Monday, May 25, 2026 09:19 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତଙ୍କ ସୁରକ୍ଷାରେ ଧର୍ମେନ୍ଦ୍ର, ଓଡ଼ିଶା ପ୍ରତି ଅପମାନକୁ ଗିଳିଦେଲେ

by Our Correspondent
19 Sep, 2018- 11:54 PM
in Latest News, Politics
1 min read
0
ବୈଜୟନ୍ତଙ୍କ ସୁରକ୍ଷାରେ ଧର୍ମେନ୍ଦ୍ର, ଓଡ଼ିଶା ପ୍ରତି ଅପମାନକୁ ଗିଳିଦେଲେ
ଭୁୁବନେଶ୍ୱର: ନିଜକୁ ଓଡ଼ିଆ ପୁଅର ଗର୍ବ ଦେଖୋଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଓଡ଼ିଆ ପ୍ରୀତି ଧରାପଡ଼ିଛି । ଜଣେ ଅଣଓଡ଼ିଆ ମୁହଁରେ ଓଡ଼ିଶାର ସ୍ୱାଭିମାନ, ଅସ୍ମିତ ଅପମାନିତ ହୋଇ ଚାଲିଥିବା ବେଳେ ତାଙ୍କ ପାଟି ଖୋଲିନି । ଏଥିପାଇଁ ଧାଡ଼ିଟିଏ ନିନ୍ଦା କରିବାକୁ ତାଙ୍କର ମନ ଯାଇନି । ଓଲଟି ସେହି ବ୍ୟକ୍ତିଙ୍କୁ ବନ୍ଧୁ ଭାବେ ସଙ୍ଖୋଳିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ଧର୍ମେନ୍ଦ୍ର ବାବୁ । ନିଜକୁ ମୁଖ୍ୟମନ୍ତ୍ରୀ ଦାବିଦାର କରୁଥିବା ଧର୍ମେନ୍ଦ୍ରଙ୍କର ଓଡ଼ିଶାର ସ୍ୱାଭିମାନ ମୂଲ୍ୟରେ ଏଭଳି ସଂକୀର୍ଣ୍ଣ ରାଜନୀତିକୁ ବିଭିନ୍ନ ସ୍ତରରେ ସମାଲୋଚନା କରାଯାଇଛି ।
ବୈଜୟନ୍ତଙ୍କ ହୀନ ଚରିତ୍ରର ବନ୍ଧୁ କୁହାଯାଉଥିବା ଅଭିଜିତ୍ ଆୟାରଙ୍କ ଓଡ଼ିଶା ଓ ଏହାର ଐତିହ୍ୟ ଓ ସଂସ୍କୃତି ଉପରେ ରୁଚିହୀନ ଟିପ୍ପଣୀ ସମଗ୍ର ରାଜ୍ୟବାସୀଙ୍କୁ ଆଘାତ ଦେଇଛି । ଓଡ଼ିଆ ଲୋକଙ୍କ ପ୍ରତିକ୍ରିୟା ପରେ ସେ ନିଜକୁ ସେଥିରୁ ନିବୃତ୍ତ କରିବା ପରିବର୍ତ୍ତେ ଅଧିକରୁ ଅଧିକ ତାତ୍ସଲ୍ୟ କରିଚାଲିଛନ୍ତି । ବିଧାନସଭାରେ ଏ ସମ୍ପର୍କରେ ଆଲୋଚନାକୁ ସେ କଟାକ୍ଷ କରିଥିବା ବେଳେ ଗଣମାଧ୍ୟମ ଚର୍ଚ୍ଚାକୁ ବିଦ୍ରୁପ କରିଛନ୍ତି । ଓଡ଼ିଶାର ସାମ୍ବାଦିକଙ୍କୁ ସେ ପରଚେଜଡ୍ ପ୍ରେଷ୍ଟିଚୁଟସ୍ ଆଣ୍ଡ ପେଡ୍ ଆଉଟ୍ରେଜରସ୍ କହିବାକୁ ପଛାଇନାହାନ୍ତି ।
ମାତ୍ର ଓଡ଼ିଆ ପୁଅ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଏହା ବାଧିନାହିଁ । ବାଧିଥିଲେ କିମ୍ବା ଓଡ଼ିଶାବାସୀଙ୍କ ପ୍ରତି ସମ୍ବେଦନଶୀଳ ଥିଲେ ସେ ତାହାକୁ ବିରୋଧ କରିଥାଆନ୍ତେ । ନିନ୍ଦା କରିଥାଆନ୍ତେ । ମାତ୍ର ଦୁର୍ଭାଗ୍ୟର କଥା, ଆଜି ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏ ପ୍ରସଙ୍ଗକୁ ଆଦୌ ଯାଇ ନ ଥିଲେ । ବରଂ ଚିଲିକାରେ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡ଼ାଣ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନାଲି ଆଖି ଦେଖାଇଥିଲେ । ପୁରୀ ଏସପିଙ୍କ ପ୍ରତି ସେ ଔଦ୍ଧତ୍ୟ ଶବ୍ଦ ବ୍ୟବହାର କରିଥିଲେ । ଓଡ଼ିଶାରେ ଅଘୋଷିତ ଏର୍ମଜେନ୍ସୀ ଲାଗୁ ହୋଇଥିବା କହି ବୈଜୟନ୍ତଙ୍କୁ ଭରପୁର ସମର୍ଥନ ଦେଇଥିଲେ ଧର୍ମେନ୍ଦ୍ର ।
ସୂଚନାଯୋଗ୍ୟ, ଅଫିସରମାନଙ୍କୁ ନାଲିଆଖି ଦେଖାଇବାରେ ଧର୍ମେନ୍ଦ୍ରଙ୍କର ରେକର୍ଡ ଅଛି । ବିଜେପୁର ଉପନିର୍ବାଚନ ବେଳେ ସେ ଜିଲ୍ଲାପାଳ, ଏସପିଙ୍କ ସମେତ ତଳିଆ ଅଫିସରଙ୍କୁ ବି ନାଲି ଆଖି ଦେଖାଇଥିଲେ । ଜଣେ ଦାୟିତ୍ୱବାନ କେନ୍ଦ୍ରମନ୍ତ୍ରୀଙ୍କ ଆଚରଣ ତାଙ୍କଠାରେ ଅଭାବ ଥିବା ଆଲୋଚନା ହୁଏ ।
Previous Post

ଓଡ଼ିଆ ମିଡ଼ିଆକୁ ନାକ ଟେକିଲେ ବୈଜୟନ୍ତ

Next Post

ଦିଲ୍ଲୀରେ ଗିରଫ ହେଲେ ବୈଜୟନ୍ତଙ୍କ ବନ୍ଧୁ

Next Post
ଦିଲ୍ଲୀରେ ଗିରଫ ହେଲେ ବୈଜୟନ୍ତଙ୍କ ବନ୍ଧୁ

ଦିଲ୍ଲୀରେ ଗିରଫ ହେଲେ ବୈଜୟନ୍ତଙ୍କ ବନ୍ଧୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA