Tuesday, August 11, 2026 06:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପେପରଲେସ୍ ହେଲା ଆରଟିଓ

୯ଟି ଅନଲାଇନ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

by Our Correspondent
10 Feb, 2021- 09:33 PM
in Latest News, News
1 min read
0
ପେପରଲେସ୍ ହେଲା ଆରଟିଓ

ଭୁବନେଶ୍ୱର: ଗାଡି କାଗଜପତ୍ର ହେଉ କି ଡ୍ରାଇଭିଂ ଲାଇସେନସ୍ ହେଉ, ଆରଟିଓ ଅଫିସ୍ ଆଗରେ ଲମ୍ବା ଲାଇନ୍ କରି ଆଉ ଛିଡ଼ା ହେବାକୁ ପଡ଼ିବନି କିମ୍ବା ଦଲାଲଙ୍କୁ ଖର୍ଚ୍ଚପାଣି ଦେଇ କାମ କରାଇବାର ଟେନସନ୍ ନେବାକୁ ପଡ଼ିବନି । ଲୋକମାନେ ସବୁ ଜାଗାରୁ ସବୁ ସମୟରେ ଯେ କୌଣସି ଆରଟିଓରୁ ସେବା ପାଇପାରିବେ ।

ଅର୍ଥାତ୍ ଆରଟିଓ ଅଫିସ୍ ରେ ଆଉ କାଗଜପତ୍ରରେ କାମ ନାହିଁ । ଯାହା ହେବ ଅନଲାଇନ୍ ରେ । ଜଣେ ବ୍ୟକ୍ତି ତାଙ୍କ ଇଚ୍ଛା ଅନୁସାରେ ରାଜ୍ୟର ଯେ କୋ÷ଣସି ଆରଟିଓ ଅଫିସ୍ ରେ ତାଙ୍କ ଗାଡି ରେଜିଷ୍ଟ୍ରି କରାଇପାରିବେ । ଅନ୍ୟାନ୍ୟ ସେବା ବି ପାଇପାରିବେ । ୫-ଟି କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିବହନ ବିଭାଗର ୯ଟି ଅନଲାଇନ୍ ସେବାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ରାଜ୍ୟ ଭାବେ ଲର୍ଣ୍ଣସ୍ ଲାଇସେନସ୍ ମୋବାଇଲ୍ ଆପ୍ ର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଶୁଭାରମ୍ଭ ହୋଇଥିବା ଅନଲାଇନ୍ ସେବାଗୁଡ଼ିକ ହେଲା:

1. Automated and Hassle free Vehicle Registration
2. Auto Approval of Contract Carriage Permit
3. Auto Approval of Goods Carriage Permit
4. Auto Approval of Inter State Special Permit for buses
5. Auto Approval of Inter Region Special Permit for buses
6. International Driving Permit
7. Learner’s Licence in UMANG mobile APP
8. Renewal of Registration in any RTO
9. Transfer of Ownership in any RTO

ଏହି ବ୍ୟବସ୍ଥା ଫଳରେ ଆରଟିଓ ଅଫିସରୁ ଦଲାଲ ହଟିବା ସହ ବାର୍ଷିକ ୧ କୋଟି ପୃଷ୍ଠାର କାଗଜ ବଞ୍ଚିପାରିବ । ଏହି ୧ କୋଟି ପୃଷ୍ଠାର କାଗଜ ବଞ୍ଚିଲେ ୧,୦୦୦ ଗଛ ରକ୍ଷା ପାଇପାରିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ପରିବହନ ଅଫିସ ଆଗରେ ଲମ୍ବା ଧାଡିରେ ଛିଡ଼ା ହେବାର ଯୁଗ ଶେଷ ହୋଇଗଲା । ଅନଲାଇନ୍ ଜରିଆରେ ଜନସାଧାରଣଙ୍କୁ ବାଧାମୁକ୍ତ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିବଦ୍ଧ । ଡିଜିଟାଲ୍ ଟେକନୋଲୋଜି ବ୍ୟବହାରରେ ପରିବହନ ପ୍ରାଧିକରଣର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।

ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ, ପରିବହନ କମିଶନର ସଞ୍ଜୀବ ପଣ୍ଡା, ଏପିସି ରାଜକୁମାର ଶର୍ମା, ଏନଆଇସି ଡିଜି ଡ. ନୀତା ବର୍ମା ଏବଂ ବିଭାଗୀୟ ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ପରିବହନ ଅଫିସରେ ଏହି ରୂପାନ୍ତରିକରଣ ଜନସାଧାରଣଙ୍କ ଦ୍ୱାରା ବେଶ୍ ଆଦୃତ ହେଉଥିବା ସେ ସୂଚନା ଦେଇଥିଲେ ।

Previous Post

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଶ୍ରୀମନ୍ଦିର ସେବାୟତ

Next Post

ବାଇ-ଲ’ ପ୍ରତ୍ୟାହାର ପାଇଁ ୨୪ ଘଣ୍ଟା ମହଲତ୍

Next Post
ବାଇ-ଲ’ ପ୍ରତ୍ୟାହାର ପାଇଁ ୨୪ ଘଣ୍ଟା ମହଲତ୍

ବାଇ-ଲ' ପ୍ରତ୍ୟାହାର ପାଇଁ ୨୪ ଘଣ୍ଟା ମହଲତ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA