Wednesday, July 1, 2026 04:06 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ସୁରତ ଫେରନ୍ତା

by Our Correspondent
07 May, 2020- 09:34 PM
in Latest News, News
1 min read
0
୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ସୁରତ ଫେରନ୍ତା
ଭୁବନେଶ୍ୱର: କରୋନା ପଜିଟିଭ୍ ରେ ରେକର୍ଡ । ଆଜି(ଗୁରୁବାର) ସକାଳୁ ସଂଧ୍ୟା ଭିତରେ ୫ଟି ପର୍ଯ୍ୟାୟରେ ୩୪ ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ଆସିଛି । ଗଞ୍ଜାମରୁ ସର୍ବାଧିକ ୨୪ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱରରୁ ୩, ମୟୁରଭଞ୍ଜରୁ ୪, ବାଲେଶ୍ୱରରୁ ୨ ଏବଂ ଜଗତସିଂହପୁର ୧ ପଜିଟିଭ୍ ବାହାରିଛନ୍ତି ।
ଗଞ୍ଜାମର ସମସ୍ତ ୨୪ ଜଣ, ମୟୁରଭଞ୍ଜର ସମସ୍ତ ୪ ଏବଂ ବାଲେଶ୍ୱରର ସମସ୍ତ ୨ ଜଣ ଯାକ ସୁରତ ଫେରନ୍ତା ହୋଇଥିବା ବେଳେ ଜଗତସିଂହପୁର ଆକ୍ରାନ୍ତ ଜଣଙ୍କ କୋଲକତା ଫେରନ୍ତା । ଆଜିର ଏହି ୩୪ ପଜିଟିଭ୍ ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯କୁ ବୃଦ୍ଧି ପାଇଛି ।
ସକାଳୁ ପ୍ରଥମ ଦଫାରେ ଆସିଥିବା ୨୦ ପଜିଟିଭ୍ ମଧ୍ୟରୁ ୧୭ ଗଞ୍ଜାମର ଥିଲା ବେଳେ ୩ ଜଣ ଥିଲେ ମୟୁରଭଞ୍ଜର । ଦ୍ୱିତୀୟ ଦଫାରେ ମୟୁରଭଞ୍ଜର ଜଣେ ୩୫ ବର୍ଷ ଯୁବକଙ୍କର ପଜିଟିଭ୍ ଆସିଥିଲା । ତୃତୀୟ ଦଫାରେ ଜଗତସିଂହପୁରର ୭୦ ବର୍ଷର ବୃଦ୍ଧ ଏବଂ ବାଲେଶ୍ୱରର ୨୬ ଓ ୨୯ ବର୍ଷର ଦୁଇ ଯୁବକ ପଜିଟିଭ୍ ବାହାରିଥିଲେ ।
ଚତୁର୍ଥ ଦଫାରେ ଭୁବନେଶ୍ୱରରୁ ଚିହ୍ନଟ ୩ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ମଞ୍ଚେଶ୍ୱରର ୩୬ ବର୍ଷର ଯୁବକ, ଭିଏସଏସ ନଗରର ୩୪ ବର୍ଷ ଯୁବକ ଏବଂ ସୂର୍ଯ୍ୟନଗରର ୬୭ ବର୍ଷର ବୃଦ୍ଧ । ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ପଞ୍ଚମ ଦଫାରେ ଗଞ୍ଜାମରୁ ୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ବୟସ ଯଥାକ୍ରମେ ୪୩, ୪୮, ୨୫, ୨୯, ୩୯, ୨୫ ଏବଂ ୬୦ ବର୍ଷ । ସମସ୍ତେ ପୁରୁଷ ।
ବର୍ତ୍ତମାନର ସ୍ଥିତିରେ ଯାଜପୁରରୁ ସର୍ବାଧିକ ୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୫୦ ଚିହ୍ନଟ ହୋଇଛନ୍ତି । ମାତ୍ର ୪ ଦିନରେ ଗଞ୍ଜାମରୁ ୨୮ ଜଣ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରୁ ପଜିଟିଭ୍ ସଂଖ୍ୟା ୨୭ ରେ ପହଞ୍ଚିଛି । ମୋଟାମୋଟି ରାଜ୍ୟର ୧୮ ଟି ଜିଲ୍ଲାକୁ କରୋନା ଛୁଇଁଛି ।
୬୨ ଜଣ ସୁସ୍ଥ ଓ ୨ ଜଣଙ୍କର ମୃତ୍ୟୁ ହୋଇଥିବାରୁ ଏବେ ଚିକିତ୍ସାରେ ଥିବା କରୋନା ରୋଗୀ(ଆକ୍ଟିଭ୍) ଙ୍କ ସଂଖ୍ୟା ହେଉଛି ୧୫୫ ।

Previous Post

ଅକ୍ଟୋବର ସୁଦ୍ଧା କରୋନା ପ୍ରତିଷେଧକ ଟୀକା!

Next Post

ରଥ ନିର୍ମାଣକୁ ଅନୁମତି, ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କର

Next Post
ରଥ ନିର୍ମାଣକୁ ଅନୁମତି, ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କର

ରଥ ନିର୍ମାଣକୁ ଅନୁମତି, ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA