Monday, May 25, 2026 06:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରୀତାଙ୍କୁ ସାମନା କରିବେ ସନତ ଗଡ଼ତିଆ

by Our Correspondent
29 Sep, 2019- 04:54 PM
in Latest News, News, Politics
1 min read
0
ରୀତାଙ୍କୁ ସାମନା କରିବେ ସନତ ଗଡ଼ତିଆ
ଭୁବନେଶ୍ୱର: ବିଜେପୁରରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ସନତ ଗଡ଼ତିଆ । ବିଜେପି କେନ୍ଦ୍ରୀୟ କମିଟି ଆଜି ତାଙ୍କ ନାଁ ଘୋଷଣା କରିଛନ୍ତି । ଗତ ସାଧାରଣ ନିର୍ବାଚନରେ ବିଜେପୁରରୁ ବିଜେଡ଼ି ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ସନତଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ତେବେ ମୁଖ୍ୟମନ୍ତ୍ରୀଙ୍କଠାରୁ ସେ ୫୬ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲେ । ଏବେ ଦ୍ୱିତୀୟ ବାର ନିର୍ବାଚନ ଲଢ଼ିବେ ସନତ । ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ଏବଂ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ସହ ତାଙ୍କର ମୁକାବିଲା ହେବ ।
ମୁଖ୍ୟମନ୍ତ୍ରୀ ଜିତିଥିବା ବିଜେପୁର ଆସନ ନିଜ ଅକ୍ତିଆରକୁ ନେବାକୁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛି । ପ୍ରାର୍ଥୀ ଘୋଷଣାରେ ବିଳମ୍ବ ସତ୍ତ୍ୱେ ଦଳ ବିଜେପୁର ପ୍ରସ୍ତୁତିରେ ପଛରେ ନାହିଁ । ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ବିଜେପୁରରେ ଆରମ୍ଭ କରିଛି ସମରସଜ୍ଜା । ଆଉ ଟାର୍ଗେଟ୍ ରେ ରହିଛନ୍ତି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀ ପୂଜାରୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି । ପ୍ରଶ୍ନ ନଂ (୧) ଆପଣ ବିଜେପୁର ଆସିଥିଲେ କାହିଁକି, ଛାଡ଼ିଲେ କାହିଁକି?(୨) ନିର୍ବାଚନ ବେଳେ ବିଜେପୁରର ବିକାଶ ଦାୟିତ୍ୱ ଆପଣ ନିଜେ ନେଇଥିଲେ । ବର୍ଷକରେ ଆପଣ ବିଜେପୁରର କ’ଣ ବିକାଶ କରିଛନ୍ତି?(୩) ବିନା ଅର୍ଥ ମଂଜୁରୀରେ ନିର୍ବାଚନ ବେଳେ ବହୁ ପ୍ରକଳ୍ପର ଶିଳାନ୍ୟାସ କରିଥିଲ । ସେଗୁଡ଼ିକ ଗଲା କୁଆଡ଼େ?(୪) ୩ ହଜାର କୋଟି ଟଙ୍କାର ଗଙ୍ଗାଧର ମେହେର ଜଳ ପ୍ରକଳ୍ପର ସ୍ଥିତି କ’ଣ?(୫) ନିର୍ବାଚନ ବେଳେ ଚାଷୀଙ୍କୁ ୧୦୦ ଟଙ୍କା ବେନସ୍ ଦେବାକୁ କହିଥିଲ । ଚାଷୀଙ୍କୁ ବୋନସ୍ କେବେ ଦେବେ?
ମୁଖ୍ୟମନ୍ତ୍ରୀଙ୍କଠାରୁ ଏହି ପ୍ରଶ୍ନଗୁଡ଼ିକର ଜବାବ ମାଗିଛନ୍ତି ସାଂସଦ ଶ୍ରୀ ପୂଜାରୀ ।
ଗତକାଲି ରୀତା ସାହୁଙ୍କୁ ବିଜେଡ଼ି ପ୍ରାର୍ଥୀ ଭାବେ ଘୋଷଣା କରିବା ଅବସରରେ ବିଜେପୁର ତାଙ୍କ ପାଇଁ ଫୋକସ୍ ନିର୍ବାଚନମଣ୍ଡଳୀ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
Previous Post

ବିଜେପୁର ପ୍ରାର୍ଥୀ ଘୋଷଣା; ରୀତା ସାହୁଙ୍କୁ ହତାଦର କଲେନି ନବୀନ

Next Post

ମୋଷ୍ଟ ପାୱାରଫୁଲ୍ : ନବୀନ ଖସିଲେ, ଧର୍ମେନ୍ଦ୍ର ଉଠିଲେ

Next Post
ମୋଷ୍ଟ ପାୱାରଫୁଲ୍ : ନବୀନ ଖସିଲେ, ଧର୍ମେନ୍ଦ୍ର ଉଠିଲେ

ମୋଷ୍ଟ ପାୱାରଫୁଲ୍ : ନବୀନ ଖସିଲେ, ଧର୍ମେନ୍ଦ୍ର ଉଠିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA