Saturday, April 25, 2026 05:10 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଖାର୍କିଭ୍ ରୁ ଉଦ୍ଧାର ହେଲେ ଆଉ ୬୫ ଓଡ଼ିଆ ପିଲା

ଓଡ଼ିଶା ସରକାର ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା କରି ନିରାପଦ ସ୍ଥାନକୁ ଆଣିଲେ

by Our Correspondent
04 Mar, 2022- 06:02 PM
in Latest News, News
1 min read
0
ଖାର୍କିଭ୍ ରୁ ଉଦ୍ଧାର ହେଲେ ଆଉ ୬୫ ଓଡ଼ିଆ ପିଲା

ଭୁବନେଶ୍ୱର: ୟୁକ୍ରେନ୍ ର ଯୁଦ୍ଧ ବିଧ୍ୱସ୍ତ ଖାର୍କିଭ୍ ଓ ପେସୋଚିନ୍ ରେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାର ତାଙ୍କର ଉଦ୍ୟମକୁ ଜୋରଦାର କରିଛନ୍ତି । ଏହି ଦୁଇ ଅଞ୍ଚଳରେ ଥିବା ଫସି ରହିଥିବା ଛାତ୍ରଛାତ୍ରୀମାନେ ଗତ ୩ ଦିନ ଧରି ଭୋକ ଉପାସ ଓ ଆତଙ୍କରେ ଥିବା ବେଳେ ସେମାନଙ୍କୁ ମଧ୍ୟରୁ ଆଜି ୬୫ ଜଣଙ୍କୁ ଉଦ୍ଧାର କରାଯାଇଛି । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଦୁଇଟି ସ୍ୱତନ୍ତ୍ର ବସ୍ ଯୋଗେ ନିରାପଦ ଭାବେ ସେମାନଙ୍କୁ ପଶ୍ଚିମ ୟୁକ୍ରେନ୍ ସୀମାକୁ ଅଣାଯାଇପାରିଛି । ଏହି ଛାତ୍ରଛାତ୍ରୀଙ୍କୁ ବିମାନ ଯୋଗେ ଭାରତକୁ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏ ପର୍ଯ୍ୟନ୍ତ ୧୯୯ ଓଡ଼ିଆ ଛାତ୍ରଛାତ୍ରୀ ନିରାପଦରେ ଭାରତରେ ପହଞ୍ଚିସାରିଲେଣି । ସବୁ ଓଡ଼ିଆ ପିଲାଙ୍କୁ ନିରାପଦ ଭାବେ ଉଦ୍ଧାର କରିବାକୁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଥିବା କୁହାଯାଇଛି ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ସମସ୍ତ ଓଡ଼ିଆଙ୍କୁ ୟୁକ୍ରେନ୍ ରୁ ଉଦ୍ଧାର କରି ଓଡ଼ିଶାରେ ନିରାପଦରେ ପହଞ୍ଚାଇବାର ଦାୟିତ୍ୱ ଓଡ଼ିଶା ସରକାର ନେଇଛନ୍ତି । ୟୁକ୍ରେନ୍ ରୁ ପଳାଇ ଆସି ପଡ଼ୋଶୀ ୪ ଦେଶରେ ଫସି ରହିଥିବା ଓଡ଼ିଆ ପିଲାଙ୍କୁ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୪ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ନିଯୁକ୍ତି ଦିଆଯାଇଛି ।

କିଟ୍ ଏବଂ କିସ୍ ବିଶ୍ୱବିଦ୍ୟାଳୟର ଉପସଭାପତି ବିକ୍ରମାଦିତ୍ୟଙ୍କୁ ସମ୍ପୂର୍ଣ୍ଣ ସମନ୍ୱୟ ରକ୍ଷା ଦାୟିତ୍ୱ ସହ ପୋଲାଣ୍ଡ ପାଇଁ ସ୍ୱତନ୍ତ୍ର ପ୍ରତିନିଧି ନିଯୁକ୍ତି ଦିଆଯାଇଥିବା ବେଳେ ୟୁଏନଏଚସିଆରର ବରିଷ୍ଠ ଅଧିକାରୀ ଆରୁଷୀ ରାୟଙ୍କୁ ହଙ୍ଗେରୀ, ୟୁଏନ ପଲିସି ଅଫିସର ବୈଶାଳୀ ମହାନ୍ତିଙ୍କୁ ରୋମାନିଆ ଏବଂ ହଙ୍ଗେରିଠାରେ ଅବସ୍ଥାପିତ କନସଲଟାଣ୍ଟ ଅନୁରାଗ ପଟ୍ଟନାୟକଙ୍କୁ ସ୍ଲୋଭାକିଆ ପାଇଁ ସ୍ୱତନ୍ତ୍ର ପ୍ରତିନିଧି ଭାବେ ନିଯୁକ୍ତି ଦିଆଯାଇଛି ।

ନୂଆଦିଲ୍ଲୀଠାରେ ଥିବା ଆବାସିକ କମିସନର ନୋଡାଲ୍ ଅଫିସର ଭାବେ ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ରକ୍ଷା କରୁଛନ୍ତି ।

 

 

Previous Post

ଭୁବନେଶ୍ୱରରୁ ମଧୁସ୍ମିତା ଆଚାର୍ଯ୍ୟ କଂଗ୍ରେସର ମେୟର ପ୍ରାର୍ଥୀ

Next Post

ଆଇନ୍‌ ଛାତ୍ରୀ ସ୍ମିତା ମିଶ୍ରଙ୍କୁ ମେୟର ପ୍ରାର୍ଥୀ କଲା କଳିଙ୍ଗ ସେନା

Next Post
ଆଇନ୍‌ ଛାତ୍ରୀ ସ୍ମିତା ମିଶ୍ରଙ୍କୁ ମେୟର ପ୍ରାର୍ଥୀ କଲା କଳିଙ୍ଗ ସେନା

ଆଇନ୍‌ ଛାତ୍ରୀ ସ୍ମିତା ମିଶ୍ରଙ୍କୁ ମେୟର ପ୍ରାର୍ଥୀ କଲା କଳିଙ୍ଗ ସେନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA