Thursday, June 25, 2026 03:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶ୍ରବଣବାଧିତ ଯୁବବର୍ଗ ଆତିଥ୍ୟ କ୍ଷେତ୍ରରେ ବୃତ୍ତିକୁ ଆପଣାଇବା ପାଇଁ ଆଇଏଚ୍‌ଏମ୍‌ ଭୁବନେଶ୍ୱରର ପ୍ରୟାସ

by Our Correspondent
04 Oct, 2024- 06:38 PM
in News
1 min read
0
ଶ୍ରବଣବାଧିତ ଯୁବବର୍ଗ ଆତିଥ୍ୟ କ୍ଷେତ୍ରରେ ବୃତ୍ତିକୁ ଆପଣାଇବା ପାଇଁ  ଆଇଏଚ୍‌ଏମ୍‌ ଭୁବନେଶ୍ୱରର ପ୍ରୟାସ

ଭୁବନେଶ୍ୱର: ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମଙ୍କ ସଶକ୍ତିକରଣ ବିଭାଗ ଦ୍ୱାରା ପ୍ରାୟୋଜିତ ୧୫୦ ଜଣ ଶ୍ରବଣବାଧିତ ଯୁବକଯୁବତୀଙ୍କୁ ଆତିଥ୍ୟ କାର୍ଯ୍ୟରେ ତାଲିମ ଦେବା ପାଇଁ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ (ଆଇଏଚ୍‌ଏମ୍‌), ଭୁବନେଶ୍ୱର ବିଶେଷ ପଦକ୍ଷେପ ଗ୍ରହଣ କରିଛି । ସେମାନଙ୍କର ଦକ୍ଷତା ବୃଦ୍ଧି ସହ ନିଯୁକ୍ତି ସମ୍ଭାବନା ବୃଦ୍ଧି ନିମନ୍ତେ ଏହି ଅଭୂତପୂର୍ବ କାର୍ଯ୍ୟକ୍ରମ ବେଶ୍‌ ଫଳପ୍ରଦ ହୋଇଛି । ପ୍ରଥମ ପର୍ଯ୍ୟାୟର ପ୍ରଶିକ୍ଷାର୍ଥୀମାନେ ଅକେଫାବର ୨୦୨୪ରେ ସେମାନଙ୍କର ପ୍ରଶିକ୍ଷଣ ସମାପ୍ତ କରିବେ ଏବଂ ସେମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ ନାମୀଦାମୀ ଆତିଥେୟତା ପ୍ରଦାନକାରୀ ସଂସ୍ଥାରୁ ନିଯୁକ୍ତିର ସୁଯୋଗ ପାଇସାରିଛନ୍ତି ।

ସଫଳତାର ସହ ପ୍ରଶିକ୍ଷଣ ଶେଷ କରିଥିବା ବିଦ୍ୟାର୍ଥୀଙ୍କ ମଧ୍ୟରୁ ୧୩ ଜଣ ଜାମସେଦପୁରରେ ଅନୁଷ୍ଠିତ ସମ୍ମାନଜନକ ଜାତୀୟ ଆବିଲିମ୍ପିକ୍‌ ଇଭେଣ୍ଟରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି । ଏହି ଜାତୀୟ ପ୍ଲାଟଫର୍ମ ସେମାନଙ୍କୁ ଦେଶର ଅନ୍ୟ ଦକ୍ଷ ବିଦ୍ୟାର୍ଥୀଙ୍କ ସହ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ସହିତ ପ୍ରତଦ୍ୱନ୍ଦିତା କରିବାର ସୁଯୋଗ ପ୍ରଦାନ କରିବ ।

ଶ୍ରୀ ନିତ୍ୟାନନ୍ଦ ସିଂ ପଦକ ଜିତିବା ସହ ଦିଲ୍ଲୀରେ ହେବାକୁ ଥିବା ଜାତୀୟ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଆଇଏଚ୍‌ଏମ୍‌ ଭୁବନେଶ୍ୱରଙ୍କ ଏହି ପଦକ୍ଷେପ ଶ୍ରବଣବାଧିତ ଯୁବକମାନଙ୍କ ପାଇଁ ବୃତ୍ତିଗତ ସୁଯୋଗ ସୃଷ୍ଟି କରିବା ସହ ଆତିଥ୍ୟ ଶିଳ୍ପରେ ଉନ୍ନତ ପ୍ରଦର୍ଶନ ନିମନ୍ତେ ସକ୍ଷମ କରିବା ପାଇଁ ପ୍ରତିବଦ୍ଧ । ଶାରୀରିକ ଦକ୍ଷତା ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ କୁଶଳୀ କରି ଏକ ସମାବେଶୀ ମାନବସମ୍ବଳ ସୃଷ୍ଟି କରବା ପାଇଁ ଆଇଏଚ୍‌ଏମ୍‌ ତା’ର ପ୍ରୟାସ ଜାରି ରଖିଛି ।

Previous Post

ଓଡ଼ିଶା ରାଜଭବନ ପାଲଟିଛି ଝାଡ଼ଖଣ୍ଡ ନିର୍ବାଚନର ପାଠଶାଳା !

Next Post

ରାଜ୍ୟର ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ସୀମା ୧୫ ରୁ ୨୦ ଲକ୍ଷକୁ ବୃଦ୍ଧି

Next Post
ରାଜ୍ୟର ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ସୀମା ୧୫ ରୁ ୨୦ ଲକ୍ଷକୁ ବୃଦ୍ଧି

ରାଜ୍ୟର ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ସୀମା ୧୫ ରୁ ୨୦ ଲକ୍ଷକୁ ବୃଦ୍ଧି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA