦାବି କରିଛନ୍ତି ।...

Read more
Page 1 of 1005 1 2 … 1,005