Wednesday, April 29, 2026 09:49 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସିଏଜି ହେବେ ଗିରୀଶ ମୁର୍ମୁ !

by Our Correspondent
06 Aug, 2020- 08:56 AM
in Latest News, National, News
1 min read
0
ସିଏଜି ହେବେ କି ଗିରୀଶ ଚନ୍ଦ୍ର ମୁର୍ମୁ ! ଜାତୀୟ ପାୱାର୍ କରିଡରରେ ଏବେ ସେମିତି କିଛି ଚର୍ଚ୍ଚା ଜୋର୍ ଧରିଛି । କାରଣ ବର୍ତ୍ତମାନ ସିଏଜି ଥିବା ରାଜୀବ ମହର୍ଷି, ଆସନ୍ତା ୮ ତାରିଖରେ ଅବସର ନେଉଥିବା ବେଳେ ଜାମ୍ମୁ-କାଶ୍ମୀର ଉପ ରାଜ୍ୟପାଳ ପଦରୁ ଗିରୀଶ ଚନ୍ଦ୍ର ମୁର୍ମୁ ଇସ୍ତଫା ଦେଇଛନ୍ତି । ସେପଟେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମନୋଜ ସିହ୍ନାଙ୍କୁ ଜାମ୍ମୁ-କାଶ୍ମୀରର ଉପ ରାଜ୍ୟପାଳ ନିଯୁକ୍ତ କରାଯିବ । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ନିଯୁକ୍ତିନାମା ପ୍ରକାଶ ପାଇଛି । ଯେତେଦୂର ଆଶା, ଗିରୀଶ ମୁର୍ମୁଙ୍କୁ ଦେଶର ପରବର୍ତ୍ତୀ ସିଏଜି ପଦରେ ଅବସ୍ଥାପିତ କରିପାରନ୍ତି ମୋଦି ସରକାର ।

ସିଏଜି ଏକ ସାମ୍ବିଧାନିକ ପଦ । ଯେଉଁଥିରେ ମୁଖ୍ୟତଃ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦିଆ ଯାଇଥାଏ । ଯେଉଁ ସରକାର କ୍ଷମତାରେ ରହନ୍ତି, ସେ ତାଙ୍କର ମନ ପସନ୍ଦର ବିଶ୍ୱସ୍ତ ଅଧିକାରୀଙ୍କୁ ଏହି ପଦରେ ରଖିଥାନ୍ତି । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖାସ୍ ବିଶ୍ୱସ୍ତ ଥିବା ଏହି ପୂର୍ବତନ ଓଡ଼ିଆ ପ୍ରାଶାସନିକ ଅଧିକାରୀ ଦେଶର ପ୍ରମୁଖ ଅଡିଟର୍ ଜେନେରାଲ୍ ହେବା ସମ୍ଭାବନା ଅଧିକ ।
୧୯୮୫ ବ୍ୟାଚର ଏହି ଗୁଜରାଟ କ୍ୟାଡର୍ ଆଇଏଏସ୍ ଅଧିକାରୀ, ମୋଦି ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ସହ କାମ କରୁଥିଲେ । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଖର୍ଚ୍ଚ ବିଭାଗରେ ଯୁଗ୍ମ ସଚିବ ଭାବେ ଯୋଗ ଦେଇଥିଲେ । ଗତବର୍ଷ ନଭେମ୍ବର ୩୦ ତାରିଖରେ ସେ ଚାକିରିରୁ ଅବସର ନେଇଥାନ୍ତେ । କିନ୍ତୁ ଗତବର୍ଷ ଅଗଷ୍ଟ ୫ ତାରିଖରେ ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯାଇ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରାଯିବା ପରେ, ଚାକିରିରୁ ଇସ୍ତଫା ଦେଇ ସେ ଉପ ରାଜ୍ୟପାଳ ହୋଇଥିଲେ । ଅକ୍ଟୋବର ମାସରେ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଜାମ୍ମୁ-କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ନିଯୁକ୍ତ କରାଯାଇଥିଲା ।
ସିଏଜି ଏକ ସାମ୍ବିଧାନିକ ପଦ ସତ, କିନ୍ତୁ କ୍ଷମତାରେ ଥିବା ସରକାରର ରାଜନୈତିକ କାର୍ୟ୍ୟକ୍ରମ ପାଇଁ ଏହାର ମୁଖ୍ୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସିଏଜି ଅଧିକାଂଶ ସମୟରେ ବିଭିନ୍ନ ରାଜନେତା ଓ ରାଜନୈତିକ ଦଳଙ୍କ ସଂସ୍ପର୍ଶରେ ଆସିଥାନ୍ତି । ତେଣୁ ସେସବୁକି ହ୍ୟାଣ୍ଡଲ୍ କରି ଗିରୀଶ ମୁର୍ମୁ ହିଁ ମୋଦି ସରକାରଙ୍କ ଆର୍ଥିକ ଇମେଜ୍ ରକ୍ଷା କରିବାକୁ ଉପଯୁକ୍ତ ବ୍ୟକ୍ତିତ୍ୱ ବୋଲି ଚର୍ଚ୍ଚା ହେଉଛି ।
(ବରେନ୍ଦ୍ର କୃଷ୍ଣ ସାହୁଙ୍କ ରିପୋର୍ଟ)
Previous Post

କିମ୍‌ସରେ ଯୋଗଦେଲେ ଡା. ବିଧୁକଲ୍ୟାଣ ମହାନ୍ତି ଓ ଡା. ହେମନ୍ତ କର

Next Post

ସୁଶାନ୍ତ-ଦିଶା: ଡବଲ୍ ମର୍ଡର ଥିଓରି!!

Next Post

ସୁଶାନ୍ତ-ଦିଶା: ଡବଲ୍ ମର୍ଡର ଥିଓରି!!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA