Wednesday, April 29, 2026 05:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଚାଷୀଙ୍କ ପାଇଁ ୧୦ ହଜାର କୋଟିର ସ୍କିମ୍

by Our Correspondent
21 Dec, 2018- 06:20 PM
in Latest News, News
1 min read
1
ଚାଷୀଙ୍କ ପାଇଁ ୧୦ ହଜାର କୋଟିର ସ୍କିମ୍

ଭୁବନେଶ୍ୱର: ରାଜ୍ୟର ଚାଷୀମାନଙ୍କ ପାଇଁ ଆଜି ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା ଆରମ୍ଭ ହୋଇଛି । ଏଥିରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟ କ୍ୟାବିନେଟ୍ ରେ ଏ ସଂକ୍ରାନ୍ତୀୟ ନିଷ୍ପତ୍ତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୮ ରୁ ୨୦୨୨ ପର୍ଯ୍ୟନ୍ତ ଏହି ଯୋଜନାକୁ କ୍ୟାବିନେଟ୍ ମଂଜୁର କରିଛି । ପରବର୍ତ୍ତୀ ସମୟରେ ଏହାର ନବୀକରଣ କରାଯିବ ।

ଚାଷୀଙ୍କ ଜୀବନଧାରଣ ଓ ଆୟ ବଢ଼ାଇବା ପାଇଁ ‘କାଳିଆ’ ଯୋଜନା ହୋଇଛି । ଏଥିରେ ୩୦ ଲକ୍ଷ ଚାଷୀ ଓ ଭାଗଚାଷୀ ଉପକୃତ ହେବେ । ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଏହି ସ୍କିମ୍ ରେ ବର୍ଷକୁ ମିଳିବ ୧୦ ହଜାର ଟଙ୍କା । ଖରିଫ୍ ଋତୁରେ ୫ ହଜାର ଓ ରବି ଋତୁରେ ୫ ହଜାର ଟଙ୍କା ଦିଆଯିବ । ସେଥିରେ ବିହନ, ସାର ଓ କୀଟନାଶକ କିଣିବେ ଚାଷୀ । ଜୀବିକା ନିର୍ବାହ ପାଇଁ ୭ ଟି କ୍ଷେତ୍ରରେ ପ୍ରୋତ୍ସାହନ ଦିଆଯିବ । ଭୂମିହୀନ ଚାଷୀଙ୍କୁ ଛେଳି,ଛତୁ, କୁକୁଡ଼ା, ମାଛ ଚାଷ ପାଇଁ ପ୍ରୋତ୍ସାହନ ଦିଆଯିବ । ସେଥିପାଇଁ ସରକାର ତାଲିମ ଦେବେ । ପରିବାର ପିଛା ୧୨,୫୦୦ ଟଙ୍କା ଦିଆଯିବ । ୧୦ ଲକ୍ଷରୁ ଅଧିକ ପରିବାର ଏଥିରେ ଉପକୃତ ହେବେ । ୩ ବର୍ଷରେ ସେଥିପାଇଁ ଖର୍ଚ୍ଚ ହେବ ୧୨ ହଜାର ୫୦ କୋଟି । ୫୦% ଭୂମିହୀନ ଚାଷୀଙ୍କୁ ପ୍ରାଥମିକତା ଦିଆଯିବ । ସେଥିପାଇଁ ସରକାର ଖର୍ଚ୍ଚ କରିବେ ୧ ହଜାର କୋଟି ଟଙ୍କା । ଚାଷ ଓ ଚାଷ ଉପକରଣ ଲାଗି ୫ ଲକ୍ଷ ଭୂମିହୀନ ଚାଷୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ।
ଆଜି ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ଘୋଷଣା କରିଥିଲେ । ଚାଷୀକୂଳଙ୍କୁ ମିଛ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା କଂଗ୍ରେସ ଓ ବିଜେପି ଉପରେ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ ।
Previous Post

ଟିଆରପି ଖସୁଛି, ଓଟିଭି ଛାନିଆଁ

Next Post

‘କାଳିଆ’ ରେ କ’ଣ ଅଛି…

Next Post
‘କାଳିଆ’ ରେ କ’ଣ ଅଛି…

‘କାଳିଆ’ ରେ କ’ଣ ଅଛି...

Comments 1

  1. Naba Kishor Mohanty says:
    7 years ago

    Very good proposal for the farmers…..

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA