Wednesday, April 29, 2026 05:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଇମ୍ରାନ୍ ନଇଁଲେ: ଅଭିନନ୍ଦନଙ୍କୁ କାଲି ଛାଡ଼ିଦେବେ

by Our Correspondent
28 Feb, 2019- 06:33 PM
in Latest News, National, News
1 min read
0
ଇମ୍ରାନ୍ ନଇଁଲେ: ଅଭିନନ୍ଦନଙ୍କୁ କାଲି ଛାଡ଼ିଦେବେ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଆସନ୍ତାକାଲି ପାକିସ୍ଥାନରୁ ମୁକ୍ତି ମିଳିବ । ପାକିସ୍ଥାନ ସଂସଦର ମିଳିତ ଅଧିବେସନରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଏହି ଘୋଷଣା କରିଛନ୍ତି । ଶାନ୍ତି ପ୍ରତିଷ୍ଠା ଲକ୍ଷ୍ୟରେ ଭାରତୀୟ ପାଇଲଟଙ୍କୁ ଛାଡ଼ିଦେବୁ ବୋଲି ସେ କାକୁତି ହୋଇଛନ୍ତି । ଭାରତ ସହ ଆମେ ଶାନ୍ତି ପ୍ରତିଷ୍ଠା ଚାହୁଁଛୁ ବୋଲି ଇମ୍ରାନ୍ ଜଣାଇଛନ୍ତି ।
ଇମ୍ରାନ୍ ଙ୍କ ଏହି ଘୋଷଣା ଆସିବା ପୂର୍ବରୁ ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ ପାକିସ୍ଥାନ ଟାଳଟୁଳ ନୀତି ଧରିଥିଲା । ପାକିସ୍ଥାନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେଶୀ ସର୍ତ୍ତ ଏବଂ ଆଲୋଚନାର ବାହାନା ରଖିଥିଲେ । ସେପଟେ ପାକିସ୍ଥାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ ଅଭିନନ୍ଦନଙ୍କୁ ଯୁଦ୍ଧ ବନ୍ଦୀ ଭାବେ ଘୋଷଣା କରାଯିବ ନା ନାହିଁ ବିଚାର ବିମର୍ଷ କରାଯାଉଥିବା କୁହାଯାଇଥିଲା । ତେବେ ଏହାର ଜବାବରେ ଭାରତ ରୋକଠୋକ୍ ଜଣାଇଥିଲା ଯେ କୌଣସି ଡିଲ୍ ର ପ୍ରଶ୍ନ ଉଠୁନାହିଁ । ଅଭିନନ୍ଦନଙ୍କୁ ତୁରନ୍ତ ଖଲାସ କର । ଭାରତର ଏଭଳି କଠୋର ଆଭିମୁଖ୍ୟ ଓ ବିଶ୍ୱ ସମୁଦାୟର ଚାପ ଆଗରେ ଶେଷରେ ଇମ୍ରାନ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇଛନ୍ତି ।
ଗତକାଲି ଭାରତୀୟ ବାୟୁସେନାର ମିଗ୍ ବିମାନ ପାଇଲଟ ଅଭିନନ୍ଦନ ପାକିସ୍ଥାନ ସେନା କବଜାକୁ ଚାଲିଯାଇଥିଲେ । ପାକିସ୍ଥାନର କେତେକ ଲଢ଼ୁଆ ଏଫ୍-୧୬ ବିମାନ ଭାରତୀୟ ସୀମା ଉଲ୍ଲଂଘନ କରି ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ଉଦ୍ୟମ କରୁଥିଲା ବେଳେ ଭାରତୀୟ ସେନା ତାହାକୁ ପଣ୍ଡ କରିଦେଇଥିଲେ । ପାକିସ୍ଥାନର ଗୋଟିଏ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ । ଏହି କାର୍ଯ୍ୟାନୁଷ୍ଠାନ ବେଳେ ଭାରତୀୟ ବାୟୁସେନାର ଏକ ମିଗ୍ ବିମାନ ପାକିସ୍ଥାନରେ ଖସିପଡ଼ିଥିଲା । ଏହି ବିମାନର ପାଇଲଟ୍ ଅଭିନନ୍ଦନଙ୍କୁ ପାକିସ୍ଥାନୀ ସେନା ଧରି ନେଇଥିଲେ । ତାଙ୍କୁ ସେଠାରେ ପ୍ରବଳ ନିର୍ଯାତନା ଦିଆଯାଉଥିବାର ଏକ ଭିଡ଼ିଓ ଭାଇରାଲ୍ ହେବା ପରେ ଭାରତ ଚୁପ୍ ବସି ନ ଥିଲା । ତାଙ୍କର ତୁରନ୍ତ ମୁକ୍ତି ପାଇଁ ସବୁପ୍ରକାର ପଦକ୍ଷେପ ନେଇଥିଲା ।
Previous Post

ବିଜେଡ଼ିରେ ପତିଆରା ପାଇଁ ଖଣ୍ଡା ଧରିଛନ୍ତି ସୌମ୍ୟ !

Next Post

ଫେରିଆସିଲେ ଅଭିନନ୍ଦନ, ଖୁସିରେ ନାଚିଲା ଦେଶ

Next Post
ଫେରିଆସିଲେ ଅଭିନନ୍ଦନ, ଖୁସିରେ ନାଚିଲା ଦେଶ

ଫେରିଆସିଲେ ଅଭିନନ୍ଦନ, ଖୁସିରେ ନାଚିଲା ଦେଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA