ଭୁବନେଶ୍ୱର: ରାଜ୍ୟ ବିଜେପିର ମୁଖପାତ୍ର, ପ୍ୟାନେଲିଷ୍ଟ ଏବଂ ମିଡିଆ ସଂଯୋଜକଙ୍କ ନାମ ତାଲିକା ଘୋଷଣା ହୋଇଛି । ରାଜ୍ୟ ସଭାପତି ମନମୋହନ ସାମଲ ଏହାକୁ ଅନୁମୋଦନ କରିଛନ୍ତି । ତାଲିକାରେ ୧୯ ଜଣ ମୁଖପାତ୍ର, ୧୨ ଜଣ ପ୍ୟାନେଲିଷ୍ଟ ଅଛନ୍ତି ।
ମୁଖପାତ୍ର
୧. ସଜ୍ଜନ ଶର୍ମା
୨. ସୁଦୀପ୍ତ ରାୟ
୩. ପୀତାମ୍ବର ଆଚାର୍ଯ୍ୟ
୪. ବଳଭଦ୍ର ମାଝୀ
୫. ନବଚରଣ ମାଝୀ (ବିଧାୟକ)
୬. ଡ.ମୁକେଶ ମହାଲିଙ୍ଗ (ବିଧାୟକ)
୭. ରମାରଞ୍ଜନ ବଳିୟାରସିଂହ
୮. ପ୍ରଦୀପ ପୁରୋହିତ
୯. ସତ୍ୟବ୍ରତ ପଣ୍ଡା
୧୦. ଦିଲୀପ ମହାନ୍ତି
୧୧. ଶ୍ରୀମତୀ ଉର୍ମିଳା ମହାପାତ୍ର
୧୨. ଦିଲୀପ ମଲ୍ଲିକ
୧୩. ଧୀରେନ ସେନାପତି
୧୪. ଜ୍ଞାନଦେବ ବେହୁରା
୧୫. ରାଜେନ୍ଦ୍ର ପଣ୍ଡା
୧୬. ତେଜେଶ୍ୱର ପରିଡା
୧୭. ମନୋଜ ମହାପାତ୍ର
୧୮. ଶ୍ରୀମତୀ ସୋନାଲୀ ସାହୁ
୧୯. ଅନିଲ ବିଶ୍ୱାଳ
ପ୍ୟାନେଲିଷ୍ଟ
୧. ସ୍ୱାଧୀନ ଶତପଥୀ
୨. ଲକ୍ଷ୍ମଣ ପଣ୍ଡା
୩. କବି ବିଷ୍ଣୁ ଶତପଥୀ
୪. ପ୍ରକାଶ ରଥ
୫. ହିତେଶ ମହାପାତ୍ର
୬. ପତଞ୍ଜଳୀ କରଶର୍ମା
୭. ମାନସ ରଞ୍ଜନ ବକ୍ସି
୮. ବିଭୁପଦ ଦାସ
୯. ବ୍ରଜକିଶୋର ମିଶ୍ର
୧୦. ସରୋଜ ସାମଲ
୧୧. ଶ୍ରୀମତୀ ଶତରୂପା ମିଶ୍ର
୧୨. ବିରଜା ମିଶ୍ର
ରାଜ୍ୟ ଗଣମାଧ୍ୟମ ସଂଯୋଜକ
ସୁଜିତ କୁମାର ଦାସ