Sunday, May 10, 2026 03:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କେରଳକୁ ଆଉ ୫ କୋଟି ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

by Our Correspondent
19 Aug, 2018- 09:24 PM
in Latest News, News
1 min read
0
କେରଳକୁ ଆଉ ୫ କୋଟି ସହାୟତା ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କେରଳରେ ବନ୍ୟାର ତାଣ୍ଡବ ଜାରି ରହିଛି । ନ ଖାଇ ନ ପିଇ ଲକ୍ଷ ଲକ୍ଷ ଲୋକ ଏବେ ବି ପାଣି ଘେରରେ । ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସବୁଆଡୁ ସାହାଯ୍ୟ ଓ ସହାନୁଭୂତି ଆସିବାରେ ଲାଗିଛି । ଓଡ଼ିଶା ସରକାର ମଧ୍ୟ ସେଥିରେ ପଛଘୁଞ୍ଚା ଦେଇନାହାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହୃଦୟତାର ହାତ ବଢ଼େଇଛନ୍ତି । ତିନି ଦିନ ତଳେ ମୁଖ୍ୟମନ୍ତ୍ରୀ କେରଳକୁ ୫ କୋଟି ଟଙ୍କା ସହାୟତା ଘୋଷଣା କରିଥିଲେ । ଆଜି ଆଉ ୫ କୋଟି ଟଙ୍କା ଅତିରିକ୍ତ ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ଏହି ଟଙ୍କା ଦିଆଯିବ । ଏଥିସହ ୮ କୋଟି ଟଙ୍କା ମୂଲ୍ୟର ୫୦୦ ଏମଟି ପଲିଥିନ୍ ସିଟ୍ କେରଳକୁ ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ଓଡ଼ିଶା ଅଗ୍ନିଶମ ସେବାର ୨୪୪ ଜଣିଆ ଟିମ୍ କେରଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସେହି ଦଳରେ ଅଛନ୍ତି ୨୨୫ ଜଣ ବୈଷୟିକ ଅଧିକାରୀ, ଫାୟାର ମ୍ୟାନ୍ ଓ ବୋଟ ଅପରେଟର । ୬୫ ଟି ରେସକ୍ୟୁ ବୋଟ୍ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଯନ୍ତ୍ରପାତି ସେମାନେ ସାଙ୍ଗରେ ନେଇଛନ୍ତି ।
ସାଧାରଣ ମଣିଷ ପାଇଁ ଏଭଳି ପ୍ରାକୃତିକ ଦୁର୍ବିପାକର ଭୟବହତା କେତେ ତାହା ଓଡ଼ିଶା ଭଲ ଭାବେ ଜାଣେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଭଳି ସମୟରେ କେରଳ ବନ୍ୟା ପ୍ରପୀଡ଼ିତଙ୍କ ସହ ଓଡ଼ିଶା ଦୃଢ଼ ଭାବେ ରହିଥିବା ସେ କହିଛନ୍ତି । ଏହି ଦୁର୍ବିପାକରେ ଜୀବନ ହରେଇଥିବା ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
କେରଳ ବନ୍ୟାରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର କରି ସେମାନଙ୍କୁ ସବୁପ୍ରକାର ସହାୟତା ଯୋଗାଇଦେବାର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଇତିମଧ୍ୟରେ ଶ୍ରମ ବିଭାଗର ଏକ ଟିମ୍ କେରଳରେ ପହଞ୍ଚି ସେଠାରେ ଫସିଥିବା ଓଡ଼ିଆ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି ।
Previous Post

ମୁଣ୍ଡରୁ ତୁଣ୍ଡ; ଶସ୍ତା ହେଲେ ଦାମ ରାଉତ

Next Post

କଂଗ୍ରେସ ରଣନୀତି: ବିଧାୟକଙ୍କ ଟିକେଟ କଟିବନି, ନୂଆ ମୁହଁଙ୍କୁ ଗୁରୁତ୍ୱ

Next Post
କଂଗ୍ରେସ ରଣନୀତି: ବିଧାୟକଙ୍କ ଟିକେଟ କଟିବନି, ନୂଆ ମୁହଁଙ୍କୁ ଗୁରୁତ୍ୱ

କଂଗ୍ରେସ ରଣନୀତି: ବିଧାୟକଙ୍କ ଟିକେଟ କଟିବନି, ନୂଆ ମୁହଁଙ୍କୁ ଗୁରୁତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA