Sunday, June 15, 2025 02:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics Gossips

ଆଶାରାମଙ୍କ ସେବାରେ ‘ପଣ୍ଡା’ ହେଲିକପ୍ଟର, ଚର୍ଚ୍ଚାରେ ଫାଇଲ୍ ଫଟୋ

by Our Correspondent
29 Apr, 2018- 06:20 PM
in Gossips, Latest News
1 min read
1
ଆଶାରାମଙ୍କ ସେବାରେ ‘ପଣ୍ଡା’ ହେଲିକପ୍ଟର, ଚର୍ଚ୍ଚାରେ ଫାଇଲ୍ ଫଟୋ
ଭୁବନେଶ୍ୱର: ରେପିଷ୍ଟ ବାବା ଆଶାରାମଙ୍କ ଭକ୍ତ ତାଲିକାରେ ଓଡ଼ିଶାର ‘ପଣ୍ଡା’ ପରିବାର! ବାବା ଯେବେ ବି ଓଡ଼ିଶା ଆସୁଥିଲେ ‘ପଣ୍ଡା’ ତାଙ୍କର ସାନ୍ନିଧ୍ୟ ପାଇଁ କୁଆଡ଼େ ବ୍ୟାକୁଳ ହେଉଥିଲେ । ବାବାଙ୍କ କୋଟି କୋଟି ଅନୁଗାମୀଙ୍କ ତାଲିକାରେ ‘ପଣ୍ଡା’ ପରିବାରର ନାଁ ଗଡ଼ିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ମାତ୍ର ପଣ୍ଡା ମାଲିକାନାର କମ୍ପାନୀ ହେଲିକପ୍ଟର ଆଶାରାମଙ୍କ ସେବାରେ ନିୟୋଜିତର  ଫାଇଲ୍ ଫଟୋ ଏକ ପ୍ରମୁଖ ଦୈନିକ ଖବରକାଗଜରେ ବାହାରିଲା ପରେ ରୋଚକ ଚର୍ଚ୍ଚା ହେଉଛି ।
୨୦୦୯ ମସିହାରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆଶାରାମ ଅନୁଗୁଳ ଆସିଥିଲେ । ଭୁବନେଶ୍ୱରରୁ ଅନୁଗୁଳ ଉଡ଼ିଯାଇଥିଲେ ପଣ୍ଡା ଆଣ୍ଡ୍ କୋଃ ହେଲିକପ୍ଟରରେ । କୁଆଡ଼େ ‘ସିନିୟର ପଣ୍ଡା’ଙ୍କ ସୌଜ୍ୟନତାରୁ ଆଶାରାମଙ୍କୁ ଏହି ହେଲିକପ୍ଟର ଯୋଗାଇ ଦିଆଯାଇଥିଲା । ତେବେ କଥାଟି ହେଉଛି, ଭକ୍ତଙ୍କ ମଧ୍ୟରେ ଆଶାରାମଙ୍କର ସେତେବେଳେ ପ୍ରବଳ କ୍ରେଜ୍ ଥିଲା ସତ ହେଲେ ବାବା ବିବାଦରେ ଫସିସାରିଥିଲେ । ୨୦୦୮ ମସିହାରେ ବାବାଙ୍କ ଅହମ୍ମଦାବାଦ ଓ ଛିଣ୍ଡୱାର୍ ଆଶ୍ରମରେ ଗୋଟିଏ ମାସରେ ୪ଟି ଶିଶୁଙ୍କ ରହସ୍ୟଜନକ ମୃତ୍ୟୁ ତାଙ୍କୁ ବିବାଦୀୟ କରିଥିଲା । ବାବାଙ୍କ ବିରୋଧରେ ଜମି ହଡ଼ପ ଅଭିଯୋଗ ବି ଆସିସାରିଥିଲା । ଜାତୀୟ ଗଣମାଧ୍ୟମ ତାଙ୍କୁ ବିବାଦୀୟ ବାବା ଭାବେ ଚିତ୍ରଣ କରିସାରିଥିଲେ ।
ଠିକ୍ ସେହି ସମୟରେ ବାବାଙ୍କୁ ‘ପଣ୍ଡା’ଙ୍କ ବେମଜାନ୍ ଆତିଥ୍ୟେୟତା ଏବେ ପଦାକୁ ଆସିଲା ପରେ ଜମାଣିଆ ଚର୍ଚ୍ଚା ହେଉଛି । ବାବାଙ୍କ ଦୁର୍ଦ୍ଦଶା ସାଙ୍ଗରେ ପଣ୍ଡାଙ୍କ ଦୁର୍ଦ୍ଦଶାକୁ ଅନେକ ଯୋଡିଲେଣି । ରେପ୍ କେସ୍ ରେ ଦୋଷୀ ସାବ୍ୟସ୍ତ ହୋଇ ଆଶାରାମ୍ ଆଜୀବନ ସଜ୍ଜା ପାଇଲା ବେଳକୁ ‘ପଣ୍ଡା’ଙ୍କୁ ବି ଦୁର୍ଦ୍ଦଶା ଘୋଟି ଆସିଛି । ରାଜନୈତିକ ପତିଆରା ଗଲାଣି, ସାଙ୍ଗକୁ ବେପାର ବି ଘାଟା ହେଲାଣି । ସାହା କେବଳ ଟିଭି ଓ ଟୁଇଟର୍ । ଏହା ଇଶ୍ୱରଙ୍କ ବିଡ଼ମ୍ବନା ବୋଲି ଜଣେ ‘ପଣ୍ଡା’ ଭକ୍ତ କହିଛନ୍ତି ।
Previous Post

କଂଗ୍ରେସ ବେମାର ଗଲାନି; ‘ଟିମ୍ ନିରଞ୍ଜନ’ରେ ଫାଟ !

Next Post

ଆଖି ବୁଜିଲା ଦୁଷ୍କର୍ମ ପୀଡ଼ିତା ୬ ବର୍ଷର କୁନିଝିଅ

Next Post
ଆଖି ବୁଜିଲା ଦୁଷ୍କର୍ମ ପୀଡ଼ିତା ୬ ବର୍ଷର କୁନିଝିଅ

ଆଖି ବୁଜିଲା ଦୁଷ୍କର୍ମ ପୀଡ଼ିତା ୬ ବର୍ଷର କୁନିଝିଅ

Comments 1

  1. ଦେବରାଜ ନାୟକ says:
    7 years ago

    ଅସୁବିଧା କୋଉଠି, ହେଲିକ୍ୟାପ୍ଟର ଭଡାରେ ବି ଯାଇଥାଇପାରେ

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19058 shares
    Share 7623 Tweet 4765
  • ନବୀନ..ନବୀନ, ମୋହନ..ମୋହନ

    16582 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5779 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5464 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA