Saturday, May 30, 2026 10:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଖି ବୁଜିଲା ଦୁଷ୍କର୍ମ ପୀଡ଼ିତା ୬ ବର୍ଷର କୁନିଝିଅ

by Our Correspondent
29 Apr, 2018- 06:57 PM
in Latest News, News
1 min read
0
ଆଖି ବୁଜିଲା ଦୁଷ୍କର୍ମ ପୀଡ଼ିତା ୬ ବର୍ଷର କୁନିଝିଅ
Spread the love

କଟକ : ମୃତ୍ୟୁସହ ସଂଗ୍ରାମ କରୁଥିବା ଦୁଷ୍କର୍ମ ପୀଡ଼ିତା ସାଲେପୁରର ୬ ବର୍ଷର ଝିଅଟି ଶେଷରେ ହାରିଯାଇଛି । କଟକ ଏସସିସି ଶିଶୁ ବିଭାଗର ଟ୍ରମା କେୟାର ଆଇସିୟୁରେ ଆଜି ସଂଧ୍ୟାରେ ସେ ଆଖି ବୁଜିଦେଇଛି । ଯନ୍ତ୍ରଣାରେ ଛଟପଟ ଏହି ନାବାଳିକାଟି କୋମା ଅବସ୍ଥାକୁ ଚାଲିଯାଇଥିଲା । ୯ ଦିନ ଧରି ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ସେ ବଞ୍ଚିପାରିଲାନି । ଏକ ସଭ୍ୟ ସମାଜରେ ଏଭଳି ଅସଭ୍ୟ ଓ ଅମାନବୀୟ ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି ।

ଗତ ୨୧ ତାରିଖରେ ସାଲେପୁର ଅଞ୍ଚଳର ଏହି କୁନି ଝିଅଟି ଦୁଷ୍କର୍ମର ଶିକାର ହୋଇଥିଲା । ଜଣେ ବ୍ୟକ୍ତି ତାଙ୍କୁ ଚକୋଲେଟ୍ ଦେବାର ଲୋଭ ଦେଖାଇ ଏକ ସ୍କୁଲକୁ ଡାକି ନେଇଥିଲା ଏବଂ ପାଶବିକ ଅତ୍ୟାଚାର କରିଥିଲା । ଦୁଷ୍କର୍ମ କ’ଣ ଜାଣି ନ ଥିବା ଏହି ନିଷ୍ଫାପ ଶିଶୁଟି ଯନ୍ତ୍ରଣାରେ ଛଟପଟ ହୋଇ ଅଚେତ ହୋଇଯାଇଥିଲା । ଦୁଷ୍କର୍ମକାରୀ ସୈତାନ୍ ତାକୁ ସେହି ସ୍କୁଲ ବାରଣ୍ଡାରେ ଛାଡ଼ି ଦେଇ ଚମ୍ପଟ୍ ମାରିଥିଲା । ସ୍ଥାନୀୟ ଲୋକେ ଗୁରୁତର ଛୁଆଟିକୁ ପ୍ରଥମେ ସାଲେପୁର ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ଏସସିବି ଶିଶୁବିଭାଗର ଟ୍ରମା ଆଇୟୁସିରେ ଭର୍ତ୍ତି କରାଯାଇଥିଲା । ଏକ ୧୩ ଜଣିଆ ଡାକ୍ତରୀ ଟିମ୍ ଝିଅଟିକୁ ବଞ୍ଚାଇବା ପାଇଁ ଅକ୍ଲାନ୍ତ ଉଦ୍ୟମ କରିଥିଲେ ମଧ୍ୟ ପାରି ନ ଥିଲେ । ଦୁନିଆ କ’ଣ ଜାଣିବା ପୂର୍ବରୁ ଦୁନିଆରୁ ବିଦାୟ ନେଇଗଲା ଝିଅଟି ।
ଦୁଷ୍କର୍ମ ଘଟଣାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ ମଧ୍ୟ ରାଜ୍ୟବାସୀଙ୍କୁ ଏହା ଆଶ୍ୱସ୍ତ କରିପାରିନାହିଁ । ଏଭଳି ସୈତାନଙ୍କୁ ଫାଶୀ ଚଢ଼େଇ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ରଖିବାକୁ ସବୁ ମହଲରେ ଦାବି ହୋଇଛି । ଦୋଷୀଙ୍କ ପ୍ରତି ଦଣ୍ଡବିଧାନରେ କୌଣସି ଚାପ ବା କୋହଳ ମନୋଭାବକୁ ପ୍ରଶୟ ନ ଦେବାକୁ ସ୍ୱର ଉଠିଛି । ସାଲେପୁର ଅଞ୍ଚଳର ମାତ୍ର ୬ ବର୍ଷ ଝିଅଟି ଦୁଷ୍କର୍ମର ଶିକାର ହେବା ଏବଂ ୯ ଦିନର ମୃତ୍ୟୁ ସହ ସଂଗ୍ରାମ ପରେ ଆଖି ବୁଜିବା ଘଟଣା ରାଜ୍ୟବାସୀଙ୍କୁ ଖାଲି ଦୁଃଖ ଦେଇନି ଲଜ୍ଜାରେ ମୁହଁ ତଳକୁ କରିଦେଇଛି ।
Previous Post

ଆଶାରାମଙ୍କ ସେବାରେ ‘ପଣ୍ଡା’ ହେଲିକପ୍ଟର, ଚର୍ଚ୍ଚାରେ ଫାଇଲ୍ ଫଟୋ

Next Post

‘ଇମ୍ଫା’ର ବେଖାତିର,୫ ବର୍ଷର ସିଏସଆର ରିପୋର୍ଟ ନାହିଁ

Next Post
‘ଇମ୍ଫା’ର ବେଖାତିର,୫ ବର୍ଷର ସିଏସଆର ରିପୋର୍ଟ ନାହିଁ

‘ଇମ୍ଫା’ର ବେଖାତିର,୫ ବର୍ଷର ସିଏସଆର ରିପୋର୍ଟ ନାହିଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA