Sunday, November 15, 2026 04:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରୟାଲ୍ ଏନଫିଲ୍ଡ ବୁଲେଟ୍ ବାଇକ୍‌ ରାଇଡ୍‌

ତୃପ୍ତି ଅଟୋୱାଲ୍ଡ ରୟାଲ୍ ଏନଫିଲ୍ଡ ତରଫରୁ ଏକ 'ରାଇଡ ଫର୍ ଏ କଜ୍'

by Our Correspondent
23 Mar, 2025- 09:00 PM
in News
1 min read
0
ରୟାଲ୍ ଏନଫିଲ୍ଡ ବୁଲେଟ୍ ବାଇକ୍‌ ରାଇଡ୍‌

ଭୁବନେଶ୍ୱର: ଭାରତ ମାତାଙ୍କ ପରମ ସନ୍ତାନ ଶହୀଦ ଭଗତ ସିଂହ, ଶହୀଦ ସୁଖଦେବ ଏବଂ ଶହୀଦ ରାଜଗୁରୁଙ୍କ ନିବିଡ଼ ସ୍ମୃତିରେ ତୃପ୍ତି ଅଟୋୱାଲ୍ଡ ରୟାଲ୍ ଏନଫିଲ୍ଡ ତରଫରୁ ଏକ ‘ରାଇଡ ଫର୍ ଏ କଜ୍’ ଆୟୋଜିତ ହୋଇଥିଲା। ଏହି ବୈଶିଷ୍ଟ୍ୟପୂର୍ଣ୍ଣ ରୟାଲ୍ ଏନଫିଲ୍ଡ ବୁଲେଟ୍ ବାଇକ୍ ଯାତ୍ରାରେ ଅନୁମାନିତ ୫୦ ଜଣ ରାଇଡର୍‌ ଅଂଶଗ୍ରହଣ କରିଥିଲେ ଏବଂ ଦେଶପ୍ରେମ ଏବଂ ଶହୀଦମାନଙ୍କ ପ୍ରତି ସମ୍ମାନ ଜଣାଇଥିଲେ।

ଏହି ଯାତ୍ରା ତୃପ୍ତି ଅଟୋୱାଲ୍ଡ ରୟାଲ୍ ଏନଫିଲ୍ଡ ପାତ୍ରପଡା, ଭୁବନେଶ୍ୱରରୁ ଆରମ୍ଭ ହୋଇ ଭୁବନେଶ୍ୱରର ୟୁନିଟ୍-୩ ଶ୍ରୀରାମ ମନ୍ଦିର, ଯାଏଁ ଅନୁଷ୍ଠିତ ହୋଇଥିଲା। ଯାତ୍ରାରେ ଅଂଶଗ୍ରହଣ କରୁଥିବା ରାଇଡର୍‌ମାନେ ଜାତୀୟ ଆନ୍ଦୋଳନରେ ଏହି ତିନି ଯୁବ ଅଗ୍ରଣୀଙ୍କ ସଂଘର୍ଷ ଏବଂ ବଳିଦାନକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଶ୍ରୀରାମ ମନ୍ଦିରରେ ପହଞ୍ଚି ବୁଲେଟ୍ ରାଇଡର୍‌ମାନେ ଦୀପ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  ଅନେକ ରାଇଡର୍‌ମାନେ ଏହି ଅବସରରେ ମତ ପ୍ରକାଶ କରି ଶହୀଦ ଭଗତ ସିଂହ, ଶହୀଦ ସୁଖଦେବ ଏବଂ ଶହୀଦ ରାଜଗୁରୁଙ୍କ ବଳିଦାନ ଭାରତୀୟ ଯୁବପିଢି ପାଇଁ ଏକ ପ୍ରେରଣା ସ୍ରୋତ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ କମର୍ସ ମେରିଟ୍ ଏକାଡେମୀ ର ଶିକ୍ଷକ ଓ ଛାତ୍ର ଛାତ୍ରୀ ଏବଂ ଯୁବ ସଂକଳ୍ପ ଫାଉଣ୍ଡେସନ ର ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ ।

ଏହି ଆୟୋଜନର ଉଦ୍ଦେଶ୍ୟ ହେଉଛି ଯୁବ ସମାଜ ମଧ୍ୟରେ ଦେଶପ୍ରେମ ଏବଂ ଦେଶ ସେବାର ଭାବନା ଜାଗୃତ କରିବା। ଏହି ‘ରାଇଡ ଫର୍ ଏ କଜ୍’ କେବଳ ଏକ ବୁଲେଟ୍ ବାଇକ୍ ରାଲି ନୁହେଁ, ବରଂ ଏକ ଦେଶପ୍ରେମୀ ଆନ୍ଦୋଳନ ଯେଉଁଥିରେ ଯୁବ ଉତ୍ସାହ ଶହୀଦମାନଙ୍କ ସ୍ମୃତି ସହିତ ଏକତ୍ରିତ ହୋଇଥିଲା। ତୃପ୍ତି ଅଟୋୱାଲ୍ଡ ପକ୍ଷରୁ ଏହି ପ୍ରୟାସ ପ୍ରତିବର୍ଷ କରିବାକୁ ମନସ୍କାମନା ବ୍ୟକ୍ତ କରିଥିଲେ ତୃପ୍ତି ଅଟୋୱାଲ୍ଡ ରୟାଲ୍ ଏନଫିଲ୍ଡର ପରିଚାଳନା ନିର୍ଦ୍ଦେଶକ ରୁଦ୍ର ନାରାୟଣ ସାମନ୍ତରାୟ ।

ଏହି କାର୍ଯ୍ୟକ୍ରମ ଅନେକ ଯୁବ ମନକୁ ପ୍ରଭାବିତ କରି ଦେଶପ୍ରେମର ଆତ୍ମବୋଧ ଜାଗୃତ କରିଥିଲା। ଭୁବନେଶ୍ୱରର ରାସ୍ତାରେ ଏହି ବୃହତ୍ ରାଲି ଦେଖି ଅନେକ ଲୋକ ଉତ୍ସାହ ଏବଂ ସମର୍ଥନ ଜଣାଇଥିଲେ। ଶହୀଦମାନଙ୍କ ପ୍ରତି ଏହି ସମ୍ମାନ ଏବଂ ଦେଶପ୍ରେମର ଏହି ଉତ୍ସବ ଆଗାମୀ ବର୍ଷଗୁଡ଼ିକରେ ଆଉ ଅଧିକ ଜୋରଦାର ଭାବେ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । 

Previous Post

ତୋଇ ଓହୋମାଇ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି ଓ କିଟ୍‍ ମଧ୍ୟରେ ବୁଝାମଣା

Next Post

ଆଚାର୍ଯ୍ୟ ବିହାର ମହିଳା ସମିତି ଓ ମଣିପାଲ ହସ୍ପିଟାଲର ମିଳିତ ସହଯୋଗରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

Next Post
ଆଚାର୍ଯ୍ୟ ବିହାର ମହିଳା ସମିତି ଓ ମଣିପାଲ ହସ୍ପିଟାଲର ମିଳିତ ସହଯୋଗରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

ଆଚାର୍ଯ୍ୟ ବିହାର ମହିଳା ସମିତି ଓ ମଣିପାଲ ହସ୍ପିଟାଲର ମିଳିତ ସହଯୋଗରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA