Tuesday, June 23, 2026 04:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ଡାକ୍ତରୀ ଶିକ୍ଷା ନେଇ ଦୁଇଟି ପୁସ୍ତକ ଉନ୍ମୋଚିତ

by Our Correspondent
28 Jan, 2025- 09:39 PM
in Latest News, News
1 min read
0
ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ଡାକ୍ତରୀ ଶିକ୍ଷା ନେଇ ଦୁଇଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଡାକ୍ତରୀ ଛାତ୍ରଛାତ୍ରୀ ଓ ଇନ୍ଟର୍ଣ୍ଣମାନଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟ ନେଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଆନାଟୋମୀ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଶିଶିର କୁମାର ଏବଂ ଅନ୍ୟାନ୍ୟ ଫ୍ୟାକଲ୍ଟି ମେମ୍ବର୍ସଙ୍କ ଦ୍ୱାରା ରଚିତ ଡାକ୍ତରୀ ଶିକ୍ଷା ସମ୍ପର୍କିତ ଦୁଇଟି ପୁସ୍ତକ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।

ପ୍ରଫେସର (ଡକ୍ଟର) କୁମାର ଏବଂ ତାଙ୍କ ଟିମ୍ ଦ୍ୱାରା ରଚିତ ଦୁଇଟି ପୁସ୍ତକ ହେଉଛି ‘ଏ ଲଗ୍ବୁକ୍ ୱିଥ୍ ଏକ୍ସପେକ୍ଟେସନ୍ସ: ଅଲ୍ଟିମେଟ୍ ଗାଇଡ୍ ଟୁ ମେଡିକାଲ୍ ଇନଟର୍ଣ୍ଣ’ ଏବଂ ‘ଅଣ୍ଡରଷ୍ଟାଣ୍ଡିଙ୍ଗ୍ ଦ ଏସେନ୍ସ ଅଫ୍ ମେଡିକାଲ୍ ଏଜୁକେସନ୍’ ।

‘ଏ ଲଗ୍ବୁକ୍ ୱିଥ୍ ଏକ୍ସପେକ୍ଟେସନ୍ସ: ଅଲ୍ଟିମେଟ୍ ଗାଇଡ୍ ଟୁ ମେଡିକାଲ୍ ଇନଟର୍ଣ୍ଣ’ ପୁସ୍ତକଟି ସ୍ୱତନ୍ତ୍ର ଭାବେ ଡାକ୍ତରୀ ଇନ୍ଟର୍ଣ୍ଣଙ୍କ ପାଇଁ ଲେଖାଯାଇଥିବା ବେଳେ ସେମାନଙ୍କୁ ଖୁବ୍ ସହାୟକ ହେବ ବୋଲି ପ୍ରଫେସର କୁମାର କହିଛନ୍ତି । ଡାକ୍ତରୀ ଛାତ୍ରରୁ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଏବଂ ନୈତିକତା ରକ୍ଷା କରି ସ୍ୱଚ୍ଛ ମନରେ ରୋଗୀସେବା କରିବା ଦିଗରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି ।

ଦ୍ୱିତୀୟ ପୁସ୍ତକ ‘ଅଣ୍ଡରଷ୍ଟାଣ୍ଡିଙ୍ଗ୍ ଦ ଏସେନ୍ସ ଅଫ୍ ମେଡିକାଲ୍ ଏଜୁକେସନ୍’ ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟ କରିବା ଦିଗରେ ଖୁବ୍ ସାହାଯ୍ୟ କରିବ ବୋଲି ପ୍ରଫେସର କୁମାର ଆଶା ରଖିଛନ୍ତି ।

ଏହି ପୁସ୍ତକ ଉନ୍ମୋଚନ ସମୟରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୩ ଶିତଳାପଲ୍ଲୀ କ୍ୟାମ୍ପସର ନିର୍ଦ୍ଦେଶକ ଦେବପ୍ରସାଦ ଦାସ ଉପସ୍ଥିତ ଥିଲେ ।

ପ୍ରଫେସର (ଡାକ୍ତର) କୁମାରଙ୍କ ସହିତ ଡାକ୍ତର ହର୍ମିତ କୌର, ଡାକ୍ତର ସିତାଂଶୁ କୁମାର ପଣ୍ଡା, ଡାକ୍ତର ବିଶ୍ୱ ଭୂଷଣ ମହାନ୍ତି, ଡାକ୍ତର ସୌର୍ଯ୍ୟ ରଞ୍ଜନ ଦାସ, ଡାକ୍ତର ପ୍ରତୀମା ବୈଶାଖ, ଡାକ୍ତର ବି. ଶାନ୍ତା କୁମାରୀ, ଡାକ୍ତର ସ୍ୱାଗତିକା ପ୍ରଧାନ, ଡାକ୍ତର ଲୋପାମୁଦ୍ରା ନାୟକ, ଡାକ୍ତର ସୁଜାତା ପ୍ରଧାନ, ଡାକ୍ତର ଅରୁନ୍ଧତି କର, ଡାକ୍ତର ଧୀରେନ୍ କୁମାର ପଣ୍ଡା, ଡାକ୍ତର ସିସ୍ତୁ ଶ୍ରୀ ବିଦ୍ୟା ଏବଂ ଡାକ୍ତର ବନୀତା ପଟେଲ୍ ଏହି ପୁସ୍ତକ ରଚନାରେ ସାମିଲ ଅଛନ୍ତି ।

ଦୁଇଟି ଯାକ ପୁସ୍ତକ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଆନାଟୋମୀ ବିଭାଗରେ ଉପଲବ୍ଧ ।

 

Previous Post

ଉତ୍କର୍ଷ ଓଡ଼ିଶା କନକ୍ଲେଭ୍: ସୋଆ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ

Next Post

ମହିଳା ଉଦ୍ୟୋଗୀମାନଙ୍କ ଆଲୋଚନାଚକ୍ରରେ ମୁଖ୍ୟମନ୍ତ୍ରୀ

Next Post
ମହିଳା ଉଦ୍ୟୋଗୀମାନଙ୍କ ଆଲୋଚନାଚକ୍ରରେ ମୁଖ୍ୟମନ୍ତ୍ରୀ

ମହିଳା ଉଦ୍ୟୋଗୀମାନଙ୍କ ଆଲୋଚନାଚକ୍ରରେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA