Thursday, April 30, 2026 08:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କମୁନି କରୋନା; ବାଲେଶ୍ୱରରୁ ଆଉ ୫ ପଜିଟିଭ୍

by Our Correspondent
27 Apr, 2020- 10:45 AM
in Latest News, News
1 min read
0
କମୁନି କରୋନା; ବାଲେଶ୍ୱରରୁ ଆଉ ୫ ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ କୁ ବୃଦ୍ଧି ପାଇଛି । ବାଲେଶ୍ୱର କଣ୍ଟେନମେଣ୍ଟ ଜୋନ୍ ରୁ ଆଜି ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୪ ମହିଳା ଓ ଜଣେ ପୁରୁଷ ଅଛନ୍ତି । ମହିଳାଙ୍କ ବୟସ ଯଥାକ୍ରମେ ୫୫ ବର୍ଷ, ୨୨ ବର୍ଷ,୨୩ ବର୍ଷ ଏବଂ ୨୯ ବର୍ଷ । ପୁରୁଷଜଣଙ୍କ ୨୭ ବର୍ଷୀୟ ଯୁବକ । ପଜିଟିଭ୍ ରିପୋର୍ଟ ଆସିଥିବା ଏହି ୫ ଜଣଙ୍କଠାରେ ସାମାନ୍ୟ ଲକ୍ଷଣ ଥିଲା ଏବଂ ହୋମ୍ କ୍ୱାରେଣ୍ଟାଇନ୍ ରେ ଥିଲେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍ କରିଛି ।
ଏହି ୫ଙ୍କୁ ମିଶାଇ ବାଲେଶ୍ୱର ଜିଲ୍ଲାରୁ ଏ ପର୍ଯ୍ୟନ୍ତ ୧୫ ଜଣ କରୋନାରେ ଆକ୍ରାନ୍ତ ହେଲେଣି । ବାଲେଶ୍ୱର ଟାଉନ୍ ନେଳିଆବାଗର ୬୧ ନଂ ଆକ୍ରାନ୍ତଙ୍କଠାରୁ ତାଙ୍କର ୭ ଜଣ ସମ୍ପର୍କୀୟ ସଂକ୍ରମିତ ହୋଇସାରିଲେଣି । ଏହି ୬୧ ନଂ ଆକ୍ରାନ୍ତ ବ୍ୟକ୍ତି ଝାଡ଼ଖଣ୍ଡରୁ ଫେରିଥିଲେ । ନୂଆ ୫ ଆକ୍ରାନ୍ତ ତାଙ୍କ ସମ୍ପର୍କୀୟ ନା ନାହିଁ ତାହା ଜଣାପଡ଼ିନାହିଁ । ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା କୁହାଯାଇଛି ।
ଆକ୍ରାନ୍ତ ତାଲିକାର ଶୀର୍ଷରେ ଥିବା ଭୁବନେଶ୍ୱରରୁ ବହୁ ଦିନ ଧରି ଆଉ ପଜିଟିଭ୍ କେସ୍ ଆସୁ ନ ଥିବା ବେଳେ ଯାଜପୁର, ଭଦ୍ରକ ଓ ବାଲେଶ୍ୱରରୁ ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ପଜିଟିଭ୍ ଙ୍କ ମଧ୍ୟରୁ ବାଲେଶ୍ୱର ୬୧ ନଂ ଆକ୍ରାନ୍ତ ସୁପର ସ୍ପ୍ରେଡର୍ ଭାବେ ଉଭା ହୋଇଥିବା ବେଳେ ଅବଶିଷ୍ଟ ପ୍ରାୟ ବ୍ୟକ୍ତିଙ୍କର କୋଲକତା ଲିଙ୍କ୍ ରହିଛି ।
ଲକ୍ ଡାଉନ୍ ସତ୍ତ୍ୱେ କୋଲକୋତାରୁ ଏମାନେ ଓଡ଼ିଶା କେମିତି ଫେରିଲେ, ପ୍ରଶାସନ ଓ ପୁଲିସ କ’ଣ କରୁଥିଲା ତାହା ବଡ଼ ପ୍ରଶ୍ନ ହୋଇଛି । ନିଜ ଦୋଷ ଘୋଡ଼ାଇବାକୁ ଯାଜପୁର ଓ ଭଦ୍ରକ ଜିଲ୍ଲାପାଳ ନାନା ବାହାନା ଦେଖାଉଥିଲେ ମଧ୍ୟ ଏଥିପାଇଁ ନିଶ୍ଚିତ ଭାବେ ସେମାନେ ଦାୟୀ । ଲକ୍ ଡାଉନ୍ ବେଳେ ଯଦି ଏଭଳି ଅବାଧ ପ୍ରବେଶ ଅନ୍ୟବେଳେ ସୀମାନ୍ତରେ କାରବାର କେଉ ଁଭଳି ହେଉଥିବ ତାହା ସ୍ପଷ୍ଟ ଅନୁମେୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଖାସ୍ କରି ଜିଲ୍ଲା ପ୍ରଶାସନର ବିଫଳତା ପାଇଁ ଆଜି ଏହି ଅବସ୍ଥା ବୋଲି ସମାଲୋଚନା କରିଛନ୍ତି ।
ସୂଚନା ଯୋଗ୍ୟ, ବାଲେଶ୍ୱରରୁ ୧୫ ପଜିଟିଭ୍ ବାହାରିଥିବା ବେଳେ ଯାଜପୁରରୁ ୧୮ ଏବଂ ଭଦ୍ରକରୁ ୧୬ ପଜିଟିଭ୍ ଚିହ୍ନଟ ହେଲେଣି ।
Previous Post

କରୋନା ମୁକାବିଲା: ୨୨ ଆଇଏଏସ୍ ଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ

Next Post

କରୋନାରେ ସାମ୍ବାଦିକ ମଲେ ପରିବାରକୁ ୧୫ ଲକ୍ଷ

Next Post
କରୋନାରେ ସାମ୍ବାଦିକ ମଲେ ପରିବାରକୁ ୧୫  ଲକ୍ଷ

କରୋନାରେ ସାମ୍ବାଦିକ ମଲେ ପରିବାରକୁ ୧୫ ଲକ୍ଷ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA