Our Correspondent

ଆଳ କରି ପଳେଇଲେ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ଭଳି ସଙ୍ଗୀନ ପ୍ରସଙ୍ଗରେ ସରକାରଙ୍କ ହୋସ୍‍ ଉଡୁଥିଲା ବିଧାନସଭାରେ । ଗୃହକୁ ବନ୍ଦ କରି ଖସିଯିବାକୁ ବାଟ ଖୋଜୁଥିଲେ । ଆଉ ଏତିକି ବେଳେ ନବ ଦାସ ବିଜେଡ଼ିବାଲାଙ୍କୁ ବାଟ ଦେଖାଇଲେ ।...

Read more

ନବଙ୍କ ଉପରୁ ସସ୍‍ପେଣ୍ଡ ଉଠିବ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କଂଗ୍ରେସ ବିଧାୟକ ନବ ଦାସଙ୍କ ଉପରୁ ବୁଧବାର ଉଠିବ ସସ୍‍ପେଣ୍ଡ ଆଦେଶ । ଶାସକ ଦଳ ପାଇଁ ଏହା ବୁମେରାଂ ହେବାକୁ ଯାଉଥିବାରୁ ସସ୍‍ପେଣ୍ଡ ନିଷ୍ପତିର ପୁର୍ନବିଚାର ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଶାସକ ଦଳର ମନୋଭାବ...

Read more

ଭୁବନେଶ୍ୱର ନୁହେଁ, ରାଉରକେଲା !

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଦେଶର ସ୍ମାର୍ଟ ସିଟି ପ୍ରଥମ ତାଲିକାରେ ଓଡ଼ିଶାରୁ  ସ୍ଥାନ ପାଇବ ରାଉରକେଲା । ଆରମ୍ଭରୁ ଭୁବନେଶ୍ୱରକୁ ନେଇ ତୁମ୍ବିତୋଫାନ ଚାଲିଥିବା ବେଳେ ରାଉରକେଲା ତାକୁ ପଛରେ ପକାଇ ବାଜି ମାରିନେବ । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ...

Read more

ବିଧାନସଭାରେ ବସିଛି ମାଛହାଟ !

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମାଛହାଟରେ ଯେମିତି ଲୋକଙ୍କ କିଚିରି ମିଚିରି ଚାଲେ, ଆମ ପବିତ୍ର ବିଧାନସଭାର ସେଇ ଅବସ୍ଥା ହୋଇଛି । ଟିଭି ଲାଇଭ୍‍ କାଷ୍ଟ୍‍ ଯୋଗୁଁ ପ୍ରଶ୍ନକାଳରେ ମନଧ୍ୟାନ ଦେଇ ମନ୍ତ୍ରୀ, ବିଧାୟକମାନେ ବସୁଥିବା ବେଳେ ଶୂନ୍ୟକାଳ ବେଳକୁ ବସୁଛି ମାଛହାଟ...

Read more

କଂଗ୍ରେସର ପୁରୁଣା ରୋଗ ଲେଉଟିଲା

ଭୁବନେଶ୍ୱର(ମିଡ଼-ଡ଼େ ଓଡ଼ିଶା): କଂଗ୍ରେସର ପୁରୁଣା ରୋଗ ଲେଉଟିଛି । "ମୁଁ ନୁହେଁ ଆମେ' ର ସ୍ଲୋଗାନ୍‍ ଦେଉଥିବା ପ୍ରସାଦ ହରିଚନ୍ଦନଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଭକ୍ତ ଦାସ । ଦଳର କଳାହାଣ୍ଡି ଜିଲ୍ଲା ସଭାପତି ନିର୍ବାଚନରେ ତାଙ୍କୁ ଅଣଦେଖା କରାଯାଇଥିବାରୁ ଭକ୍ତ...

Read more

ବିଜେଡ଼ିର ପୋଲାଭରମ୍‍ ନାଟକବାଜି

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା) ପୋଲାଭରମ୍‍ ପ୍ରକଳ୍ପ ବିରୋଧରେ ଗର୍ଜନ ଛାଡ଼ି ରାଜ୍ୟବାସୀଙ୍କୁ ଭକୁଆ ବନେଇବାକୁ ଚେଷ୍ଟା କରୁଛି ବିଜୁ ଜନତା ଦଳ । ଖାଲି ସେତିକି ନୁହେଁ ରାଜ୍ୟର ସ୍ୱାର୍ଥ କଥା କହି ହୀନ ରାଜନୀତି କରିବାକୁ ବି ପଛାଉ ନାହିଁ ।...

Read more

ମରୁଡ଼ି ଛାଡ଼ି ମହାପାତ୍ର ଯିବେ ମଉଜରେ

ଭୁବନେଶ୍ୱର() ଇତିହାସରେ ପଢ଼ିଛୁ ରୋମ୍ ଜଳୁଥିବା ବେଳେ ବଂଶୀ ବଜାଇ ଗମାତ୍ କରୁଥିଲେ ସମ୍ରାଟ୍ ନୀରୋ । ଆଉ ଇତିହାସର ଏହି ଅଧ୍ୟାୟ କାର୍ବନ୍ କପି କରିବାକୁ ଯାଉଛନ୍ତି ଆମ ରାଜ୍ୟ ସରକାରଙ୍କ ଏସଆରସି ବା ସ୍ୱତନ୍ତ୍ର ରିଲିଫ୍ କମିଶନର ବାବୁ...

Read more
Page 1021 of 1021 1 … 1,020 1,021