Saturday, August 1, 2026 03:10 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଟିଭିକୁ ବୟକଟ୍ କଲା ବିଜେଡ଼ି

by Our Correspondent
21 Mar, 2018- 06:37 PM
in Latest News
1 min read
0
ଓଟିଭିକୁ ବୟକଟ୍ କଲା ବିଜେଡ଼ି
ଭୁବନେଶ୍ୱର: ବିଜେଡ଼ିକୁ ଟାର୍ଗେଟ୍ କରି ଏକପାଖିଆ ଖବର ପରିବେଷଣରେ ମାତିଥିବା ଅଭିଯୋଗ କରି ବୈଜୟନ୍ତ ପଣ୍ଡାଙ୍କ ଚାନେଲ୍ ଓଟିଭିକୁ ବିଜେଡ଼ି ଏକଘରିକିଆ କରିଛି । ଓଟିଭିର କୌଣସି ରାଜନୈତିକ ଖବର ଓ ବିତର୍କରେ ଏଣିକି ବିଜେଡ଼ି ସାମିଲ ହେବନାହିଁ । ପକ୍ଷପାତିତାରୁ ନିବୃତ୍ତ ରହି ନିରପେକ୍ଷତା ଅବଲମ୍ବନ କଲେ ଓଟିଭି କାର୍ଯ୍ୟକ୍ରମକୁ ଦଳ ଫେରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି କହିଛି ।
ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଓଟିଭି ନିରପେକ୍ଷ ସମ୍ବାଦ ପରିବେଷଣ କରୁନି । ପକ୍ଷପାତିତା କରି ଭୁଲ ଖବରକୁ ପ୍ରସଙ୍ଗ କରୁଛି । ରାଜ୍ୟ ସରକାର ଓ ବିଜେଡ଼ିକୁ କାଠଗଡ଼ାରେ ଛିଡ଼ା କରାଇବାକୁ ଉଦ୍ୟମ କରୁଛି । ବିତର୍କ କାର୍ଯ୍ୟକ୍ରମଗୁଡ଼ିକରେ ବିଜେଡ଼ିକୁ ପକ୍ଷ ରଖିବାର ସୁଯୋଗ ଦେଉନି । ବିଜେଡ଼ି ପାନେଲିଷ୍ଟମାନଙ୍କୁ କୋଣଠେସା କରାଯାଉଛି । ବିଜେଡ଼ିରୁ ବୈଜୟନ୍ତ ପଣ୍ଡାଙ୍କ ନିଲମ୍ବନ ପରେ ଓଟିଭି ଏହି ଆଭିମୁଖ୍ୟ ଗ୍ରହଣ କରିଛି । ଓଟିଭିର ଏଭଳି ମନମାନି ଓ ପକ୍ଷପାତିତା ଯୋଗୁଁ ବିଜେଡ଼ି ସେମାନଙ୍କ ବିତର୍କ କାର୍ଯ୍ୟକ୍ରମରେ ସାମିଲ ହେବ ନାହିଁ ବୋଲି ଶ୍ରୀ ଦେବ କହିଥିଲେ । ନିରପେକ୍ଷତା ଅବଲମ୍ବନ କଲେ ଯାଇ ଓଟିଭିକୁ କାର୍ଯ୍ୟକ୍ରମକୁ ଫେରିବୁ ବୋଲି ସେ ଦଳର ନିଷ୍ପତ୍ତି ଶୁଣାଇଥିଲେ ।
ଓଟିଭି ଆଜି ନୁହେଁ ୨୦୧୫ ମସିହାରୁ ବିଜେଡ଼ି ଓ ନବୀନ ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ର କରି ଖବର ପରିବେଷଣ କରୁଥିବା ବିଜେଡ଼ି ସମ୍ପାଦକ ବିଜୟ ନାୟକ ଅଭିଯୋଗ କରିଥିଲେ । ଗତ ସାଧାରଣ ନିର୍ବାଚନର ମାତ୍ର ୮ ମାସ ପରେ ଓଟିଭି ଏକ ଓପନିଅନ୍ ପୋଲ୍ କରି ବୈଜୟନ୍ତ ପଣ୍ଡାଙ୍କ ସପକ୍ଷରେ ଜନସମର୍ଥନ ଯୋଗାଡ଼ କରିବାର ଷଡ଼ଯନ୍ତ୍ର କରିଥିଲା । ବୈଜୟନ୍ତଙ୍କୁ ନବୀନଙ୍କ ବିକଳ୍ପ ଭାବେ ଉପସ୍ଥାପିତ କରିବାର ଏହା ଥିଲା ସୁଚିନ୍ତିତ ଚାଲ୍ । ସେବେଠାରୁ ମୁଖ୍ୟମନ୍ତ୍ରୀ ଓ ବିଜେଡ଼ିକୁ ବଦନାମ କରିବା ଓଟିଭିର ମୁଖ୍ୟ ଏଜେଣ୍ଡା ବୋଲି ଶ୍ରୀ ନାୟକ ଅଭିଯୋଗ କରିଥିଲେ ।
ସୂଚନାଯୋଗ୍ୟ, ଗତ ଫେବୃଆରୀ ୧୨ ତାରିଖରେ ଓଟିଭି ବିରୋଧରେ ବିଜେଡ଼ି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିଲା । ବିଜେପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଓଟିଭି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପେଡ୍ ନ୍ୟୁଜ୍ ପରିବେଷଣ କରୁଛି ବୋଲି ଅଭିଯୋଗ କରିଥିଲା । ବିଜେପୁରରେ ଓଟିଭିର ବିତର୍କ କାର୍ଯ୍ୟକ୍ରମକୁ ବିଜେଡ଼ି ବୟକଟ୍ ମଧ୍ୟ କରିଥିଲା ।
ଅନ୍ୟପକ୍ଷରେ ଆଜି ବିଜେଡ଼ି ଆଣିଥିବା ଅଭିଯୋଗ ଉପରେ ଓଟିଭି ସେହି ପୁରୁଣା ସ୍ପଷ୍ଟୀକରଣ ରଖିଛି । ଓଟିଭି ସର୍ବଦା ନିରପେକ୍ଷ ଖବର ପରିବେଷଣ କରେ ବୋଲି ଦାବି କରିଛି । ଚାନେଲ୍ ର ବିତର୍କ କାର୍ଯ୍ୟକ୍ରମରେ ସବୁ ରାଜନୈତିକ ଦଳକୁ ପକ୍ଷ ରଖିବାର ସୁଯୋଗ ଦିଆଯାଉଛି । ମାତ୍ର ଅନେକ ସମୟରେ ବିଜେଡ଼ି ତାଙ୍କ ପକ୍ଷ ରଖିବାକୁ ଆସୁନାହିଁ । ଓଟିଭି ପ୍ଲାଟଫର୍ମକୁ ଆସି ନିଜ ପକ୍ଷ ରଖିବାକୁ କର୍ତ୍ତୃପକ୍ଷ ପାଲଟା ଆହ୍ୱାନ ଦେଇଛନ୍ତି ।
Previous Post

ଓଟିଭି ଫସିଗଲା; ଡିଆଇ କହିଲେ ପାଣ୍ଡିଆନ୍ ଲାଞ୍ଚ ମାଗି ନଥିଲେ

Next Post

ନୂଆ ରାଜ୍ୟପାଳଙ୍କ ଶପଥ

Next Post
ନୂଆ ରାଜ୍ୟପାଳଙ୍କ ଶପଥ

ନୂଆ ରାଜ୍ୟପାଳଙ୍କ ଶପଥ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA