Saturday, May 30, 2026 01:34 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଟିଭି ଏମଡିଙ୍କୁ ଡିସିପିଙ୍କ ଜରିଆରେ ସମନ୍

by Our Correspondent
22 Sep, 2020- 06:17 PM
in Latest News
1 min read
0
ଓଟିଭି ଏମଡିଙ୍କୁ ଡିସିପିଙ୍କ ଜରିଆରେ ସମନ୍

ଭୁବନେଶ୍ୱର: ଗତକାଲି ରାଜ୍ୟ ମହିଳା କମିଶନଙ୍କ ଦ୍ୱାରରେ ହାଜିରା ପକାଇ ପଳାଇ ଆସିଥିବା ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡାଙ୍କୁ ପୁଣି ସମନ୍ ହୋଇଛି । ଆସନ୍ତା ଅକ୍ଟୋବର ୧ ତାରିଖ ଦିନ ୧୧ଟା ବେଳେ ହାଜର ହେବାକୁ କୁହାଯାଇଛି । ଡିସିପିଙ୍କ ଜରିଆରେ ମହିଳା କମିଶନଙ୍କ ପକ୍ଷରୁ ଆଜି ଏହି ସମନ୍ ଜାରି କରାଯାଇଛି ।

ମହିଳା କମିଶନଙ୍କ ସମନ୍ ପାଇ ଗତକାଲି ଜାଗୀ ସେଠାରେ ହାଜର ହୋଇଥିଲେ । ସିରିଏଲ୍ ନଂ ୨ ମାମଲାର ଶୁଣାଣି ଚାଲିଥିବାରୁ କିଛି ସମୟ ଅପେକ୍ଷା କରିବାକୁ କୁହାଯାଇଥିଲା । ସିରିଏଲ୍ ନଂ ୩ ରେ ତାଙ୍କର ପାଳି ପଡ଼ିଥାଆନ୍ତା । ମାତ୍ର ଜାଗୀ ଅପେକ୍ଷା କଲେ ନାହିଁ । ତାଙ୍କର ବହୁତ କାମ ଅଛି ବୋଲି ଲିଖିତ ଭାବେ ଜଣାଇ ପଳାଇ ଆସିଥିଲେ । କମିଶନଙ୍କ ଅଦାଲତରେ ନିଜ ପକ୍ଷ ନ ରଖି ଏକ ପ୍ରେସ୍ ରିଲିଜ୍ ଜରିଆରେ ସଫେଇ ରଖିଲେ ।

ଏହା ପୂର୍ବରୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ପକ୍ଷରୁ ଜାଗୀଙ୍କୁ ହାଜିରା ହୋଇ ପକ୍ଷ ରଖିବାକୁ ୪୮ ଘଣ୍ଟାର ମହଲତ ଦିଆଯାଇଥିଲା । ମାତ୍ର ସେ ତାହାକୁ ଖାତିର କରି ନ ଥିଲେ ।

ଗୋଟେ ୧୩ ବର୍ଷର ଝିଅକୁ ୧୫ ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି । ଓଟିଭିର ୪ ଜଣ କର୍ମଚାରୀ, ଜଣେ ପୁଲିସଙ୍କ ସମେତ ୭ ଜଣ ଏଥିରେ ଅଭିଯୁକ୍ତ ଅଛନ୍ତି । ମାମଲା ଚପାଇଦେବାକୁ ଓଟିଭି ଏମଡି ଉଦ୍ୟମ କରିଥିବାର ଅଭିଯୋଗ ପୀଡ଼ିତାଙ୍କ ମାଆ କରିଛନ୍ତି ।

ଏହି ମାମଲାରେ ପୁଲିସର ଭୂମିକା ସନ୍ଦେହ ଘେରକୁ ଆସିସାରିଛି । ପୋକସୋ ଆକ୍ଟରେ ମାମଲା ରୁଜୁ ହେବାର ୨୨ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ । ସେହିଭଳି ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ସହ ମାମଲାକୁ ଚପେଇ ଦେବା ଅଭିଯୋଗରେ ଛନ୍ଦି ହୋଇଥିବା ଓଟିଭି ଏମଡିଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନାହିଁ ।

ଇତିମଧ୍ୟରେ ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ଉକ୍ତ ମାମଲାର ତଦନ୍ତ ରିପୋର୍ଟ ପୁଲିସକୁ ମଗାଯାଇଥିଲେ ମଧ୍ୟ ତାହା ହସ୍ତଗତ ହୋଇନାହିଁ । କରୋନାର ଆଳ ଦେଖାଇ ପୁଲିସ ଏହାକୁ ଆଉ ତିନି ସପ୍ତାହ ଗଡ଼ାଇ ଦେଇଛି ।

Previous Post

ପ୍ରେମାନନ୍ଦଙ୍କ ପତ୍ନୀ ବି ଚାଲିଗଲେ

Next Post

ନାବାଳିକା ଗଣଦୁଷ୍କର୍ମ: ସାଂସଦ ଅପରାଜିତାଙ୍କର ରହସ୍ୟମୟ ନିରବତା

Next Post
ନାବାଳିକା ଗଣଦୁଷ୍କର୍ମ: ସାଂସଦ ଅପରାଜିତାଙ୍କର ରହସ୍ୟମୟ ନିରବତା

ନାବାଳିକା ଗଣଦୁଷ୍କର୍ମ: ସାଂସଦ ଅପରାଜିତାଙ୍କର ରହସ୍ୟମୟ ନିରବତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA