Monday, May 25, 2026 06:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶାହାଙ୍କ ପଶ୍ଚିମ ଓଡ଼ିଶା ମିଶନ୍

by Our Correspondent
03 Apr, 2018- 08:52 PM
in Latest News, Politics
1 min read
0
ଶାହାଙ୍କ ପଶ୍ଚିମ ଓଡ଼ିଶା ମିଶନ୍
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଆସନ୍ତାକାଲି ପଶ୍ଚିମ ଓଡ଼ିଶା ଆସି ଦୁଇଦିନ ବୁଲିବେ । ବୁଧବାର ଦିନ ଭବାନୀପାଟଣାରେ କର୍ମୀ ସମାବେଶରେ ଉଦବୋଧନ ଦେବେ । ଗୁରୁବାର ଦିନ ବଲାଙ୍ଗୀରରେ ଯୁବସମାବେଶକୁ ସମ୍ବୋଧିତ କରିବେ । ବିଜେପୁରରେ ବିଜେପିର ବିପର୍ଯ୍ୟସ୍ତ ପରେ ନିରବି ଯାଇଥିବା ବିଜେପି ଶାହାଙ୍କ ଗସ୍ତକୁ ଧରି ପଶ୍ଚିମ ଓଡ଼ିଶାରେ ପୁଣି ନିଜର ପତିଆରା ଦେଖାଇବାକୁ ଉଦ୍ୟମ କରିଛି । ଓଡ଼ିଶାରେ ମିଶନ୍ ୧୨୦ ପ୍ଲସ୍ ରେ ପଶ୍ଚିମ ଓଡ଼ିଶାକୁ ବଡ଼ ଅଂଶୀଦାର କରିବାକୁ ଶାହା ଅଣ୍ଟା ଭିଡ଼ିଛନ୍ତି ।
ପଶ୍ଚିମ ଓଡ଼ିଶା ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ଆସନ୍ତାକାଲି ଦିନ ସାଢ଼େ ଗୋଟାଏରେ ଅମିତ୍ ଶାହା ଭବାନୀପାଟଣାରେ ପହଞ୍ଚିବେ । ଲାଲବାହାଦୁର ଷ୍ଟାଡ଼ିୟମ୍ ରେ ଆୟୋଜିତ ମହାସମାବେଶରେ ସେ କର୍ମୀଙ୍କୁ ୧୨୦ ମିଶନ୍ ର ପାଠ ପଢ଼ାଇବେ । ବିଜେପୁର ଝଟକା ପାଇଥିବା ନେତା ଓ କର୍ମୀଙ୍କୁ ଶିଖାଇବେ ଓଡ଼ିଶା ବିଜୟର ମହାମନ୍ତ୍ର । ପରେ ପରେ ସେ ଦଳର ବିସ୍ତାରକମାନଙ୍କ କାର୍ଯ୍ୟର ସମୀକ୍ଷା କରିବେ । ଗତ ସେପ୍ଟେମ୍ବର ମାସରେ ଶାହା ଓଡ଼ିଶା ଆସିଥିବା ବେଳେ ବିସ୍ତାରକମାନଙ୍କୁ ଅନେକ ଟାକ୍ସ ଦେଇଯାଇଥିଲେ । ବିସ୍ତାରକମାନେ ତାହାକୁ କେତେବାଟ ନେଇଛନ୍ତି ପଚାରି ବୁଝିବେ । ପରେ ପରେ ଦଳର କୋର୍ ଟିମ୍ ସହ ସେ ଆଲୋଚନା କରିବେ ।
ଗୁରୁବାର ଦିନ ଶାହା ବଲାଙ୍ଗୀର ଆସିବେ । ସେଠାରେ ଆୟୋଜିତ ଏକ ଯୁବସମାବେଶକୁ ଉଦବୋଧନ ଦେବେ । ବିଜେପି ପ୍ରତି ଯୁବବର୍ଗଙ୍କୁ ଆକୃଷ୍ଟ କରି ମିଶନ୍ ୧୨୦ କୁ ଆଗେଇନେବାର ଲକ୍ଷ୍ୟ ରଖିଛନ୍ତି ଶାହା । ଶାହାଙ୍କ ଗସ୍ତକୁ ସଫଳ କରିବା ପାଇଁ ବିଜେପି ନେତାମାନେ ଭବାନୀପାଟଣା ଓ ବଲାଙ୍ଗୀରରେ ଡେରା ପକାଇଛନ୍ତି । ଦୁଇ ସହରର ରାସ୍ତାଘାଟ ବିଜେପି ପୋଷ୍ଟର ଓ ବ୍ୟାନରରେ ଛାଇ ହୋଇଯାଇଛି ।
ସେପଟେ ଶାହାଙ୍କ ଭବାନୀପାଟଣା ମହାସମାବେଶକୁ ପାଣିଚିଆ କରିବା ପାଇଁ କଂଗ୍ରେସ ଅଣ୍ଟା ଭିଡ଼ିଛି । ଦଳର ବରିଷ୍ଠ ନେତା ଭକ୍ତ ଦାସଙ୍କ ନେତୃତ୍ୱରେ ଆସନ୍ତାକାଲି କଳାହାଣ୍ଡିରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଛି । ୪ ବର୍ଷ ପରେ ଅମିତ୍ ଶାହା କଳାହାଣ୍ଡିକୁ ମନେପକାଇଥିବାରୁ ଭକ୍ତ ତାଙ୍କୁ ତାତ୍ସଲ୍ୟ କରିଛନ୍ତି । ବିଜେଡ଼ି ମଧ୍ୟ ଶାହାଙ୍କ ଗସ୍ତକୁ ନେଇ କଟାକ୍ଷ କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା ଅମିତ୍ ଶାହାଙ୍କ ବିଭିନ୍ନ କଳା କାରନାମା ଉଖାରିଛନ୍ତି । ଶାହାଙ୍କ ପୁଅର ବ୍ୟକ୍ତିଗତ ସମ୍ପତ୍ତି ଆହରଣଠାରୁ ଆରମ୍ଭ କରି ମୋଦି ସରକାରଙ୍କ କୁକର୍ମ ଉପରେ ବର୍ଷିଛନ୍ତି ।
Previous Post

ବିଜେଡ଼ିରୁ ଅତିଶୀଘ୍ର ବହିଷ୍କୃତ ହେବେ ବୈଜୟନ୍ତ !

Next Post

ବଢ଼ିଲା ଉତ୍କଣ୍ଠା; ଆଜି ଖୋଲିବ ରତ୍ନଭଣ୍ଡାର

Next Post
ବଢ଼ିଲା ଉତ୍କଣ୍ଠା; ଆଜି ଖୋଲିବ ରତ୍ନଭଣ୍ଡାର

ବଢ଼ିଲା ଉତ୍କଣ୍ଠା; ଆଜି ଖୋଲିବ ରତ୍ନଭଣ୍ଡାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA