Wednesday, August 26, 2026 12:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୨ ଦିନରେ ଲକ୍ଷେ ଟେଷ୍ଟିଂ, ସଂକ୍ରମଣ ହାର ୫.୫% କୁ ହ୍ରାସ୍

by Our Correspondent
16 Aug, 2020- 10:41 PM
in Latest News, News
1 min read
0
ଭୁୁବନେଶ୍ୱର: ରାଜ୍ୟରେ କୋଭିଡ୍ ଟେଷ୍ଟିଂ ସହ ତାଳ ଦେଇ ପଜିଟିଭି ସଂଖ୍ୟା ବଢ଼ିଛି । ମାତ୍ର ସେଥିପାଇଁ ଛାନିଆଁ ହେବାର କାରଣ ନାହିଁ । ଆଖିକୁ ସଂଖ୍ୟା ବଡ଼ ଦେଖାଯାଉଥିଲେ ମଧ୍ୟ ସଂକ୍ରମଣ ହାର ଯଥେଷ୍ଟ କମିଯାଇଛି । ମୃତ୍ୟୁହାର ବି ଯଥେଷ୍ଟ କମ୍ । ଦେଶରେ ସର୍ବନିମ୍ନ ।
ଠିକ୍ ମାସକ ତଳେ ରାଜ୍ୟରେ କରୋନା ସଂକ୍ରମଣ ହାର ୯.୨% ଥିଲା । ଅର୍ଥାତ୍ ଟେଷ୍ଟିଂ ହେଉଥିବା ୧୦୦ ଜଣଙ୍କ ମଧ୍ୟରୁ ପ୍ରାୟ ୯ ଜଣ ପଜିଟିଭ୍ ଚିହ୍ନଟ ହେଉଥିଲେ । ମାତ୍ର ଆଜିର ଦିନରେ ସେହି ହାର ୫.୫% କୁ ଖସି ଆସିଛି । ଓଡ଼ିଶାରେ କରୋନା ମୃତ୍ୟୁହାର ବି ଦେଶରେ ସର୍ବନିମ୍ନ । ପ୍ରାୟ ୦.୫୮% ଲୋକ କରୋନାରେ ଜୀବନ ହାରୁଥିବା ସରକାରୀ ଭାବେ କୁହାଯାଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜ୍ୟରେ ଗତ ଦୁଇ ଦିନରେ ୧ ଲକ୍ଷରୁ ଅଧିକ ଟେଷ୍ଟିଂ ହୋଇଛି । କରୋନା ସଂକ୍ରମଣରେ ନିୟନ୍ତ୍ରଣ ଆଣିବାକୁ ଟେଷ୍ଟିଂ ହାର ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିସହ ରାଜ୍ୟରେ କରୋନା ଟେଷ୍ଟିଂ ୧୦ ଲକ୍ଷ ଅତିକ୍ରମ କରିବାକୁ ଯାଉଛି ଯାହା ଏକ ମାଇଲଖୁଣ୍ଟ ବୋଲି କୁହାଯାଇଛି ।
ସବୁଠାରୁ ଅଧିକ ସଂକ୍ରମିତ ଜିଲ୍ଲା ଗଞ୍ଜାମରେ ସଂକ୍ରମଣ ହାର ଦ୍ରୁତ ବେଗରେ ହ୍ରାସ୍ ପାଉଛି । ଏହି ହାର ଏବେ ୩.୬% ରେ ପହଞ୍ଚିଛି । ଜିଲ୍ଲାରେ ଗତ ଦୁଇ ଦିନରେ ରେକର୍ଡ ସଂଖ୍ୟକ ୧୪,୯୫୩ ଟେଷ୍ଟିଂ ହୋଇଥିଲା । ସେଥିରୁ ୬୪୫ ପଜିଟିଭ୍ ବାହାରିଛନ୍ତି ।
ହସ୍ପିଟାଲ୍ ଗୁଡ଼ିକରେ କୋଭିଡ୍ କେୟାରର ସୁବ୍ୟବସ୍ଥା ଏବଂ କୋଭିଡ୍ କେୟାର ସେଣ୍ଟରଗୁଡ଼ିକରେ ଉପଯୁକ୍ତ ଯତ୍ନ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଓଡ଼ିଶା ସମ୍ଭବତଃ ଏକମାତ୍ର ରାଜ୍ୟ ଯେଉଁଠି କରୋନା ରୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯାଉଛି । ନାମୀ ଘରୋଇ ହସ୍ପିଟାଲ୍ ଗୁଡ଼ିକର ସହଭାଗିତାରେ ଉଚ୍ଚମାନର ଚିକିତ୍ସା କରାଯାଉଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
Previous Post

As wicketkeeper, MS Dhoni was faster than any pickpocket: Ravi Shastri

Next Post

ଦୁର୍ନୀତିଖୋରଙ୍କୁ ହାଇଡୋଜ୍, ତଥାପି ସୁଧୁରୁନାହାନ୍ତି!

Next Post

ଦୁର୍ନୀତିଖୋରଙ୍କୁ ହାଇଡୋଜ୍, ତଥାପି ସୁଧୁରୁନାହାନ୍ତି!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA