Thursday, June 25, 2026 01:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିବାହରେ ୨୦୦, ଅନ୍ତେଷ୍ଟିକ୍ରିୟାରେ ୫୦ ଲୋକଙ୍କୁ ଅନୁମତି

ରାଜ୍ୟ ସରକାରଙ୍କ ଡିସେମ୍ବର ଗାଇଡଲାଇନ୍ ଜାରି

by Our Correspondent
30 Nov, 2020- 09:46 PM
in Latest News, News
1 min read
0
ବିବାହରେ ୨୦୦, ଅନ୍ତେଷ୍ଟିକ୍ରିୟାରେ ୫୦ ଲୋକଙ୍କୁ ଅନୁମତି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଡିସେମ୍ବର ମାସର ଅନଲକ୍-୭ ଗାଇଡଲାଇନ୍ ଜାରି କରାଯାଇଛି । ଏଥିରେ ସାମାଜିକ ଓ ଧାର୍ମିକ ସମାବେଶକୁ ବାରଣ କରାଯାଇଥିଲା ବେଳେ ବିବାହ ଉତ୍ସବରେ ୨୦୦ ଏବଂ ଅନ୍ତେଷ୍ଟିକ୍ରିୟାରେ ସର୍ବାଧିକ ୫୦ ଜଣ ଲୋକଙ୍କ ଯୋଗଦାନକୁ ଅନୁମତି ଦିଆଯାଇଛି । ବିବାହ ଆୟୋଜିତ ହଲ୍ ର ୫୦ ଭାଗ କ୍ଷମତାକୁ ଉପଯୋଗ କରାଯିବ ।

ସ୍କୁଲ, କଲେଜ ଖୋଲିବା ନିଷ୍ପତ୍ତି ସଂପୃକ୍ତ ବିଭାଗ ଉପରେ ଛଡ଼ାଯାଇଛି । ସମସ୍ତଙ୍କ ସହ ବିଚାରବିମର୍ଷ କରି ନବମରୁ ଦ୍ୱାଦଶ ଶ୍ରେଣୀ ଖୋଲିବା ନିଷ୍ପତ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ନେବ । ସେହିଭଳି କଲେଜ ଖୋଲିବା ନିଷ୍ପତ୍ତି ଉଚ୍ଚଶିକ୍ଷା ବିଭାଗ ନେବ । ଇଂଜିନିୟରିଂ ଓ ବୈଷୟିକ ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ସଂପୃକ୍ତ ବିଭାଗ ନେବ । ତେବେ ଏସଓପି ଗାଇଡଲାଇନ୍ ମତେ ଡିସେମ୍ବର ୧ ରୁ ମେଡ଼ିକାଲ୍ କଲେଜରେ ପାଠପଢ଼ା ଆରମ୍ଭ ହେବ । ଡିସେମ୍ବର ୩୧ ଯାଏଁ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ ।

ସିନେମା ହଲ୍, ଅଡିଟୋରିୟମ୍, ସୁଇମିଂ ପୁଲ୍ ଖୋଲିବାକୁ ଅନୁମତି ଦିଆଯାଇନାହିଁ । ସେହିଭଳି ପ୍ରଦର୍ଶନୀ ଓ ମେଳା ଉପରେ କଟକଣା ବଳବତ୍ତର ରଖାଯାଇଛି । ଫଳରେ ଡିସେମ୍ବର ମାସରେ ହେବାକୁ ଥିବା ତୋଷାଳି ଏବଂ ଶିଶିର ସରସ ମେଳା ଅନୁଷ୍ଠିତ ହୋଇପାରିବ ନାହିଁ । ଡିସେମ୍ବର ୩୧ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ ।

ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ଉପରେ ଛଡ଼ାଯାଇଛି । ପ୍ରଶାସନ ଚାହିଁଲେ ଅନୁମତି ଦେଇପାରିବେ । କଣ୍ଟେନମେଣ୍ଟ ଜୋନ୍ ରେ ଲକଡାଉନ୍ ଜାରି ରହିବ । ସ୍ଥାନୀୟ ପ୍ରଶାସନ ଏହାର ନିଷ୍ପତ୍ତି ନେବେ ।

ସରକାରୀ ଓ ଘରୋଇ ଅଫିସ୍ ଗୁଡ଼ିକ ଏସଓପି ଆଧାରରେ ଚାଲିବ । ସବୁକ୍ଷେତ୍ରରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ହାତ ସଫା ରଖିବା ଭଳି କୋଭିଡ ନିୟମ କଡ଼ାକଡ଼ି ପାଳନ ହେବ ବୋଲି ଗାଇଡଲାଇନ୍ ରେ କୁହାଯାଇଛି ।

Previous Post

‘ସକାଳ’ ର ସମ୍ପାଦକ ଦାୟିତ୍ୱରେ ଡଃ ଉମାକାନ୍ତ ମିଶ୍ର

Next Post

ପ୍ରଦୀପଙ୍କ ଜନବିରୋଧୀ କାର୍ଯ୍ୟର କଡ଼ାଗଣ୍ଡା ହିସାବ ଦେଲା ବିଜେଡ଼ି

Next Post
ପ୍ରଦୀପଙ୍କ ଜନବିରୋଧୀ କାର୍ଯ୍ୟର କଡ଼ାଗଣ୍ଡା ହିସାବ ଦେଲା ବିଜେଡ଼ି

ପ୍ରଦୀପଙ୍କ ଜନବିରୋଧୀ କାର୍ଯ୍ୟର କଡ଼ାଗଣ୍ଡା ହିସାବ ଦେଲା ବିଜେଡ଼ି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA