ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ, ଓଡ଼ିଶାରେ ୪ ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏପ୍ରିଲ୧୧, ଏପ୍ରିଲ୍ ୧୮, ଏପ୍ରିଲ ୨୩ ଏବଂ ଏପ୍ରିଲ ୨୯ ରେ ପର୍ଯ୍ୟାୟକ୍ରମେ ୨୧ଟି ଲୋକସଭା ନିର୍ବାଚନମଣ୍ଡଳୀରେ ଭୋଟ ହେବ । ନଜର ପକାନ୍ତୁ, କେଉଁ ତାରିଖରେ କେଉଁ ନିର୍ବାଚନମଣ୍ଡଳୀରେ ହେବ ଭୋଟ ଗ୍ରହଣ ।
ଏପ୍ରିଲ ୧୧
ବ୍ରହ୍ମପୁର
କଳାହାଣ୍ଡି
କୋରାପୁଟ
ନବରଙ୍ଗପୁର
ଏପ୍ରିଲ ୧୮
ଆସ୍କା
ବରଗଡ଼
ବଲାଙ୍ଗୀର
କନ୍ଧମାଳ
ସୁନ୍ଦରଗଡ଼
ଏପ୍ରିଲ ୨୩
ଭୁବନେଶ୍ୱର
କଟକ
ଢ଼େଙ୍କାନାଳ
କେନ୍ଦୁଝର
ପୁରୀ
ସମ୍ବଲପୁର
ଏପ୍ରିଲ ୨୯
ବାଲେଶ୍ୱର
ଭଦ୍ରକ
ଜଗତସିଂହପୁର
ଯାଜପୁର
କେନ୍ଦ୍ରାପଡ଼ା
ମୟୁରଭଞ୍ଜ