ଭୁବନେଶ୍ୱର: ବିଜେଡି ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ରଙ୍କୁ ମିଳିଛି ଶ୍ରେଷ୍ଠ ସାଂସଦ ପୁରସ୍କାର । ଲୋକମତ ପାର୍ଲାମେଣ୍ଟାରି ପୁରସ୍କାର ୨୦୨୩ର ଶ୍ରେଷ୍ଠ ସାଂସଦ ଭାବେ ସସ୍ମିତ୍ ଏବଂ କଂଗ୍ରେସ ଲୋକସଭା ସାଂସଦ ଶଶୀ ଥରୁରଙ୍କୁ ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ କରାଯାଇଛି ।





MiddayOdisha fills a gap in local media for the numerous speakers living and visiting Odisha and outside Odisha.
© 2020-2022 MIDDAY ODISHA