Saturday, July 18, 2026 02:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗରିବ ହୋଇ ରହିବନି ‘ପଖାଳ’

ପ୍ରଭାତୀଙ୍କ ନିର୍ଲଜ ଯୁକ୍ତି!!

by Samar Pradhan
03 Jul, 2026- 11:53 PM
in Latest News, News
1 min read
0
ଗରିବ ହୋଇ ରହିବନି ‘ପଖାଳ’

ଭୁବନେଶ୍ୱର: ଏବର୍ଷ ରାଜ୍ୟ ସରକାରଙ୍କ ପଖାଳ ଖିଆରେ ଦେଢ଼ କୋଟି(୮୫ ଲକ୍ଷ ନୁହେଁ)ରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଓଡ଼ିଆଙ୍କ ପ୍ରିୟ ପଖାଳ ପ୍ରସ୍ତୁତ କରିବାକୁ ଅଣଓଡ଼ିଆ ରୋଷେୟାଙ୍କୁ ବିମାନରେ ଆଣି ଷ୍ଟାର୍ ହୋଟେଲରେ ରଖାଯାଇଥିଲା । ପଖାଳ ସାଙ୍ଗରେ ଆଳୁ ଚକଟାରେ କଞ୍ଚାଲଙ୍କା, ପିଆଜ, ରସୁଣ ଦଳାଦଳି ଆଉ ଲୁଣି ଶୁଖୁଆ ସୁନ୍ଦର ହୋଇଥିଲେ ମଧ୍ୟ ୩୫୬ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । ତଳେ ଚକାମୁଣ୍ଡ ପକାଇ ପକାଳ ଖାଇବାର ମଜା ରହିଥିଲା ବେଳେ ଏଠି ଫାଇଭ୍ ଷ୍ଟାର ହୋଟେଲ୍ ସଜ୍ଜାରେ ସୁଦୃଶ୍ୟ ଡାଇନିଂ ଟେବୁଲରେ ଭିଭିଆଇପି ଓ ଚେଲାଚାମଣ୍ଡାମାନଙ୍କର ପଖାଳ ଖିଆ ହେଲା ।

ଏସବୁ କରିବା ପଛରେ ରାଜ୍ୟ ସରକାରଙ୍କର କୁଆଡ଼େ ମହତ୍ ଉଦ୍ଦେଶ୍ୟ ଥିଲା । ସେହି ମହତ୍ ଉଦ୍ଦେଶ୍ୟ ହେଉଛି, ଓଡ଼ିଆ ଅସ୍ମିତାର ପ୍ରତୀକ ‘ପଖାଳ’ କୁ ବିଶ୍ୱସ୍ତରକୁ ନେବା । ଗିନିଜ୍ ୱାର୍ଲଡ୍ ବୁକ୍ ରେ ସ୍ଥାନ ଦେବା । ପଖାଳକୁ ତା’ର ମୌଳିକ ରୂପରେ ପ୍ରଦର୍ଶିତ କରିଥିଲେ ଆମ ଓଡ଼ିଆ ଛୋଟ ହୋଇଯାଇଥାନ୍ତେ । ଓଡ଼ିଶାର ଗରିବୀକୁ ପ୍ରଚଣ୍ଡ ପ୍ରହାର ବାଜିଥାନ୍ତା । ଆମ ଓଡ଼ିଆଙ୍କୁ ଗରିବ କହି ବିଶ୍ୱବାସୀ ଛି ଛାକର କରିଥାନ୍ତେ । ତେଣୁ ବିଶ୍ୱସ୍ତରରେ ଓଡ଼ିଆ ଅସ୍ମିତାର ଟେକ ରଖିବା ପାଇଁ ଏହି ପ୍ରୟାସ କରାଯାଇଛି ।

ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ତାଙ୍କ ଭାଷାରେ ଏଭଳି ସଫେଇ ଦେଇଛନ୍ତି । ସାମ୍ବାଦିକମାନେ ପଖାଳ ଖର୍ଚ୍ଚ କୁ ନେଇ ପ୍ରଶ୍ନ କରିବାରୁ ମ୍ୟାଡାମ୍ କହିଛନ୍ତି-

‘ଯେତେବେଳେ ଗିନିଜ୍ ବୁକ୍ ରେ ରେକର୍ଡ କରିବାର ଥାଏ, ତାକୁ ସେଭଳି ଢ଼ଙ୍ଗରେ ପ୍ରସ୍ତୁତ କରାଯାଏ । ଏହା ଠିକ୍ ଯେ ପଖାଳକୁ ଗରିବର ଖାଦ୍ୟ ବୋଲି ଧରାଯାଏ । କିନ୍ତୁ ଯେତେବେଳେ ଏହାକୁ ବିଶ୍ୱରେ ପ୍ରଦର୍ଶିତ କରାଯିବ, ୧୦ଟି ଦେଶରେ ହେବ, ଯଦି ଆମେ ବ୍ୟାପକ ବ୍ୟବସ୍ଥା କରିବାନି, କ’ଣ ପୁଣି ଗରିବ ହୋଇ ଫେରି ଆସିବା?’

ଉପମୁଖ୍ୟମନ୍ତ୍ରୀଙ୍କର ଏହି ଯୁକ୍ତିକୁ ଅନେକ ବିତଣ୍ଡା ଏବଂ ନିର୍ଲଜ ଯୁକ୍ତି ବୋଲି କହିଛନ୍ତି ।

ସୂଚନାଥାଉକି, ରାଜ୍ୟ ସରକାରଙ୍କ ଆୟୋଜିତ ଚଳିତବର୍ଷ ମାର୍ଚ୍ଚ ୨୦ ପଖାଳ ଦିବସ(ପରବ) ପାଳନରେ ଖର୍ଚ୍ଚ ହୋଇଛି ୧ କୋଟି ୫୪ ଲକ୍ଷ ଟଙ୍କା । ଆୟୋଜନର ଦାୟିତ୍ୱ ନେଇଥିବା କଲର୍ ପ୍ଲସ୍ ସଂସ୍ଥାକୁ ଇଭେଣ୍ଟ ମ୍ୟାନେଜମେଣ୍ଟ ବାବଦରେ ପୈଠ ହୋଇଛି ୮୫ ଲକ୍ଷ ୬୬ ହଜାର ୯୯୪ ଟଙ୍କା । ସେଥିମଧ୍ୟରେ କାର୍ଯ୍ୟକ୍ରମର ସମ୍ପାଦନ ଏବଂ ପରିଚାଳନା ପାଇଁ ୭୭ ଲକ୍ଷ ୮୮ ହଜାର ୧୭୭ ଟଙ୍କା ବିଲ୍ ହୋଇଥିବା ବେଳେ ସୁପରିଭିଜନ ବାବଦରେ ୬ ଲକ୍ଷ ୬୦ ହଜାର ୧୫ ଟଙ୍କା ବିଲ୍ ହୋଇଛି ।

ଅନ୍ୟ ଏକ ବିଲ୍ ରେ ପୈଠ ହୋଇଛି ୬୮ ଲକ୍ଷ ୩୬ ହଜାର ୯୪୬ ଟଙ୍କା । ଏଥିରେ ବି ସୁପରଭିଜନ ଖର୍ଚ୍ଚ ପଡ଼ିଛି ୪ ଲକ୍ଷ ୭୬ ହଜାର ୫୧୨ ଟଙ୍କା । ଏହି ବିଲ୍ ରେ ରହିଛି ଅଫିସିଆଲ୍ ଏବଂ ଅତିଥିମାନଙ୍କ ହୋଟେଲ ରହଣୀ ଖର୍ଚ୍ଚ ୧ ଲକ୍ଷ ୯୯ ହଜାର ୨୮୫ ଟଙ୍କା, ହୋଟେଲରେ ଖାଇବା ଖର୍ଚ୍ଚ ୯ ଲକ୍ଷ ୪୪ ହଜାର ୫୫ ଟଙ୍କା, ପାନ୍ଥନିବାସରେ ରହିବା ଓ ଖାଇବା ବାବଦ ୯ ଲକ୍ଷ ୪୩ ହଜାର ୩୮୩ ଟଙ୍କା, ଗିନିଜ୍ ୱାଲର୍ଡ ବୁକ୍ ଫି ବାବଦ ୩୧ ଲକ୍ଷ ୩୫ ହଜାର ୭୪୮ ଟଙ୍କା, ମେମୋଣ୍ଟୋ, ୱେଷ୍ଟକୋର୍ଟ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ୭ ଲକ୍ଷ ୫୯ ହଜାର ୪୮୩ ଟଙ୍କା ଏବଂ ଅଫିସରମାନଙ୍କ ବିମାନ ଖର୍ଚ୍ଚ ୨ ଲକ୍ଷ ୯୨ ହଜାର ୭୦୮ ଟଙ୍କା ।

Previous Post

ଜାପାନରୁ ଆସିବ ୬୭୦୦୦୦୦୦୦୦୦୦

Next Post

ଜୀବନ ହାରିଦେଲେ ଲେଡି ଆଇଆଇସି

Next Post
ଜୀବନ ହାରିଦେଲେ ଲେଡି ଆଇଆଇସି

ଜୀବନ ହାରିଦେଲେ ଲେଡି ଆଇଆଇସି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA