Thursday, June 25, 2026 03:19 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚାକିରି ଛାଡ଼ିଲେ ଆଇଏଏସ ଗଗନ ଧଳ

by Our Correspondent
16 Aug, 2019- 05:13 PM
in Latest News, News
1 min read
0
ଚାକିରି ଛାଡ଼ିଲେ ଆଇଏଏସ ଗଗନ ଧଳ
ଭୁୁବନେଶ୍ୱର: ବରିଷ୍ଠ ଆଇଏଏସ ଅଫିସର ଗଗନ ଧଳ ଚାକିରିରୁ ଇସ୍ତଫା ଦେଇଛନ୍ତି । ଆଜି ସେ ନିଜ ପଦରୁ ଇସ୍ତଫା ଦେବା ସହ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି । ଇସ୍ତଫାପତ୍ରରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇଥିବା କୁହାଯାଉଥିଲେ ମଧ୍ୟ ତାଙ୍କଠାରୁ ଜୁନିୟର୍ ଅସିତ୍ କୁମାର ତ୍ରିପାଠୀ ମୁଖ୍ୟ ଶାସନ ଭାବେ ନିଯୁକ୍ତି ପାଇଥିବାରୁ ସେ ନିଜକୁ ଅପମାନିତ ମନେ କରି ଚାକିରି ଛାଡ଼ିଥିବା ଚର୍ଚ୍ଚା ହେଉଛି ।
୧୯୮୫ ବ୍ୟାଚ୍ ର ଅଧିକାରୀ ଶ୍ରୀ ଧଳ କୃଷି ଉତ୍ପାଦନ କମିଶନର ପଦବୀରେ ଥିଲେ । ତାଙ୍କ ଜାଗାରେ ଗତକାଲି ପ୍ରଦୀପ୍ତ ମହାପାତ୍ରଙ୍କୁ ବଦଳି କରାଯାଇଛି । ୧୯ ତାରିଖରୁ ସେହି ବଦଳି ଆଦେଶ କାର୍ଯ୍ୟକାରୀ ହେବ । କୃଷି ଉତ୍ପାଦନ କମିଶନର ଭାବେ ପ୍ରଦୀପ୍ତ ମହାପାତ୍ରଙ୍କର ବଦଳି ଅର୍ଡର ବାହାରିଥିଲେ ବି ଗଗନ ଧଳଙ୍କର ନୂଆ ପୋଷ୍ଟିଂ ବାହାରି ନାହିଁ । ତେବେ ଅର୍ଡର ବାହାରିବା ପୂର୍ବରୁ ଶ୍ରୀ ଧଳ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସରକାରଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା କୁହାଯାଉଛି ।
ସଚିବାଳୟରେ ଚର୍ଚ୍ଚା ଯେ କୁଆଡ଼େ ଅପମାନ ସହି ନ ପାରି ଶ୍ରୀ ଧଳ ଚାକିରି ଛାଡ଼ି ଦେବାକୁ ନିଷ୍ପତ୍ତି ନେଲେ । ବରିଷ୍ଠତା ଦୃଷ୍ଟିରୁ ସେ ମୁଖ୍ୟ ଶାସନ ସଚିବ ପାଇବା କଥା । ମୁଖ୍ୟ ଶାସନ ସଚିବ ନହେଲେ ନାଇଁ, ଉନ୍ନୟନ କମିଶନର ପଦ ପାଇବେ ବୋଲି ତାଙ୍କର ବିଶ୍ୱାସ ଥିଲା । ମାତ୍ର ତାଙ୍କର ଜୁନିୟର୍ ତଥା ୧୯୮୬ ବ୍ୟାଚ୍ ଆଇଏଏସ୍ ଅସିତ୍ କୁମାର ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଥିବାରୁ ସେ ହଜମ କରିନାହାନ୍ତି । ଏହା ତାଙ୍କ ପାଇଁ ଅପମାନ ବୋଲି ଶ୍ରୀ ଧଳ କୁଆଡ଼େ ମନେ କରୁଛନ୍ତି । ଖାଲି ସେତିକି ନୁହେଁ, ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଉନ୍ନୟନ କମିଶନର ଭାବେ ରାଜ୍ୟ ସରକାର ନିଯୁକ୍ତି ଦେବା ତାଙ୍କ ପାଇଁ କଟା ଘାରେ ଚୂନ ବୋଲିଲା ଭଳି ହୋଇଛି । ଶ୍ରୀ ମହାପାତ୍ର ମଧ୍ୟ ୧୯୮୬ ବ୍ୟାଚ୍ ର ଅଧିକାରୀ । ଅର୍ଥାତ୍ ତାଙ୍କଠାରୁ ବର୍ଷେ ଜୁନିୟର୍ ।
ଶେଷ ଖବର ଅନୁଯାୟୀ, ଶ୍ରୀ ଧଳଙ୍କୁ ମନାଇବା ପାଇଁ ଉଦ୍ୟମ ଚାଲିଛି । ମାତ୍ର ସେ ନିଜ ଜିଦ୍ ରେ ଅଟଳ ରହିଛନ୍ତି । ତେବେ ମନାଇବା ଉଦ୍ୟମ ସଫଳ ହେଲେ ହୁଏତ ତାଙ୍କୁ କୌଣସି ଉଚ୍ଚ ସମ୍ମାନସ୍ପଦ ଜାଗାରେ ନିଯୁକ୍ତି ମିଳିବ । ସୂଚନାଯୋଗ୍ୟ, ଶ୍ରୀ ଧଳ ଆସନ୍ତା ୨୦୨୦ ଜାନୁଆରୀ ମାସରେ ଚାକିରିରୁ ଅବସର ନେବାର ଥିଲା ।
Previous Post

ଥଇଥାନ ହେଲେ ୩୬ ବିଜେଡ଼ି ନେତା

Next Post

ଗଗନ ଧଳଙ୍କୁ ମନାଗଲା! ମୁଖ୍ୟ ଶାସନ ସଚିବ ସମତୁଲ୍ୟ ପଦବୀରେ ଥଇଥାନ

Next Post
ଗଗନ ଧଳଙ୍କୁ ମନାଗଲା! ମୁଖ୍ୟ ଶାସନ ସଚିବ ସମତୁଲ୍ୟ ପଦବୀରେ ଥଇଥାନ

ଗଗନ ଧଳଙ୍କୁ ମନାଗଲା! ମୁଖ୍ୟ ଶାସନ ସଚିବ ସମତୁଲ୍ୟ ପଦବୀରେ ଥଇଥାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA