Sunday, June 28, 2026 03:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଦିନିଆ ରଥଯାତ୍ରା କଲେ ଇସ୍କନକୁ ଓଡିଶା ଛାଡିବାକୁ ପଡିବ : କଳିଙ୍ଗ ସେନା

by Our Correspondent
01 Nov, 2024- 11:32 PM
in Latest News, News
1 min read
0
ଅଦିନିଆ ରଥଯାତ୍ରା କଲେ ଇସ୍କନକୁ ଓଡିଶା ଛାଡିବାକୁ ପଡିବ : କଳିଙ୍ଗ ସେନା

ଭୁବନେଶ୍ୱର : ଅଦିନିଆ ରଥଯାତ୍ରା ଆୟୋଜନର ଘୋଷଣା କରି ଇସ୍କନ ସଂସ୍ଥା ଯେଭଳି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଉପହାସ କରୁଛି ତାହାକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ । ଆବଶ୍ୟକ ପଡିଲେ ଓଡିଶାରେ ଥିବା ଇସ୍କନ ସଂସ୍ଥାରେ ତାଲା ପକାଇ ଦିଆଯିବ ବୋଲି ଚେନାବନୀ ଦେଇଛନ୍ତି କଳିଙ୍ଗସେନା ସୁପ୍ରିମୋ ହେମନ୍ତ ରଥ ।

ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଶ୍ରୀ ରଥ ଆଜି ସ୍ଥାନୀୟ ଇସ୍କନ ମନ୍ଦିର ସମ୍ମୁଖରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଇସ୍କନ କର୍ତ୍ତୃପକ୍ଷ ଜାଣିଶୁଣି ଏଭଳି କରୁଛନ୍ତି । ପୂର୍ବରୁ ଏଭଳି ପଦକ୍ଷେପ ନେଇ ପ୍ରବଳ ବିରୋଧ ପରେ ସେଥିରୁ ଓହରିଥିଲେ । ହେଲେ ପୁଣିଥରେ ସେମାନଙ୍କର ପୁରୁଣା ରୋଗ ବାହାରିଛି । ତେଣୁ ଏଥର ଯଦି ଇସ୍କନ କୌଣସି ସ୍ଥାନରେ ଅଦିନରେ ରଥଯାତ୍ରା କରିଥିବା ପ୍ରମାଣ ମିଳିବ ତେବେ ଇସ୍କନର ସମସ୍ତଙ୍କୁ ଓଡିଶା ଛାଡିବାକୁ ପଡିବ । କାରଣ ଜଗନ୍ନାଥ ମାଟିରେ ରହି ଜଗନ୍ନାଥଙ୍କୁ ଅପମାନିତ କରିବାକୁ କୌଣସି ସ୍ତରରେ ବରଦାସ୍ତ କରାଯିବ ନାହିଁ ।

ନିଜକୁ ଜଗନ୍ନାଥପ୍ରେମୀ କହୁଥିବା ଇସ୍କନ କର୍ମକର୍ତ୍ତା ମନ ଭିତରେ ବାସ୍ତବରେ ଯେ ଜଗନ୍ନାଥ କିମ୍ବା ଜଗନ୍ନାଥ ସଂସ୍କୃତି ପ୍ରତି କୌଣସି ସମ୍ମାନ ନାହିଁ ତାହା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ତେଣୁ ଏଭଳି ଜଗନ୍ନାଥ ଓ ସନାତନ ବିରୋଧିମାନଙ୍କର ସ୍ଥାନ ଜଗନ୍ନାଥଙ୍କ ମାଟିରେ ନାହିଁ । ତୁରନ୍ତ ଇସ୍କନ କର୍ତ୍ତୃପକ୍ଷ ରଥଯାତ୍ରା ନିଷ୍ପତ୍ତିରୁ ଓହରିବା ସହିତ ଜଗନ୍ନାଥପ୍ରେମୀଙ୍କ ସମ୍ମୁଖରେ କ୍ଷମା ମାଗିବାକୁ ଶ୍ରୀ ରଥ ପରାମର୍ଶ ଦେଇଛନ୍ତି । ଏହା ନହେଲେ ଆଗାମୀ ଦିନରେ ଇସ୍କନ କର୍ମକର୍ତ୍ତାଙ୍କୁ ପ୍ରବଳ ବିରୋଧ କରାଯିବ ବୋଲି ସେ କହିଛନ୍ତି ।

Previous Post

ପୋସ୍କୋ ଫେରୁଛି: କେନ୍ଦୁଝରରେ ହେବ ଷ୍ଟିଲ୍ ପ୍ଲାଣ୍ଟ

Next Post

ଅଭାବୀ ପେଟକୁ ଆମ୍ବଟାକୁଆ !

Next Post
ଅଭାବୀ ପେଟକୁ ଆମ୍ବଟାକୁଆ !

ଅଭାବୀ ପେଟକୁ ଆମ୍ବଟାକୁଆ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA