Tuesday, May 26, 2026 05:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟ୍ୱିଇନ୍ ସିଟିରେ ସୋମବାରଠୁ ସପିଂ ମଲ୍ ବନ୍ଦ

by Our Correspondent
16 Mar, 2020- 12:21 AM
in Latest News, News
1 min read
0
ଟ୍ୱିଇନ୍ ସିଟିରେ ସୋମବାରଠୁ ସପିଂ ମଲ୍ ବନ୍ଦ
ଭୁୁବନେଶ୍ୱର: ‘କରୋନା’ ସତର୍କତାମୂଳକ ପଦକ୍ଷେପ ଭାବେ ଭୁବନେଶ୍ୱର, କଟକର ସମସ୍ତ ସପିଂ ମଲ୍ କାଲିଠୁଁ ୩୧ ତାରିଖ ଯାଏଁ ବନ୍ଦ ରହିବ । ଆଜି ରାତିରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି । ରାଜ୍ୟର ସମସ୍ତ ସ୍କୁଲ, କଲେଜ, ସୁଇମିଂ ପୁଲ୍, ଜିମ୍, କୋଚିଂ ସେଣ୍ଟର ପୂର୍ବରୁ ବନ୍ଦ କରିଦିଆଯାଇଛି । ସାମାଜିକ କାର୍ଯ୍ୟକ୍ରମ, ଜନଗହଳି ଆଦି ଉପରେ ମଧ୍ୟ କଟକଣା ଜାରି ହୋଇଛି ।
ସେପଟେ ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରିବା ସହ ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ଖୋର୍ଦ୍ଧା, ଗଜପତି ଓ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଉପରେ କଟକଣା ଜାରି କରାଯାଇଛି । କୌଣସି ପର୍ଯ୍ୟଟକ ସେଠାକୁ ନଯିବା ପାଇଁ ବାରଣ କରାଯାଇଛି ।

ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ‘କରୋନା’ ସମ୍ବନ୍ଧୀୟ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗଚୀ କରୋନା ଭାଇରସ୍ କୁ ନ ଡରି ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଏହାର ତଦାରଖ କରୁଛନ୍ତି । ଚାଞ୍ଚଲ୍ୟ, ରହସ୍ୟ ଓ ଗୁଜବଠାରୁ ଜନସାଧାରଣ ଦୂରେଇ ରହି ଶାନ୍ତ ଓ ସଚେତନ ହୋଇ ପରିସ୍ଥିତିର ମୁକାବିଲା କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଏପଟେ, ରାଜ୍ୟ ସରକାର ୪ ଜଣ ଆଇଏଏସ୍ ଅଧିକାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ଅଫିସର ଇନ୍ ସ୍ପେଶାଲ୍ ଡ୍ୟୁଟି(ଓଏସଡି) ଭାବେ ନିଯୁକ୍ତି ଦେଇଛନ୍ତି । ଓଡ଼ିଶା କୋଭିଡ୍-୧୯ ରେଗୁଲେସନ,୨୦୨୦ର କାର୍ଯ୍ୟକାରିତା ଦାୟିତ୍ୱ ସେମାନଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏହି ଅଧିକାରୀମାନେ ହେଲେ ଓମଫେଡର ସିଜିଏମ୍ ସୋମେଶ କୁମାର ଉପାଧ୍ୟାୟ,ଓଏମସି ଲିମିଟେଡ ର ଇଡି ପି.ଅବନେଶ ରେଡ୍ଡୀ, ଗ୍ରୀଡ଼କୋ ଇଡି ପାଟିଲ୍ ଆଶଇଷ ଇଶ୍ୱର ଏବଂ ଓସିଏସି ଓଏସଡି ଦିବାକର ଟି.ଏସ୍ ।
Previous Post

ଚିକେନ୍, ଅଣ୍ଡାରେ ‘କରୋନା’ ଭୟ ନାହିଁ; ଆରାମ୍ ରେ ଖାଆନ୍ତୁ

Next Post

ଓଡ଼ିଶାରେ କରୋନା: ଇଟାଲି ଫେରନ୍ତା ଭୁୁବନେଶ୍ୱରର ଯୁବକ ଆକ୍ରାନ୍ତ

Next Post
ଓଡ଼ିଶାରେ କରୋନା: ଇଟାଲି ଫେରନ୍ତା ଭୁୁବନେଶ୍ୱରର ଯୁବକ ଆକ୍ରାନ୍ତ

ଓଡ଼ିଶାରେ କରୋନା: ଇଟାଲି ଫେରନ୍ତା ଭୁୁବନେଶ୍ୱରର ଯୁବକ ଆକ୍ରାନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA