Tuesday, June 23, 2026 11:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାତପଡ଼ା-ଜହ୍ନିକୁଦ ସେତୁ ନିର୍ମାଣ ପାଇଁ ତତ୍ପରତା

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସମ୍ବିତ, ଟେଲିଫୋନରେ କଥା ହେଲେ ଉପାସନା

by Our Correspondent
21 Dec, 2024- 08:54 PM
in Latest News, News
1 min read
0
ସାତପଡ଼ା-ଜହ୍ନିକୁଦ ସେତୁ ନିର୍ମାଣ ପାଇଁ ତତ୍ପରତା

ଭୁବନେଶ୍ୱର: ସାତପଡ଼ାରୁ ଜହ୍ନିକୁଦ ପର୍ଯ୍ୟନ୍ତ ଚିଲିକା ଉପରେ ପ୍ରସ୍ତାବିତ ସିଗ୍ନେଚର ବ୍ରିଜ୍ ନିର୍ମାଣ ପାଇଁ ତତ୍ପରତା ପ୍ରକାଶ ପାଇଛି । ଜନସାଧାରଣଙ୍କ ଯାତାୟତ ସମସ୍ୟାକୁ ଦୃଷ୍ଟିରେ ରଖି ଏହାର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ଆରମ୍ଭ କରିବାକୁ ସ୍ଥାନୀୟ ସାଂସଦ ସମ୍ବିତ ପାତ୍ର ଏବଂ ବିଧାୟିକା ଉପାସନା ମହାପାତ୍ର ଅଣ୍ଟା ଭିଡ଼ିଛନ୍ତି । ଏଥିପାଇଁ ଆବଶ୍ୟକୀୟ ପରିବେଶ ମଂଜୁରୀ ସଂକ୍ରାନ୍ତରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଆଜି ତାଙ୍କ ବାସଭବନରେ ଭେଟି ସାଂସଦ ଶ୍ରୀ ପାତ୍ର ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ବିଧାୟିକା ଶ୍ରୀମତୀ ମହାପାତ୍ର ତାଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଥିଲେ ।

ସାଂସଦ ଶ୍ରୀ ପାତ୍ର କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବିତ ପ୍ରକଳ୍ପ ନିମନ୍ତେ ଆଲାଏନମେଣ୍ଟ ଆପ୍ରୁଭାଲ୍ କମିଟି(ଏଏସି) ମଂଜୁର ଚିଠି ସାଂସଦଙ୍କୁ ହସ୍ତାନ୍ତର କରିଥିଲେ । ସାଂସଦ ଶ୍ରୀ ପାତ୍ର ସୋସିଆଲ୍ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାକୁ ପରିବ୍ୟାପ୍ତ ହୋଇଛି ଚିଲିକା ହ୍ରଦ । ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକ୍ ର ସାତପଡ଼ାଠାରୁ କୃଷ୍ଣପ୍ରସାଦ ବ୍ଲକ୍ ର ଜହ୍ନିକୁଦ ମଧ୍ୟରେ ଯାତାୟତ ପାଇଁ ସ୍ଥଳପଥ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚିଲିକା ହ୍ରଦ ଉପରେ ବିପଦସଙ୍କୁଳ ଭସା ପୋଲ ଉପରେ ସେମାନେ ନିର୍ଭରଶୀଳ ହୋଇ ରହିଛନ୍ତି । ସାତପଡ଼ାରୁ ଜହ୍ନିକୁଦା ଯାତାୟତ ପାଇଁ ଏକ ସ୍ଥାୟୀ ପୋଲ ନିର୍ମାଣ ସ୍ଥାନୀୟ ଅଞ୍ଚଳବାସୀଙ୍କର ଏକ ପୁରୁଣା ଦାବି ।

ଗତ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସଡ଼କ ଯୋଗାଯୋଗ ମନ୍ତ୍ରୀ ଶ୍ରୀ ଗଡ଼କରୀ ଏହି ପ୍ରକଳ୍ପକୁ ଅନୁମୋଦନ ଦେଇଥିଲେ । ଇତିମଧ୍ୟରେ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ ସରିଯାଇଛି । ତେବେ ପରିବେଶ ମଂଜୁରୀ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ଶେଷ କରାଯାଇ ପ୍ରକଳ୍ପ କିଭଳି ଶୀଘ୍ର କାର୍ଯ୍ୟକାରୀ କରାଯାଇପାରିବ ସେଥିପାଇଁ ସାଂସଦ ଶ୍ରୀ ପାତ୍ର ଏବଂ ବିଧାୟିକା ଶ୍ରୀମତୀ ମହାପାତ୍ର କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।

ସାତପଡ଼ାରୁ ଜହ୍ନିକୁଦ ସମୁଦାୟ ୭.୬୫ କିଲୋମିଟର ରାସ୍ତା ଓ ପୋଲ ଭାରତମାଳା ପ୍ରକଳ୍ପରେ ହେବ । ଏଥିପାଇଁ ୩୯୭ କୋଟିର ବଜେଟ୍ ପ୍ରସ୍ତୁତ ହୋଇଛି ।

Previous Post

ସୋଆରେ ପ୍ୟାରିସ୍ ଅଲମ୍ପିକସ ହକି ତାରକା

Next Post

ଆରପାରିରେ ସମସ୍ତଙ୍କର ପ୍ରିୟ ବାଦଲ ଭାଇ

Next Post
ଆରପାରିରେ ସମସ୍ତଙ୍କର ପ୍ରିୟ ବାଦଲ ଭାଇ

ଆରପାରିରେ ସମସ୍ତଙ୍କର ପ୍ରିୟ ବାଦଲ ଭାଇ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA