Monday, May 11, 2026 11:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭିନ୍ନକ୍ଷମ ମହିଳାଙ୍କୁ ବଞ୍ଚିବାର ରାହା ଦେଲା ‘ଓଡ଼ିଶା-ମୋ ପରିବାର’

by Our Correspondent
22 Sep, 2021- 10:23 AM
in Latest News, News
1 min read
0
ଭିନ୍ନକ୍ଷମ ମହିଳାଙ୍କୁ ବଞ୍ଚିବାର ରାହା ଦେଲା ‘ଓଡ଼ିଶା-ମୋ ପରିବାର’

ଭୁବନେଶ୍ଵର: ଦୁଃଖୀ ଓ ଅସହାୟଙ୍କ ପାଖରେ ପହଞ୍ଚି ସେମାନଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ ଜାରି ରଖିଛି ଓଡ଼ିଶା ‘ଓଡ଼ିଶା ମୋ ପରିବାର’ । ଜୀବନ ଜୀଇଁବା ପାଇଁ ଆଶାବାଡ଼ି ଖୋଜୁଥିବା ଭୁବନେଶ୍ୱରର ଜଣେ ଭିନ୍ନକ୍ଷମ ମହିଳାଙ୍କୁ ବଞ୍ଚିବାର ରାହା ଦେଇ ପୁଣି ଚର୍ଚ୍ଚାକୁ ଆସିଛି । ନିରନ୍ତର ଭାବେ ‘ଓଡ଼ିଶା ମୋ ପରିବାର’ର ଏଭଳି ସେବାମୂଳକ କାର୍ଯ୍ୟକୁ ବିଭିନ୍ନ ମହଲରୁ ଢ଼େର୍ ପ୍ରଶଂସା ମିଳୁଛି ।

ସାଲିଆସାହି ଅଞ୍ଚଳର ୪୦ ବର୍ଷିୟା ନିତୁ ବେହେରା ବାଲ୍ୟବସ୍ଥାରୁ ଚାଲିବା ଶକ୍ତି ହରାଇ ବସିଛନ୍ତି । ତାଙ୍କର ଚାଲିବା ଓ ବୁଲିବା ପାଇଁ ସେ ସବୁବେଳେ ହ୍ଵିଲଚେୟାର ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଦୁଃଖର ବିଷୟ ଯେ ସେ ଗୋଟେ ହ୍ଵିଲଚେୟାର ପାଇଁ ଅନେକ ସ୍ଵେଚ୍ଛାସେବୀ ସଂଗଠନର ଦ୍ଵାରସ୍ଥ ହୋଇ ନିରାଶ ହୋଇଥିଲେ ।

ଆଜିକୁ ୧୫ବର୍ଷ ପୂର୍ବେ ତାଙ୍କୁ ଏକ ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ଯେଉଁ ହ୍ଵିଲଚେୟାର ମିଳିଥିଲା ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା, ଯଦ୍ଵାରା ସେ ନିଜର ଦୈନନ୍ଦିନ କାମ କରିବାକୁ ଅକ୍ଷମ ହୋଇପଡିଥିଲେ । ଅସହାୟ ହୋଇ ସେ ରାଜେଶ ମହାରଣା ନାମକ ଜଣେ ସମାଜସେବୀଙ୍କୁ ଗୋଟିଏ ହ୍ଵିଲଚେୟାର ଯୋଗାଇ ଦେବାପାଇଁ ଅନୁରୋଧ କରିଥିଲେ । ରାଜେଶ ତୁରନ୍ତ ଏ ସମ୍ପର୍କରେ ଓଡ଼ିଶା-ମୋ ପରିବାରର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ ଓ ସମୀର ପ୍ରଧାନଙ୍କୁ ଯୋଗାଯୋଗ କରିଥିଲେ । ଏହାପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଭିନ୍ନକ୍ଷମ ନିତୁ ବେହେରାଙ୍କୁ ଏକ ହ୍ଵିଲଚେୟାର ଯୋଗାଇ ଦିଆଯାଇଥିଲା ।

ଆଗାମୀ ଦିନରେ ସେ କିପରି ସ୍ଵାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ମଧ୍ୟ ଓଡ଼ିଶା-ମୋ ପରିବାରର ଯୁଗ୍ମ ସମ୍ପାଦକ ଶ୍ରୀ ସମୀର ପ୍ରଧାନ ପ୍ରତିଶୃତି ଦେଇଛନ୍ତି ।

Previous Post

ପ୍ରମୋଦ, ଦୂତୀଙ୍କ ନାମରେ ନାମିତ ହେବ କିଟ୍ ର ଦୁଇ ଷ୍ଟାଡିୟମ୍‍

Next Post

ବଲାଙ୍ଗୀରରେ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ନବୀନ

Next Post
ବଲାଙ୍ଗୀରରେ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ନବୀନ

ବଲାଙ୍ଗୀରରେ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA