Tuesday, May 12, 2026 08:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ସଫଳତାର ସହ ନିଟ୍ ପରୀକ୍ଷା ଶେଷ

by Our Correspondent
12 Sep, 2021- 09:25 PM
in News
1 min read
0
ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ସଫଳତାର ସହ ନିଟ୍ ପରୀକ୍ଷା ଶେଷ

ସାଲେପୁର : ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲ ଖଣ୍ଡସାହି ନିଟ୍ ପରୀକ୍ଷା ସେଣ୍ଟରରେ ସଫଳତାର ସହ ଶେଷ ହୋଇଛି । ସ୍କୁଲ କର୍ତ୍ତୃପକ୍ଷଙ୍କ ସଫଳ ପରୀକ୍ଷା ଆୟୋଜନ ଓ ଜାତୀୟ ସ୍ତରୀୟ ଭିତ୍ତିଭୂମି ଥିବାରୁ କରୋନା କଟକଣା ଭିତରେ ପରୀକ୍ଷା ହୋଇପାରିଛି । ଏଠାରେ ୩ଶହ ପରୀକ୍ଷାର୍ଥୀ ନିଟ୍ ପରୀକ୍ଷା ଦେଇବାକୁ ଥିବାବେଳେ ୨୯୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେିଛନ୍ତି । ପରୀକ୍ଷା ଲାଗି ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ଉନ୍ନତ ଭିତ୍ତିିଭୂମି ଯୋଗାଇ ଦେଇଥିଲେ ସ୍କୁଲ କର୍ତ୍ତୃପକ୍ଷ ।

ଏଥିପାଇଁ କୋଭିଡ ଗାଇଡ ଲାଇନ ଅନୁସାରେ ସ୍ୱତନ୍ତ୍ର ବାରିକେଟ ସହ ଅଲଗା ଅଲଗା ରୋ ଓ କାଉନସେଲିଂ ସେଣ୍ଟର କରାଯାଇଥିଲା । ଗୋଟିଏ ହଲରେ ୧୨ ଜଣ ପରୀକ୍ଷାର୍ଥୀ ସାମାଜିକ ଦୂରତା ନିୟମ ରକ୍ଷା କରି ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଥିଲା । ମୋଟ ୨୫ଟି ହଲରେ ପରୀକ୍ଷା କରାଯାଇଥିଲା । ପରୀକ୍ଷା ଲାଗି ସ୍କୁଲର ଉନ୍ନତମାନର ଭତ୍ତିଭୂମି ସହ ସ୍କୁଲ କତ୍ତୃପକ୍ଷଙ୍କ ସହଯୋଗକୁ ପ୍ରଶାସନ ପ୍ରଶଂସା କରିଥିଲା ପ୍ରଶାସନ । ରେଭେନ୍ସା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରଧ୍ୟାପକ ନେତାଜୀ ଅଭିନନ୍ଦନ ପରୀକ୍ଷା ପରିଚାଳନାରେ ଏନଟିଏ ପକ୍ଷରୁ ଅବଜରଭର ଭାବେ ଯୋଗ ଦେଇଥିଲୋ

କର୍ତ୍ତୃପକ୍ଷଙ୍କ ଉନ୍ନତ ଭିତ୍ତିଭୂମି ଓ ସଫଳତାର ସହ କରୋନା କଟକଣା ଭିତରେ ପରୀକ୍ଷା ପରିଚାଳନା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଚଳିତ ଥର କରୋନା କଟକଣା ଭିତରେ ପରୀକ୍ଷା ସଫଳତାର ସହ କରାଯାଇଥିବାରୁ ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲ ପ୍ରତିଷ୍ଠାତା ସଭାପତି ବିଶିଷ୍ଠ ସମାଜସେବୀ ଡକ୍ଟର ଦେବ୍ ମହାନ୍ତି ସ୍କୁଲର ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଛନ୍ତି ।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଖଣ୍ଡସାହି ଠାରେ ଥିବା ନିଟ୍ ସେଣ୍ଟର କରିବାକୁ ନିଷ୍ପତ୍ତି ହୋଇଛି । କଟକ ଜିଲ୍ଲାର ଗ୍ରାମାଞ୍ଚଳରେ ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ଦ୍ୱିତୀୟ ଥର ଲାଗି ସ୍କୁଲରେ ନିଟ ପରୀକ୍ଷା କେନ୍ଦ୍ରକରାଯାଇଛି । କୋଭିଡ କଟକଣାକୁ ଦେଖି ପରୀକ୍ଷା ପରିଚାଳନା ଲାଗି ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ଜାତୀୟସ୍ତରର ଭତ୍ତିଭୂମି ଥିବାରୁ ପ୍ରଶାସନ ଗତବର୍ଷ ପରି ଏବର୍ଷ ପକ୍ଷରୁ ଏଠାରେ ପରୀକ୍ଷା କେନ୍ଦ୍ର କରାଯିବାକୁ ନିଷ୍ପତ୍ତିି ନେଇଥିଲେ ।

Previous Post

ନୂଆଖାଇରେ ଚାଷୀଙ୍କୁ ମିଳିଲା କାଳିଆ ସହାୟତା

Next Post

ଆଜି ବି ଦିନସାରା ଛେଚିବ ବର୍ଷା

Next Post
ଆଜି ବି ଦିନସାରା ଛେଚିବ ବର୍ଷା

ଆଜି ବି ଦିନସାରା ଛେଚିବ ବର୍ଷା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA