୩୫ ସାଂଗଠନିକ ଜିଲ୍ଲାରେ କଂଗ୍ରେସ ସଭାପତି ନିଯୁକ୍ତି
ଭୁବନେଶ୍ୱର: ଏଆଇସିସି ସଭାପତି ମାଲ୍ଲିକାର୍ଜୁନ ଖଡଗେ ଓଡ଼ିଶାର ସମସ୍ତ ୩୫ଟି ସାଂଗଠନିକ ଜିଲ୍ଲା କଂଗ୍ରେସ କମିଟିର ସଭାପତିଙ୍କ ନିଯୁକ୍ତି ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଅନୁମୋଦନ କରିଛନ୍ତି ଏବଂ ସେମାନଙ୍କ ନାମ ତାଲିକା ପ୍ରକାଶ କରିଛନ୍ତି। ସଂଗଠନ ସୃଜନ ଅଭିଯାନ...
Read more








