Saturday, November 15, 2025 09:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବେନାମୀ ଚିଠିରେ ହେଡଲାଇନ୍ ଷ୍ଟୋରି

by Our Correspondent
13 Aug, 2017- 10:21 PM
in Latest News, News
1 min read
1
ବେନାମୀ ଚିଠିରେ ହେଡଲାଇନ୍ ଷ୍ଟୋରି
ଭୁବନେଶ୍ୱର: ଖୋଦ୍ ନବୀନ ନିବାସରେ ଚାଲିଛି ପିସି କାରବାର । ସୁରକ୍ଷା କର୍ମୀମାନେ ଛୁଟି ଏବଂ ନିଜକୁ ସୁହାଇଲା ଭଳି ଡ୍ୟୁଟି ପାଇବାକୁ ଉପରିସ୍ଥ ହାକିମଙ୍କୁ ଲାଞ୍ଚ ଦେଉଛନ୍ତି । ଏକ ବେନାମୀ ଚିଠି ଆଧାରରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ଭଡ଼ା ଲାଗିଥିବା କନକ ଟିଭିରେ ଏହା ଥିଲା ଆଜି ସଂଧ୍ୟାର ମୁଖ୍ୟ ଖବର । ‘ସମ୍ବାଦ’ ଅଫିସକୁ ଆସିଥିବା ଏକ ଚିଠିକୁ ଦେଖାଇ ଖବରଟି ପ୍ରସ୍ତୁତ ହୋଇଛି । ଖବର ପ୍ୟାକେଜ୍ ରେ ଏବଂ ଖବର ପଢ଼ୁଥିବା ଆଙ୍କର୍ ବାରମ୍ବାର ନିଜ ପାଟିରେ ନବୀନ ନିବାସରେ ପିସି କାରବାର ସମ୍ପର୍କିତ ଚିଠିଟି ବେନାମୀ ବୋଲି ଦାବି କରୁଛନ୍ତି । ଏ ସମ୍ପର୍କିତ ଅଭିଯୋଗ କାହା ମୁହଁରୁ ପାଇ ନ ଥିବା କହୁଛନ୍ତି । ସୁତରାଂ ଖବରର ସାମାନ୍ୟତମ ସତ୍ୟାସତ୍ୟ ଟିମ୍ କନକ ନ୍ୟୁଜ୍ କୁ ଜଣାନାହିଁ ।
ଏହି ଖବର ଦେଖିଲା ପରେ ଅନେକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ । ଧରାଯାଉ, ଜଣେ ବିଶିଷ୍ଟ ଭଦ୍ର ମହିଳାଙ୍କୁ ଜଣେ ବିଶିଷ୍ଟ ଭଦ୍ରବ୍ୟକ୍ତି ଅସଦାଚରଣ କି ରେପ୍ କରିଛନ୍ତି ବୋଲି ସମ୍ବାଦ ଭବନକୁ ଏକ ଅଜଣା ଚିଠି ଆସିବ । ଚିଠିଟିକୁ ଯାଞ୍ଚ ନ କରି ଏବଂ ଏହାର ସତ୍ୟାସତ୍ୟ ଅନୁସନ୍ଧାନ ନ କରି ତାମାନେ କନକ ନ୍ୟୁଜ୍ ରେ ତାହା ହେଡଲାଇନ୍ ଖବର ପାଲଟିବ ! ବାରମ୍ବାର ଏହାକୁ ବେନାମୀ ଚିଠି ଦର୍ଶାଇ ନିଜ ଉପରୁ ଦୋଷ ଛଡ଼ାଇବାର କୌଶଳ ରହିବ । ସୁତରାଂ ଯିଏ ଯାହାର ଇଜ୍ଜତ ଲୁଟିବାର ଥିବ କନକ ଟିଭି ତାଙ୍କ ପାଇଁ ବଢ଼ିଆ ପ୍ଲାଟଫର୍ମ ହେବ । ଆଜିର ହେଡଲାଇନ୍ ଖବର ହିଁ ଏହାର ଚାକ୍ଷୁସ ପ୍ରମାଣ ଛାଡ଼ି ଦେଇଛି ।
କନକ ଟିଭିରେ ଏଭଳି ଖବର ପ୍ରସାରଣ ଖୋଦ୍ ସାମ୍ବାଦିକ ମହଲରେ ଆଲୋଚନାର ବିଷୟ ହୋଇଛି । ବେନାମୀ ଚିଠି କହୁଥିବା ଟିଭି ପୁଣି ସେଇ ବେନାମୀ ଚିଠିକୁ ହେଡ଼ଲାଇନ୍ ଖବର କରିବା କି ସାମ୍ବାଦିକତା ବୋଲି ପ୍ରଶ୍ନ ଉଠିଛି । ଏକ ସ୍ପର୍ଶକାତର ଖବର ପ୍ରସାରଣରେ ସାମ୍ବାଦିକତାର ଏଥିକ୍ସକୁ ବଳି ପକାଇ ଦିଆଯାଇଛି ବୋଲି ଅନେକଙ୍କ ମତ । ଟିଆରପି ଚକ୍କରରେ ଏଭଳି ଶସ୍ତା ଖବର ତିଆରି ହୋଇଛି ବୋଲି ସେମାନେ ଭର୍ତ୍ସନା କରିଛନ୍ତି ।
Previous Post

କଂଗ୍ରେସ କଳିରେ ବିଜେପି ମୁଣ୍ଡ !

Next Post

ବିଜେପି ପାଟିରେ ଫେବିକଲ୍

Next Post
ବିଜେପି ପାଟିରେ ଫେବିକଲ୍

ବିଜେପି ପାଟିରେ ଫେବିକଲ୍

Comments 1

  1. Chandragupta says:
    8 years ago

    We never expect this type of news in a media unit of soumyaranjan Pattnaik. This is true example of yellow journalism.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19120 shares
    Share 7648 Tweet 4780
  • ନବୀନ..ନବୀନ, ମୋହନ..ମୋହନ

    16589 shares
    Share 6636 Tweet 4147
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7293 shares
    Share 2917 Tweet 1823
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5804 shares
    Share 2322 Tweet 1451
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5478 shares
    Share 2191 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA