Thursday, April 16, 2026 11:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics Gossips

ଖଣ୍ଡାକୁ ଡରିଲେ ପଣ୍ଡା

by Our Correspondent
26 Jul, 2017- 11:11 AM
in Gossips, Latest News, Politics
1 min read
0
ଖଣ୍ଡାକୁ ଡରିଲେ ପଣ୍ଡା

ବାପାକୁ ମଉସା ଡାକିବା ନ୍ୟାୟରେ ଜୟନାରାୟଣ ମିଶ୍ରଙ୍କ ଉପରୁ ଶେଷରେ ବିଜେପି ସସପେଣ୍ଡ ଆଦେଶ ହଟାଇବାକୁ ବାଧ୍ୟ ହୋଇଛି । ସମ୍ବଲପୁର ବିଜେପି ରାଜନୀତିରେ ଜୟନାରାୟଣ-ସୁରେଶଙ୍କ ଖେଳରେ ବିଚରା ଭୁବନେଶ୍ୱରିଆ ସମୀର ମହାନ୍ତି ବଳି ପଡ଼ି ଥିଲେ । ଜୟନାରାୟଣ ଲୋକଙ୍କ ମୁଥ ସମୀରଙ୍କ ମୁହଁ ଫଟାଇଦେଲା । ସମୀର ସିନା ମାଡ଼ ଖାଇଲେ ହେଲେ ଏହି ଜବରଦସ୍ତ ଧମାକା ମୁକୁଙ୍କ ମାର୍ଫତଦାରରେ ଥିବା ସୁରେଶ-ବସନ୍ତଙ୍କୁ ଛକା ମାରିଲା ଭଳି ଲାଗିଲା । ଜୟନାରାୟଣଙ୍କୁ ପାନେ ଦେବା ପାଇଁ ଯେଉଁ ସୁଯୋଗ ଉଣ୍ଡିଥିଲେ ତାହା ହାତପାଆନ୍ତାକୁ ଚାଲିଆସିଲା । ଚଟାପଟ ଦଳରୁ ତାଙ୍କୁ ସସପେଣ୍ଡ କରିଦିଆଗଲା । ହେଲେ ଖଣ୍ଡାରେ ଖେଳୁଥିବା ଜୟନାରାୟଣ କ’ଣ ଛାଡ଼ିବା ଲୋକ? ସେ ବି ସୁଯୋଗ ଉଣ୍ଡିଥିଲେ ମୁକୁଙ୍କ ଚେଲା ବସନ୍ତଙ୍କୁ ପାନେ ଦେବା ପାଇଁ । ନୂଆପଡ଼ା ଜିଲ୍ଲା ପରିଷଦ ଜୋନ୍ ନିର୍ବାଚନ ସେହି ସୁଯୋଗ ଆଣିଦେଲା । ସମ୍ବପୁରରେ ବସି ଏମିତି ଖେଳ ଖେଳିଲେ ଯେ ବସନ୍ତ ପୂରା ସଫା । ବିଜେପି ଜିତିବା ଦୂରେ ଥାଉ ଦ୍ୱିତୀୟ ସ୍ଥାନକୁ ବି ଉଠିପାରିଲାନି । ଜୟନାରାୟଣଙ୍କ ଏହି ଖେଳ ଆଗକୁ ଆହୁରି ଡେଞ୍ଜର ହେବ ବୋଲି ମୁକୁଙ୍କ ଚେଲା ଚାମଣ୍ଡା କାନମୁଣ୍ଡା ଆଉଁଷି ବୁଝିଗଲେ । ସମୀରଙ୍କ ମାଡ଼ ଦାଗ ନ ଲିଭୁଣୁ ବସନ୍ତଙ୍କ ଉପରକୁ ସସପେଣ୍ଡ ପ୍ରତ୍ୟାହାର ପାଇଁ ତର ସହିଲାନି । ହଁ, ମୁକୁ କ୍ୟାମ୍ପ ଭାବିଥିଲେ, ଜୟନାରାୟଣ ଦଳରୁ ଆଉଟ୍ ହେଲା ପରେ ତାଙ୍କର ସତ୍ତା ହଜିଯିବ । ହେଲେ ତାହା ତ ହେଲାନି । ଓଲଟି ଘରବାହୁଡା ହେଲା ପରେ ବି ଜୟନାରାୟଣ ତାଙ୍କର ପୁରୁଣା ଦମ୍ଭ ହରାଇନାହାନ୍ତି । ନଗଦ ଏକ ଟିଭି ଚାନେଲକୁ ସାକ୍ଷାତକାର ଦେଇ ସେ ବିଜେପି ନେତୃତ୍ୱଙ୍କ ବିରୋଧରେ ବିଷ ଓଗାଳିଛନ୍ତି । ମୁକୁ ଓରଫ୍ ଧର୍ମେନ୍ଦ୍ରଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱ ଉପରେ ସେ ଅଙ୍ଗୁଳି ଉଠାଇଛନ୍ତି । ଯାହା କହ ମାନିବାକୁ ପଡ଼ିବ ବାବୁ ଜୟନାରାୟଣଙ୍କ ଔକାତ୍ କୁ ।

Previous Post

ଆମ ନେତାଙ୍କ (ଅ)ମଣିଷପଣିଆ

Next Post

ନୀତୀଶଙ୍କ ରାସ୍ତାରେ ନବୀନ !

Next Post
ନୀତୀଶଙ୍କ ରାସ୍ତାରେ ନବୀନ !

ନୀତୀଶଙ୍କ ରାସ୍ତାରେ ନବୀନ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA