Thursday, November 12, 2026 08:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜାତିଆଣ ମନ୍ତବ୍ୟ: ମୁଖ୍ୟମନ୍ତ୍ରୀଙ୍କ ବାପାଙ୍କୁ ବାନ୍ଧିଲା ଛତିଶଗଡ଼ ପୁଲିସ

ଆଇନର ଉଦ୍ଧ୍ୱର୍ରେ କେହି ନୁହଁନ୍ତି: ବାଘେଲ୍

by Our Correspondent
07 Sep, 2021- 11:38 PM
in Latest News, National, News
1 min read
0
ଜାତିଆଣ ମନ୍ତବ୍ୟ: ମୁଖ୍ୟମନ୍ତ୍ରୀଙ୍କ ବାପାଙ୍କୁ ବାନ୍ଧିଲା ଛତିଶଗଡ଼ ପୁଲିସ

ନୂଆଦିଲ୍ଲୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ୮୬ ବର୍ଷୀୟ ବାପା ନନ୍ଦ କୁମାର ବାଘେଲଙ୍କୁ ରାଇପୁର ପୁଲିସ ଦିଲ୍ଲୀରୁ ଗିରଫ କରିଛି । ବ୍ରାହ୍ମଣମାନଙ୍କ ପ୍ରତି ଅସୂୟା ମନ୍ତବ୍ୟ ଦେଇଥିବାରୁ ଏତଲା ଆଧାରରେ ପୁଲିସ ତାଙ୍କୁ ଗିରଫ କରି ଆଜି ରାଇପୁର କୋର୍ଟରେ ହାଜର କରିଥିଲା । ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଜଣେ ମୁଖ୍ୟମନ୍ତ୍ରୀଙ୍କ ବାପା ରାଜ୍ୟ ପୁଲିସ ହାତରେ ବନ୍ଧାହେବା ଘଟଣା ସମସ୍ତଙ୍କ ପାଇଁ ରୋଚକ ବିଷୟ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ବାଘେଲ୍ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି- ‘ଜଣେ ପୁଅ ଭାବେ ମୁଁ ମୋ ବାପାଙ୍କୁ ସମ୍ମାନ କରେ । କିନ୍ତୁ ସେହି ବାପାଙ୍କ କୌଣସି ଭୁଲ୍ କାର୍ଯ୍ୟ ଯେତେବେଳେ ସାମାଜିକ ବିଭ୍ରାଟ୍ ସୃଷ୍ଟି କରେ ସେତେବେଳେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ବରଦାସ୍ତ କରାଯାଇପାରିବ ନାହିଁ । ଆମ ସରକାରରେ ଆଇନର ଉଦ୍ଧ୍ୱର୍ରେ କେହି ନୁହଁନ୍ତି । ତେଣିକି ସେ ମୁଖ୍ୟମନ୍ତ୍ରୀଙ୍କ ବାପା ହୁଅନ୍ତୁ ନା କାହିଁକି’ ।

କିଛି ଦିନ ତଳେ ଲକ୍ଷ୍ମୋରେ ଏକ ସଭାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବାପା ନନ୍ଦ କୁମାର ବାଘେଲ୍ ବ୍ରାହ୍ମଣମାନଙ୍କୁ ଆଉଟସାଇଡର୍ସ (ବିଦେଶୀ) ବୋଲି ଟିପ୍ପଣୀ ଦେବା ସହ ସେମାନେ ନିଜକୁ ସୁଧାରନ୍ତୁ ନଚେତ୍ ଗଙ୍ଗାରୁ ଭୋଲଗା ଯିବା ପାଇଁ ପ୍ରସ୍ତୁତ ହୋଇଯାନ୍ତୁ ବୋଲି କହିଥିଲେ । ସୋସିଆଲ୍ ମିଡ଼ିଆରେ ଏହା ଭାଇରାଲ୍ ହେବା ପରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଖୋଦ୍ ମୁଖ୍ୟମନ୍ତ୍ରୀ ବାଘେଲ ଏହାକୁ ହଜମ କରି ନ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ବାପାଙ୍କ ଏହି ଜାତିଆଣ ମନ୍ତବ୍ୟକୁ ନେଇ ଛତିଶଗଡ଼ ବ୍ରାହ୍ମଣ ସମାଜ ପ୍ରବଳ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ । ରାଇପୁରର ଡିଡି ନଗର ଥାନାରେ ତାଙ୍କ ବିରୋଧରେ ଏତଲା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବାପାଙ୍କ ଏହି ମନ୍ତବ୍ୟ ଉତ୍ତେଜନା ଖେଳାଇବା ସହ ଜାତିଆଣ ବିଦ୍ୱେଷ ସୃଷ୍ଟି କରିଛି ବୋଲି ଏତଲାରେ ଦର୍ଶାଯାଇଥିଲା ।

ଆଉ ଏହି ଏତଲା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ରୁ ନିର୍ଦ୍ଦେଶ ଯାଇଥିଲା । ଆଜି କୋର୍ଟରେ ନନ୍ଦ କୁମାର ବାଘେଲ୍ ଙ୍କୁ ପୁଲିସ ହାଜର କଲା ବେଳେ ସେ ଜାମିନ୍ ଆବେଦନ କରି ନ ଥିଲେ ।

Previous Post

ଅବହେଳା ଦେଖିଲେ ପୁଣି ଲକଡାଉନ୍: ମୁଖ୍ୟମନ୍ତ୍ରୀ

Next Post

ହୃଦଘାତରେ ପ୍ରାଣ ହରାଇଲେ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୟ ପଣ୍ଡା

Next Post
ହୃଦଘାତରେ ପ୍ରାଣ ହରାଇଲେ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୟ ପଣ୍ଡା

ହୃଦଘାତରେ ପ୍ରାଣ ହରାଇଲେ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୟ ପଣ୍ଡା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA