Sunday, May 24, 2026 07:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନୂଆପଡା ନିର୍ବାଚନ ଇସ୍ତାହାର ଉନ୍ମୋଚିତ

by Our Correspondent
06 Nov, 2025- 11:49 PM
in Latest News, News, Politics
1 min read
0
ନୂଆପଡା ନିର୍ବାଚନ ଇସ୍ତାହାର ଉନ୍ମୋଚିତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପରିପେକ୍ଷୀରେ ଆଜି ନୂଆପଡାଠାରେ କଂଗ୍ରେସ ଇସ୍ତାହାର ଦଳର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଅନୁଷ୍ଠାନିକ ଭାବେ ଉନ୍ମୋଚନ ହୋଇ ଥିବାବେଳେ ଭୁବନେଶ୍ୱର କଂଗ୍ରେସ ଭବନଠାରେ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ଦଳର ବରିଷ୍ଠ ନେତୃବୃନ୍ଦ ଉନ୍ମୋଚିତ କରିଥିଲେ ।

ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଦଳର ବରିଷ୍ଟ ନେତୃବୃନ୍ଦ ପୂର୍ବତନ ମନ୍ତ୍ରୀ ଶରତ ରାଉତ, ଶିବାନନ୍ଦ ରାୟ, ସମୀର ରାଉତରାୟ, ସୁଜିତ ପାଢ଼ୀ, ଜୟଶ୍ରୀ ପଟ୍ଟନାୟକ ଏବଂ ମୁଖପାତ୍ର ମନୀଷା ଦାସ ପଟ୍ଟନାୟକ ଯୋଗ ଦେଇ ଇସ୍ତାହାରର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।

ପୂର୍ବତନ ମନ୍ତ୍ରୀ ଶ୍ରୀ ରାଉତ କହିଲେ, କଂଗ୍ରେସ ସମୟରେ ନୂଆପଡାରେ ଯେଉଁ ବିକାଶମୂଳକ କାର୍ଯ୍ୟ ହୋଇଥିଲା ତାହାର ବିବରଣୀ ଇସ୍ତାହାରରେ ଦିଆଯାଇଛି । ଜଳସେଚନ ନିମନ୍ତେ ବୃହତ ଜଳଭଣ୍ଡାର ନିର୍ମାଣ, ଗମନା ଗମନ ନିମନ୍ତେ ଜାତୀୟ ତଥା ରାଜ୍ୟ ରାଜପଥ ନିର୍ମାଣ, ଶିକ୍ଷା ପାଇଁ ଦୁଇ ଗୋଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ତଥା ଚିକିତ୍ସା ପାଇଁ ବହୁମୁଖୀ ଡାକ୍ତରଖାନା ପ୍ରତିଷ୍ଠା ଏବଂ ଆଦିବାସୀଙ୍କ ନିମନ୍ତେ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ପ୍ରଦାନ ଇତ୍ୟାଦିର ଲମ୍ବା ତାଲିକା ଅଛି । ବିଜେଡି ସରକାର ୨୪ ବର୍ଷ ଶାସନରେ ରହିବା ସତ୍ୱେ ସେମିତି କିଛି ଆଖିଦୃଶିଆ ପ୍ରକଳ୍ପ ତିଆରି କରି ପାରିଲେ ନାହିଁ । ଏବଂ ବର୍ତମାନର ବିଜେପି ସରକାର ଆଦିବାସୀ ବିରୋଧୀ । ବିଭିନ୍ନ କାର୍ଯ୍ୟକ୍ରମ ସକାଶେ ଆସୁଥିବା ଅନୁଦାନକୁ କେନ୍ଦ୍ର ସରକାର କେବଳ କାଟିବାରେ ବ୍ୟସ୍ତ । ତେବେ ସରଳ ଭାଷାରେ କହିବାକୁ ଗଲେ କଂଗ୍ରେସ ଶାସନରୁ ଗଲା ପରେ ଅନ୍ୟ ସରକାର ନୂଆପଡାକୁ ସମ୍ପୂର୍ଣ ଅବହେଳିତ ଅବସ୍ଥାରେ ତ୍ୟାଗ କରି ଦେଇଛନ୍ତି । ଯାହାର ପରିଣାମ ସ୍ୱରୂପ ଆଜି ନୂଆପଡା ଏକ ନମ୍ବର ଦାଦନ ଜିଲ୍ଲା ହିସାବରେ ଅପଯଶ ମୁଣ୍ଡାଇବାକୁ ବାଧ୍ୟ ହୋଇଛି । ନୂଆପଡାକୁ ମୂଳତଃ ଜଳସେଚନ ଦରକାର କାରଣ ନୂଆପଡା ଏକ କୃଷିଭିତ୍ତିକ ଜିଲ୍ଲା ତା ସହିତ ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନା ଗମନ ବ୍ୟବସ୍ଥା ଦରକାରତା ଏହା ସହ ଆଦିବାସୀଙ୍କ ଉନ୍ନତି ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆବଶ୍ୟକତା ରହିଛି ।
ସବୁକୁ ବିଚାର କଲେ କଂଗ୍ରେସ ଓ ଘାସିରାମ ମାଝୀ କେବଳ ନୂଆପଡାର ଭାଗ୍ୟ ବଦଳାଇ ପାରିବେ ।

ସମସ୍ତ ନେତୃବୃନ୍ଦ, ସଂଗ୍ରାମୀ ଲଢୁଆ ମାଟିର ନେତା ଘାସିରାମ ମାଝୀଙ୍କୁ ଜୟଯୁକ୍ତ କରି ନୂଆପଡାର ବିକାଶ ଇତିହାସ ପୁନର୍ବାର ଲେଖନ୍ତୁ ବୋଲି ନୂଆପଡାବାସୀଙ୍କୁ ଆହ୍ୱାନ ଦେଇଥିଲେ ।

Previous Post

ନୂଆପଡ଼ା ଓ ଖରିଆର ରୋଡ୍ ରେ ରୋଡ୍ ସୋ କରିବେ ନବୀନ

Next Post

କେନ୍ଦ୍ରୀୟ ସଡକ ଭିତ୍ତିଭୂମି ପାଣ୍ଠିରୁ ଓଡିଶା ପାଇଁ ୧୦୦୦ କୋଟି

Next Post
କେନ୍ଦ୍ରୀୟ ସଡକ ଭିତ୍ତିଭୂମି ପାଣ୍ଠିରୁ ଓଡିଶା ପାଇଁ ୧୦୦୦ କୋଟି

କେନ୍ଦ୍ରୀୟ ସଡକ ଭିତ୍ତିଭୂମି ପାଣ୍ଠିରୁ ଓଡିଶା ପାଇଁ ୧୦୦୦ କୋଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA