Sunday, May 24, 2026 01:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିମ୍‍ସରେ ଓଡ଼ିଶାର ପ୍ରଥମ ଡିଜିଟାଲ୍ ପାଥୋଲୋଜି ସ୍କାନର୍‍

by Our Correspondent
27 Nov, 2025- 11:57 PM
in Health, Latest News, News
1 min read
0
କିମ୍‍ସରେ ଓଡ଼ିଶାର ପ୍ରଥମ ଡିଜିଟାଲ୍ ପାଥୋଲୋଜି ସ୍କାନର୍‍

ଭୁବନେଶ୍ୱର: ଦ୍ରୁତ ଓ ଠିକ୍ ରୋଗ ନିର୍ଣ୍ଣୟ ପାଇଁ କିମ୍‍ସରେ ଓଡ଼ିଶାର ପ୍ରଥମ ଅତ୍ୟାଧୁନିକ ଡିଜିଟାଲ୍ ପାଥୋଲୋଜି ସ୍କାନର କାର୍ଯ୍ୟ ଆରମ୍ଭ କରିଛି। କିମସ ପାଥୋଲୋଜି ବିଭାଗରେ ଅତ୍ୟାଧୁନିକ ଏସ୍‍ଜି୬୦ ଡିଜିଟାଲ୍ ପାଥୋଲୋଜି ସ୍କାନରକୁ କାର୍ଯ୍ୟକ୍ଷମ କରାଯାଇଛି। ଠିକ୍ ରୋଗ ନିଦାନ କ୍ଷେତ୍ରରେ ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି। କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ ଆଜି ଏହାକୁ ଉଦ୍‍ଘାଟନ କରିଥିଲେ। ଏହି ସ୍କାନର ସମସ୍ତ ପ୍ରକାର ରୋଗ ନିଦାନ ନିର୍ଭୁଲ ଭାବେ ନିର୍ଣ୍ଣୟ କରିପାରିବ। ଦ୍ରୁତ ଡିଜିଟାଇଜେସନ୍ ଓ ସ୍ୱୟଂଚାଳିତ ସ୍ଲାଇଡ୍ ବିଶ୍ଳେଷଣ ମାଧ୍ୟମରେ କର୍କଟ ଭଳି ଗୁରୁତର ରୋଗର ଚିହ୍ନଟ ପାଇଁ ସମୟ ହ୍ରାସ କରିବା ସହ ରୋଗୀଙ୍କ ପାଇଁ ଚିକିତ୍ସାକୁ ଆହୁରି ସରଳ ଓ ସୁଗମ କରିବ।

ଏଥିରେ କମ୍ପ୍ୟୁଟର ସ୍କ୍ରିନ୍ କିମ୍ବା ମୋବାଇଲ୍ ଡିଭାଇସରେ ଦେଖାଯାଇପାରୁଥିବା ଉଚ୍ଚ ରିଜୋଲ୍ୟୁସନ୍ ଡିଜିଟାଲ୍ ପ୍ରତିଛବି ଓ ସ୍କାନିଂ ଡିଭାଇସ୍ ସହିତ ଗ୍ଲାସ୍ ସ୍ଲାଇଡ୍ କ୍ୟାପଚର କରାଯିବା ସମୟରେ ଡିଜିଟାଲ୍ ସ୍ଲାଇଡ୍ ସୃଷ୍ଟି କରାଯାଏ । ସ୍ୱତନ୍ତ୍ର ଡିଜିଟାଲ୍ ପାଥୋଲୋଜି ସଫ୍‌ଟୱେର ବ୍ୟବହାର କରି ନେଟ୍‍ୱାର୍କରେ ଡିଜିଟାଲ୍ ସ୍ଲାଇଡ୍ ସେୟାର କରିବାର ସୁବିଧା ରହିଛି।

ଏହା ସ୍ନାତକ, ସ୍ନାତକୋତ୍ତର ଶିକ୍ଷା ଓ ବାହ୍ୟ ଗୁଣବତ୍ତା ଆଶ୍ୱାସନା ପାଇଁ ହିଷ୍ଟୋପାଥୋଲୋଜି ଶିକ୍ଷାର ପୂର୍ଣ୍ଣ ସ୍ପେକ୍ଟ୍ରମ୍‍ ନିଯୁକ୍ତ କରି ଡାକ୍ତରୀ ଛାତ୍ରମାନଙ୍କ ପାଇଁ ମଧ୍ୟ ସହାୟକ ହେବ। ଏହି ସ୍କାନର ମେସିନ୍‌ରେ ମଧ୍ୟ ଡାଇଗ୍ନୋଷ୍ଟିକ୍ ସେବାର କୃତ୍ରିମ ବୁଦ୍ଧିମତା (ଏଆଇ)ବ୍ୟବହାରର ବ୍ୟବସ୍ଥା ରହିଛି। ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିମସ ପରାମର୍ଶଦାତା ଡା ଆର ଏନ ସାମନ୍ତ, କିମ୍‍ସ ପାଥୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ରଞ୍ଜନା ଗିରି ଏବଂ କିମ୍‍ସର ଅନ୍ୟ ବରିଷ୍ଠ ଡାକ୍ତର ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।

Previous Post

ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶା

Next Post

ରାଜନୀତିରେ ସମ୍ମାନ, ଶିଷ୍ଟାଚାର

Next Post
ରାଜନୀତିରେ ସମ୍ମାନ, ଶିଷ୍ଟାଚାର

ରାଜନୀତିରେ ସମ୍ମାନ, ଶିଷ୍ଟାଚାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA