Monday, May 25, 2026 02:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୮ ହଜାର ଟପିଲା କରୋନା; ଦିନକରେ ରେକର୍ଡ ୫୬୧ ପଜିଟିଭ୍

by Our Correspondent
03 Jul, 2020- 12:30 PM
in Latest News, News
1 min read
0
୮ ହଜାର ଟପିଲା କରୋନା; ଦିନକରେ ରେକର୍ଡ ୫୬୧ ପଜିଟିଭ୍

ଭୁୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା ସଂକ୍ରମଣ । କରୋନା ରୋଗୀଙ୍କ ସଂଖ୍ୟା ୮ ହଜାର ପାର୍ ହୋଇଛି । ପ୍ରଥମ ଥର ପାଇଁ ଗୋଟିଏ ଦିନରେ କରୋନା ପଜିଟିଭ୍ ୫୦୦ ଅତିକ୍ରାନ୍ତ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୦ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୬୧ ପଜିଟିଭ୍ । ସେମାନଙ୍କ ମଧ୍ୟରୁ ୧୩୬ ଲୋକାଲ୍ କଣ୍ଟାକ୍ଟ କେସ୍ ହୋଇଥିବା ବେଳେ ୪୨୫ ହେଉଛନ୍ତି କ୍ୱାରେଣ୍ଟାଇନ୍ କେସ୍ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଗୋଟେ ଦିନରେ ଏତେ ସଂଖ୍ୟକ କରୋନା ପଜିଟିଭ୍ ରେକର୍ଡ ସୃଷ୍ଟି କରିଛି । ପୂର୍ବରୁ ଗତ ଜୁନ୍ ୨୦ ତାରିଖରେ ଦିନକରେ ୩୦୪ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆହୁରି ଉଦବେଗର ବିଷୟ ହେଉଛି, ଗତକାଲି କଟକ ଆଚାର୍ଯ୍ୟ ହରିହର କ୍ୟାନସର୍ ହସ୍ପିଟାଲ୍ ରୁ ଏକକାଳୀନ ୧୮ ରୋଗୀ, ୩୬ ଜଣ ରୋଗୀ ସମ୍ପର୍କୀୟ ଏବଂ ଜଣେ ଷ୍ଟାଫ୍ ନର୍ସ ଏହିଭଳି ମୋଟ ୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଆଲୋଡ଼ନ ସୃଷ୍ଟି କରିଛି । ସେହିଭଳି କଟକ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ରୁ ୧୧ ପଜିଟିଭ୍ ଚିହ୍ନଟ ହୋଇଥିଲେ ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ବରଗଡ଼-୨୧, ଭଦ୍ରକ-୧, ବଲାଙ୍ଗୀର-୧୯, କଟକ-୮୧, ଢ଼େଙ୍କାନାଳ-୩, ଗଞ୍ଜାମ-୨୮୩, ଜଗତସିଂହପୁର-୬, ଯାଜପୁର-୩, ଝାରସୁଗୁଡ଼ା-୨, କଳାହାଣ୍ଡି-୫, କେନ୍ଦ୍ରାପଡ଼ା-୨, କେନ୍ଦୁଝର-୬, ଖୋର୍ଦ୍ଧା-୨୬, କୋରାପୁଟ-୪, ମୟୁରଭଂଜ-୧୦, ପୁରୀ-୧, ରାୟଗଡ଼ା-୭୬, ସମ୍ବଲପୁର-୮, ସୁନ୍ଦରଗଡ଼-୩ ଏବଂ ଏନଡିଆରଏଫ୍(କୋଲକତା ଫେରନ୍ତା)-୧ ।
ନୂଆ ୫୬୧ ପଜିଟିଭ୍ ଙ୍କୁ ମିଶାଇ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬ ହୋଇଛି । ଆଜି ନୂଆ ୧୪୯ ସୁସ୍ଥ ହୋଇଥିବାରୁ ଏ ପର୍ଯ୍ୟନ୍ତ ମୋଟ ୫୫୦୨ ରୋଗୀ ସୁସ୍ଥ ହୋଇଛନ୍ତି । ଏବେ ଆକ୍ଟିଭ୍ କରୋନା ରୋଗୀଙ୍କ ସଂଖ୍ୟା ହେଉଛି ୨୫୬୭ ।ରାଜ୍ୟରେ କରୋନା ୨୯ ଜଣଙ୍କ ଜୀବନ ନେଲାଣି ।
Previous Post

ପବିତ୍ର ସୁନାବେଶର ସିଧା ପ୍ରସାରଣ Live Coverage of #SunaBhesha

Next Post

‘ରାଜ୍ ଇଲେକଟ୍ରୋନିକ୍ସ’ରେ କରୋନା; ଦୋକାନ ସିଲ୍, ୫୦ କ୍ୱାରେଣ୍ଟାଇନ୍

Next Post
‘ରାଜ୍ ଇଲେକଟ୍ରୋନିକ୍ସ’ରେ କରୋନା; ଦୋକାନ ସିଲ୍, ୫୦ କ୍ୱାରେଣ୍ଟାଇନ୍

‘ରାଜ୍ ଇଲେକଟ୍ରୋନିକ୍ସ’ରେ କରୋନା; ଦୋକାନ ସିଲ୍, ୫୦ କ୍ୱାରେଣ୍ଟାଇନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA